Daily Archives

March 15, 2023

ସମ୍ପତ୍ତି ଲୋଭରେ ଅନ୍ଧ ହୋଇଗଲେ ଝିଅ, ଜ୍ୱାଇଁ: ବୁଢ଼ା ମାଆ, ବାପାଙ୍କୁ ପୋଲିସ ଲଗାଇ ଘରୁ କରିଦେଲେ ବାହାର

କନକ ବ୍ୟୁରୋ: ହଜିଗଲା ମାନବିକତା । ଘରୁ ବାପା ମାଙ୍କୁ ବାହାର କରିଦେଲେ ଝିଅ,ଜ୍ୱାଇଁ । ଏବେ ପର ଘରେ ଜୀବନ କାଟୁଛନ୍ତି ବାପା, ମାଆ । କଟକ ଜିଲ୍ଲା ଖୁଂଟୁଣୀ ଥାନା ଗଜାଆମ୍ବ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଯେଉଁ ଝିଅ ବାପା, ମାଆଙ୍କ ପଦ ଆପଦରେ ସାହା ହୋଇଥାନ୍ତା । ସେହି ଝିଅ, ଜ୍ୱାଇଁ…

ସରକାର, ପ୍ରାଥମିକ ଶିକ୍ଷକ ମହାସଂଘର ବୈଠକ ବିଫଳ। ବିନା ୟୁନିଫର୍ମରେ ସ୍କୁଲ ଯିବେ ଶିକ୍ଷକ ।

କନକ ବ୍ୟୁରୋ: କାଲିଠାରୁ ବିନା ୟୁନିଫର୍ମରେ ସ୍କୁଲ ଯିବେ ପ୍ରାଥମିକ ଶିକ୍ଷକ । ସରକାର ଏବଂ ପ୍ରାଥମିକ ଶିକ୍ଷକ ସଂଘର ବୈଠକରେ କୌଣସି ନିଷ୍ପତ୍ତି ବାହାରିପାରିଲା ନାହିଁ । ତେଣୁ ଆସନ୍ତା କାଲିଠାରୁ ବିନା ୟୁନିଫର୍ମରେ ସ୍କୁଲ ଯିବେ ଶିକ୍ଷକ । ବୈଠକ ପରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏନେଇ…

ନିଜ ଛୁଆକୁ ମାଡ଼ ମାରିବା ସହ ଦେହ ସାରା ସିଗାରେଟ୍ ଚେଙ୍କ ଦେଲା ମାଆ: ଶିଶୁ ସୁରକ୍ଷା ଅଧିକାରୀ ପିଲାକୁ ଉଦ୍ଧାର କରି…

କନକ ବ୍ୟୁରୋ: ମାଆ ହେଉଛି ସ୍ନେହ ମମତା ପ୍ରେମ, ତ୍ୟାଗର ମୂର୍ତିମନ୍ତ ରୂପ । ନିଜ ସନ୍ତାନ ପାଇଁ ସଂସାର ସହ ଲଢିପାରେ ହେଲେ ଦୁନିଆରେ ଏମିତି ବି ମାଆ ଅଛନ୍ତି ଯେଉଁମାନେ ଜନ୍ମ କଲା ଛୁଆ ପ୍ରତି ନିଷ୍ଠୁରତାର ସବୁ ସୀମା ଅତିକ୍ରମ କରିପାରନ୍ତି । ୪ ବର୍ଷର ଏହି ଛୁଆ ଅବସ୍ଥାକୁ ଦେଖିଲେ ଯିଏ ବି…

ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ । ବ୍ରହ୍ମପୁରରୁ ଆସିଲା ଆତଙ୍କିତ କଲାଭଳି ଖବର

କନକ ବ୍ୟୁରୋ : ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ । ବ୍ରହ୍ମପୁରରୁ ଆସିଲା ଆତଙ୍କିତ କଲା ଭଳି ଖବର । ଦୁର୍ବୃତ୍ତ-ପୋଲିସ ମୁହାଁମୁହିଁ ପରେ ବୋମାମାଡ ହୋଇଥିବା ସୂଚନା । ଏହି ଘଟଣା ଘଟିଛି ବଡବଜାର ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ । ସୂଚନା ଅନୁସାରେ, ଗତକାଲି ଶ୍ରୀକ୍ଷେତ୍ର ବିହାର…

ରାଜରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ସଂଘ । ସାରା ରାଜ୍ୟରେ ତେଜିଲା ଷ୍ଟ୍ରିଅରିଂ ଛାଡ ପ୍ରତିବାଦ, ବିଧାନସଭାରୁ ଉଠିଲା…

କନକ ବ୍ୟୁରୋ : ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର ସଂଘ । ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଭୁବନେଶ୍ୱର ତମାଣ୍ଡୋରେ…

ଏଚ୍୩ଏନ୨ ଭୂତାଣୁ : ମହାରାଷ୍ଟ୍ରରେ ସର୍ବାଧୀକ ମାମଲା ଚିହ୍ନଟ, ପଡୁଚେରୀରେ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ

କନକ ବ୍ୟୁରୋ : କରୋନା ପରେ ଏବେ ଏଚ୍୩ଏନ୨ ଭାଇରସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ନୂଆ ଭାଇରସ୍ କାରଣରୁ ଏବେଯାଏଁ ୯ଜଣଙ୍କ ଜୀବନ ଚାଲିଗଲାଣି । ସାରା ଦେଶରେ ଏହି ଭୂତାଣୁକୁ ନେଇ ଚିନ୍ତା ବଢୁଥିବା ବେଳେ ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…