Daily Archives

March 21, 2023

ମସ୍କୋରେ ଜିନପିଙ୍ଗ୍-ପୁଟିନ୍ ସାକ୍ଷାତ। ଟେନସନରେ ହ୍ୱାଇଟ୍ ହାଉସ୍

କନକ ବ୍ୟୁରୋ: କୂଟନୀତିରେ ଆଜିର କିଛି ଚିତ୍ର, ସାରା ବିଶ୍ୱକୁ ଦୋହଲାଇ ଦେଇଛି । ପୁଟିନଙ୍କ ସହ ଚୀନ ରାଷ୍ଟ୍ରପତି ନଜର ଆସିବା ବିଶେଷ କରି ଆମେରିକାର ନିଦ ହଜାଇ ଦେଇଛି । ସୋମବାର ଯେତେବେଳେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଛନ୍ତି, ସେତେବେଳେ ଏହି…

ଫେରାର ଅମ୍ରିତପାଲ ସିଂ। ପଞ୍ଜାବ ପୁଲିସକୁ ହାଇକୋର୍ଟଙ୍କ ପ୍ରଶ୍ନ, କୁଆଡେ ଗଲା ଖଲିସ୍ତାନୀ ନେତା?

କନକ ବ୍ୟୁରୋ: ସମସ୍ତଙ୍କ ଆଖିରେ ଧୁଳି ଦେଇଏବେବି ଫେରାର ରହିଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ । ପୂରା ପଞ୍ଜାବରେ ପୁଲିସ ଛାଉଣୀ ତଥାପି ମିଳୁନି ତାର ଟେର । ମୋଷ୍ଟ ୱାଣ୍ଟେଡ୍ ଅପରାଧୀକୁ ଧରିବା ପାଇଁ ପଞ୍ଜାବ ପୁଲିସ ବିଫଳତା ଉପରେ ଟିପ୍ପଣୀ ରଖିଛନ୍ତି ହରିଆଣା-ପଞ୍ଜାବ ହାଇକୋର୍ଟ ।…

ପୋଲିସ ପଦବୀ ନେଇ ମୁଖ୍ୟମନ୍ତ୍ରୀ ବଡ ବୟାନ…ଓଡିଶାରେ ୬୫୦୦ ପଦବୀ ସୃଷ୍ଟି ପାଇଁ ଯୋଜନା।

କନକ ବ୍ୟୁରୋ: ରାଜ୍ୟରେ ଶୀଘ୍ର ସୃଷ୍ଟି ହେବ ନୂଆ ପୋଲିସ ପଦବୀ । ପୋଲିସ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଶୀଘ୍ର ରାଜ୍ୟରେ ୬୫୦୦ ପୋଲିସ ପଦବୀ ସୃଷ୍ଟିର ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସମସ୍ତ ପଦବୀ ଭିନ୍ନ ଭିନ୍ନ ବିଭାଗ ପାଇଁ ସୃଷ୍ଟି…

ଓଡିଶାବାସୀ ଶାନ୍ତିପ୍ରିୟ, ଏକଥାକୁ ବିରୋଧ ଦଳ ମନେ ରଖିବା ଦରକାର: ଏମିତି କହି ବିରୋଧୀଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଗୃହରେ ବିବୃତି ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ କୋଟି କୋଟି ଟଙ୍କାର ନିବେଶ ଆସୁଛି । ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା । ହକି ବିଶ୍ୱକପରେ ଓଡିଶାର ସଫଳତା ସାରା…

ମହାପ୍ରଭୁଙ୍କ ଶୟନରେ ସୃଷ୍ଟି ହେଉଛି ବାଧା: ଗର୍ଭଗୃହରେ ଲାଗିବନି ମୂଷାଧରା ମେସିନ

କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗ୍ୃହରେ ଲାଗିବନି ମୂଷାଧରା ମେସିନ । ସେବାୟତଙ୍କ ପ୍ରବଳ ବିରୋଧ ପରେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ନିଷ୍ପତି ନେଇଛି । ଶ୍ରୀମନ୍ଦିର ଗର୍ଭଗୃହରେ ବଡ ବଡ ମୂଷା ଉତ୍ପାତ କରୁଥିବାରୁ ମୂଷାଧରା ମେସନିକୁ ଜଣେ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲେ । ଏହାକୁ…

ବାନ୍ଧବୀଙ୍କ ପାଇଁ ବଢ଼ିଲା ଅଡୁଆ: ଯୁବତୀଙ୍କ ଘରେ ପହଞ୍ଚିଲା ପୁଲିସ, ଗୋଡେଇ ତୋଡେଇ କଲା ପ୍ରଶ୍ନ

କନକ ବ୍ୟୁରୋ: ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାର କେନ୍ଦ୍ରରେ ଥିବା ବାନ୍ଧବୀଙ୍କ ପାଇଁ ବଢ଼ୁଆ ବଢିବାରେ ଲାଗିଛି । ଅକ୍ଷୟଙ୍କ କଥିତ ପ୍ରେମିକା ବା’ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍ । ୧୬୧ରେ ବୟାନ୍ ରେକର୍ଡ ବେଳେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପୁଲିସ୍ । ସୂଚନା…