Daily Archives

March 18, 2023

ପଞ୍ଜାବ ଜଳନ୍ଧର ରୋଡରେ ଦେଖିବାକୁ ମିଳିଲା ଚୋରପୁଲିସ ଡ୍ରାମା । ଶହେଟି ଗାଡିରେ ପିଛା କରି ଖଲିସ୍ତାନୀ ସମର୍ଥକ ଅମ୍ରିତ…

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ଅମ୍ରିଲପାଲ ସିଂଙ୍କ ସହ ୬ ଜଣ ସହଯୋଗୀ ଗିରଫ । ପୋଲିସ ଓ ଖଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ଘମାଘୋଟ ହାଇଡ୍ରାମା ପରେ ଗିରଫ ହୋଇଛନ୍ତି ଖଲିସ୍ତାନୀ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମ୍ରିତପାଲ ସିଂ । ପ୍ରଥମେ ୬ ଜଣ ସହଯୋଗୀଙ୍କୁ ଜଲନ୍ଧରର ମେହତପୁର…

୨୦୨୪ ପୂର୍ବରୁ ହେବ କି ତୃତୀୟ ସାମ୍ମୁଖ୍ୟ? ନବୀନଙ୍କୁ ଭେଟିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ୨୪ ନିର୍ବାଚନ ପାଖେଇ ଆସୁଥିବାବେଳେ ଜାତୀୟ ରାଜନୀତିରେ ଦେଖିବାକୁ ମିଳୁଛି ଅନେକ ରୋଚକ ଦୃଶ୍ୟପଟ୍ଟ । ମୋଦିଙ୍କୁ କାଉଣ୍ଟର କରିବାକୁ କଂଗ୍ରେସ ନୂଆ ରଣନୀତି କରୁଥିବାବେଳେ କଂଗ୍ରେସକୁ ବାଦ ଦେଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ଆଞ୍ଚଳିକ ଦଳ । ଆଉ ଏତିକିବେଳେ…

ଚୀନକୁ ନେଇ ବଡ ବୟାନ ଦେଲେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । କହିଲେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଠୁଳ…

କନକ ବ୍ୟୁରୋ : ପୂର୍ବ ଲଦାଖରେ ଉତେଜନା କମିଥିଲେ ମଧ୍ୟ ସୈନ୍ୟ ସଂଖ୍ୟା କମ କରାଯିବ ନାହିଁ । ଚୀନ ଉପରେ ନଜର ରଖିବା ପାଇଁ ସୈନ୍ୟର ଆବଶ୍ୟକତା ରହିଛି ବୋଲି ସ୍ଥଳସେନ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି । ଗତ ତିନି ବର୍ଷ ହେବ ପୂର୍ବ ଲଦାଖରେ ଲାଇନ ଅଫ ଆକଚ୍ୟୁଆଲ କଂଟ୍ରୋଲରେ ସୁରକ୍ଷାବଳ…

ଶ୍ରୀମନ୍ଦିର ଗର୍ଭଗୃହରେ ବଢୁଛି ମୂଷାଙ୍କ ଉତ୍ପାତ । ମୂଷା ଧରିବା ପାଇଁ ଲାଗିବ ମେସିନ୍ । ସେବାୟତ କହିଲେ ଏମିତି…

କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉତ୍ପାତ ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ । ରତ୍ନ ସିଂହାସନତୁ ଡିଆଁ ମାରୁଛନ୍ତି ବଡ ବଡ ମୂଷା, ଆଉ ଅନ୍ଧାରର ସୁଯୋଗ ନେଇମୂଷା କରୁଛନ୍ତି ଉପଦ୍ରବ । କନକମୁଣ୍ଡି ଚାନ୍ଦୁଆରେ ଘର କରି ରହୁଛନ୍ତି । ମୂଷା ଧରିବାକୁ ପାରମ୍ପରିକ…

ଆଦାନୀ ପ୍ରସଙ୍ଗ ଉପରେ ବୟାନ ରଖିଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ଦୋଷ ସାବ୍ୟସ୍ତ ହେଲେ କାହାରିକୁ ମିଳିବନି କ୍ଷମା

କନକ ବ୍ୟୁରୋ : ଥମୁନି ଆଦାନୀ ହିଣ୍ଡେନବର୍ଗ ପ୍ରସଙ୍ଗ । ଏହି ମାମଲାରେ ସେବି ଯାଞ୍ଚ କରୁଥିବାବେଳେ ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ନିଜର ବୟାନ ରଖିଛନ୍ତି । ସୁପ୍ରିମକୋର୍ଟ ଆଦାନୀ ହିଣ୍ଡେନବର୍ଗ ମାମଲାର ଯାଞ୍ଚ ପାଇଁ ୬ ଜଣ ସଦସ୍ୟ ବିଶିଷ୍ଟ କମିଟି ତିଆରି କରିଛନ୍ତି । ଏହି କମିଟିରେ ଦୁଇ…

ମାଟ୍ରିକ୍ ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ । ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି । ସେଟ୍-‘ବି’ ପ୍ରଶ୍ନପତ୍ରକୁ ନେଇ…

କନକ ବ୍ୟୁରୋ: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି । ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷା ସାମାଜିକ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ରାଜ୍ୟର ଏକାଧିକ ସ୍କୁଲରୁ ଆସିଛି ଅଭିଯୋଗ । ସେଟ୍ ବି ପ୍ରଶ୍ନପତ୍ରରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ହୋଇଛି । କିଛି ସ୍କୁଲରେ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’…