Daily Archives

March 20, 2023

ବିଟ୍ରେନରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ। ଭାରତୀୟ ହାଇକମିଶନରେ ପଶିଲେ ଖଲିସ୍ତାନୀ।

କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ । ଖଲିସ୍ତାନୀ ନେତା ଅମ୍ରିତ ପାଲଙ୍କ ବିରୋଧରେ ପଞ୍ଜାବ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଲଣ୍ଡନରେ ଅମ୍ରିତ ପାଲର ସମର୍ଥକ ହଙ୍ଗାମା କରୁଛନ୍ତି । ଭାରତୀୟ ହାଇକମିଶନ ଭିତରେ ପଶି ଅମ୍ରିତ ପାଲଙ୍କ ସମର୍ଥକ ବଡଧରଣର ହଙ୍ଗାମା…

ପଞ୍ଜାବ ପୁଲିସର ନିଦ ହଜାଇଛି ଖଲିସ୍ତାନୀ ନେତା। ଚକମା ଦେଇ କୁଆଡେ ଗଲା ଅମ୍ରିତ ପାଲ?

କନକ ବ୍ୟୁରୋ: ପଞ୍ଜାବରେ ଚାଲିଛି ପୁଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା । ବାରିସ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂକୁ ନେଇ ଚିନ୍ତାରେ ଏବେ ପଞ୍ଜାବ ପୁଲିସ । ଶତାଧିକ ସଂଖ୍ୟକ ପୁଲିସର ଚେଷ୍ଟା ସତ୍ୱେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଛି ଏହି ହାଇପ୍ରୋଫାଇ ଅପରାଧୀ । ୪୮ ଘଣ୍ଟା ହେଲାଣି…

ଆଜି ବିଶ୍ୱ ପଖାଳ ଦିବସ: ଗାଁଠୁ ସହର ସବୁଠି ଚାଲିଲା ପଖାଳ ଖିଆ

କନକ ବ୍ୟୁରୋ: କଂସାରେ ପଖାଳ । କଂସା ଚାରିକଡ଼େ ତିଅଣ । ଭଜା, ଚକଟା, ବଡ଼ିଚୁରା, ଚିପ୍ସ । କେତେ କିସମର ଆଇଟମ୍ । ପେଟ ଭରୁଥିବା ପଖାଳ, ଏବେ ଗୋଟିଏ ଜାତିର ପରିଚିତ । ଓଡ଼ିଆଙ୍କ ପ୍ରିୟ, ଓଡ଼ିଶାର ପ୍ରିୟ । ପ୍ରିୟ ପଖାଳ ଓଡ଼ିଆଙ୍କ କେତେ ପ୍ରିୟ, ପଖାଳ ଦିବସରେ ତା’ର ଝଲକ ଦେଖିବାକୁ ମିଳିଛି ।…

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ। ୫ଟି ଯୋଜନାରେ…

କନକ ବ୍ୟୁରୋ: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମାଙ୍କର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ…

କନ୍ଦାଇଲା କାଳ ବୈଶାଖୀ: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

କନକ ବ୍ୟୁରୋ: ପଶ୍ଚିମାଝଡ ପ୍ରଭାବରେ ସାରା ରାଜ୍ୟରେ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଥିଲେ ବି ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ମାଲକାନଗିରିି ଏମଭି ୧୧ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ତରଭୁଜ ବାଡି ସବୁ ଜଳ ମଗ୍ନ ହୋଇ ଥିବା ବେଳେ ଜଳମଗ୍ନ ବିଲ ରୁ ଜଳ ନିଷ୍କାସନ କରିବା ଏବେ ତରଭୁଜ…

ଘର ବାରିପଟୁ ବୃଦ୍ଧାଙ୍କୁ ଟେକି ନେଇଗଲା ବାଘ: ମହାବଳ ନୁହେଁ କଲରାପତରିଆ ବୋଲି ସ୍ପଷ୍ଟ କଲେ ପିସିସିଏଫ୍

କନକ ବ୍ୟୁରୋ: ଦିନକୁ ଦିନ ବଢ଼ି ଚାଲିଛି ବାଘ ମଣିଷ ଲଢ଼େଇ । ଜଂଗଲ ଛାଡି ଏବେ ଗାଁ ମୁହାଁ ହେଉଛନ୍ତି ବାଘ । ଆଉ ଏହି ଲଢ଼େଇରେ କେତେବେଳେ ମଣିଷ ବଳି ପଡୁଛି ତ ଆଉ କେତେବେଳେ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି । ସେମିତି ଏକ ଖବର ଆସିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଜଳମଡାଇ ଗାଁରୁ । ଏହି ଗାଁର ଜଣେ…