Daily Archives

March 28, 2023

ଆପାର୍ଟମେଣ୍ଟ ରେଜିଷ୍ଟ୍ରସେନ ପାଇଁ ଫିଟିଲା ବାଟ: ବିଲଡର ହାତରୁ ଯିବ ପରିଚାଳନା ଦାୟିତ୍ୱ

କନକ ବ୍ୟୁରୋ: ଆପାର୍ଟମେଂଟ କିଣିବାକୁ ସମସ୍ତଙ୍କର ସ୍ୱପ୍ନ ରହିଥାଏ । ଆଉ ଏ କ୍ଷେତ୍ରରେ ଗ୍ରାହକଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇ ସରକାର ଆଗତ କରିଛନ୍ତି ଓଡିଶା ଆପାର୍ଟମେଂଟ ବିଲ । ବିଲରେ ପ୍ରମୋଟର ଓ ଆପାର୍ଟମେଂଟ ମାଲିକଙ୍କ ପାଇଁ କଣ ଦାୟିତ୍ୱ ରହିବ ସେ ନେଇ ଉଲ୍ଲେଖ ଅଛି । ଏହି ବିଲ…

ଲୋକସଭା ବାଚସ୍ପତିଙ୍କ ନାମରେ ଭେଦଭାବ ଅଭିଯୋଗ, ବିରୋଧୀ ଆଣିପାରନ୍ତି ଅବିଶ୍ୱାସ ପ୍ରସ୍ତାବ

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀଦଳମାନେ ଅବିଶ୍ୱାସ ପ୍ରସ୍ତାବ ଆଣିପାରିନ୍ତି । କଂଗ୍ରେସ ସୂତ୍ର ସୂଚନା ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦରୁ ବହିସ୍କାର କରିବା ଓ ଭେଦଭାବ କରିବା ଅଭିଯୋଗରେ ସୋମବାର ବିରୋଧୀଦଳମାନେ ମିଳିତ ଭାବେ ଲୋକସଭା ବାଚସ୍ପତି ଓମ୍…

ସାଂସଦ ପ୍ରାର୍ଥୀ ଦେଲେ ଆଜବେଷ୍ଟସ ଘର: ସଦର ବିଧାୟକ ୩ମାସରେ ପକ୍କା ଘର କରିଦେବାକୁ କହି ଖୋଲିଦେଲେ ଆଜବେଷ୍ଟସ

କନକ ବ୍ୟୁରୋ: ସାଂସଦ ପ୍ରାର୍ଥୀ ଦେଲେ ଆଜବେଷ୍ଟସ ଘର । ବିଧାୟକ ୩ମାସରେ ପକ୍କା ଘର କରିଦେବାକୁ କହି ଖୋଲିଦେଲେ ଆଜବେଷ୍ଟସ । ୩ମାସରୁ ଯାଇ ଦେଢ଼ ବର୍ଷ ହେଲାଣି ଏପର୍ଯ୍ୟନ୍ତ ବାଲେଶ୍ୱର ମାନିଖମ୍ବ ଅଂଚଳର ହରପ୍ରିୟା ମାଉସୀଙ୍କ ଘର ତିଆରୀ ହୋଇପାରିନି । ଏହି ବୟସରେ ଆଉ ବାର ଦୁଆର ହୋଇନପାରି ସେହି…

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଲୋକେ: ଜଙ୍ଗଲର ପଥୁରିଆ ମାଟିକୁ ହାଣି କଲେ ରାସ୍ତା କାମ

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ନିଜ ରାସ୍ତା ନିଜେ ତିଆରି କଲେ ଗ୍ରାମବାସୀ । ହାତରେ କୋଡ଼ି, କୋଦାଳ ଧରି ଜଙ୍ଗଲର ପଥୁରିଆ ମାଟିକୁ ହାଣି ସମତୁଲ କରିଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ତେନ୍ତୁଳିଗୁଡ଼ା ଗାଁରେ ଏକାଠି ହୋଇ ରାସ୍ତା ତିଆରୀ କଲେ ଗାଁଲୋକ । ଗାଁ ରାସ୍ତା ତିଆରି…

ସରକାରୀ ସଂସ୍ଥା ନାଁରେ ଆସିଲା ଲୁଟର ଅଭିଯୋଗ: ଟଙ୍କା ହଡ଼ପ ଅଭିଯୋଗରେ ଏକଜୁଟ ହେଲେ ଏକାଧିକ ଜମାକାରୀ

କନକ ବ୍ୟୁରୋ: ଭାରତର ସର୍ବ ପୁରାତନ ସରକାରୀ ସଂସ୍ଥା ନାରେ ଆସିଲା ଲୁଟର ଅଭିଯୋଗ । ଜମାକାରୀ ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟାଳୟରେ ପକାଇଲେ ତାଲା । କେନ୍ଦ୍ରାପଡ଼ା ଆଳି ଭୂଇଁପୁର ଉପ ଡାକଘରେ ଶତାଧିକ ଜମାକାରୀ ଏକଜୁଟ ହୋଇ ମୁଖ୍ୟ ଫାଟାରେ ତାଲା ପକାଇଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି…

୨୦୨୪ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ଜୟପୁର ରାଜନୀତି। ପାରମ୍ପରିକ ପ୍ରତିଦ୍ୱନ୍ଦୀ ତାରା ବାହିନୀପତି ଓ ରବି…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଲେଣି ସବୁ ଦଳ। କାନ୍ଥବାଡ଼ରେ ଶୁଭେଚ୍ଛାର ବାର୍ତା ଦେଇ ପୋଷ୍ଟର ମରାଗଲାଣି । ଏକାଧିକ ପ୍ରତିନିଧିଙ୍କ ଛବି ଏବେ ଦେଖିବାକୁ ମିଳୁଛି କୋରାପୁଟ ଜିଲ୍ଳାରେ । ହେଲେ ପ୍ରତିଦ୍ୱନ୍ଦିତାରେ କିଏ ଆସିବ ତାହା ତ ପଛରେ ଜଣାପଡ଼ିବ କିନ୍ତୁ ଏବେ ଠାରୁ ପ୍ରତ୍ୟେକ…