Daily Archives

March 11, 2023

ଚଢ଼ାଉରେ ଉଠୁଛି ପଡୁଛି ବିହାର ରାଜନୀତି: ଲାଲୁ ଓ ତାଙ୍କ ସମ୍ପର୍କୀୟଙ୍କୁ ଘାଣ୍ଟୁଛି ସିବିିଆଇ-ଇଡି

କନକ ବ୍ୟୁରୋ: ସିବିଆଇ ଓ ଇଡି ଜାଲରେ ଫଶିଛି ବିହାର ରାଜନୀତିର ହାଇପ୍ରୋଫାଇଲ ପରିବାର ଲାଲୁ ଯାଦବ ପରିବାର । ଲ୍ୟାଣ୍ଡ ଫର ଜବ୍ ସ୍କାମରେ ଯାଂଚ ଏଜେନ୍ସି ଏବେ ପୂରା ପରିବାରକୁ ଜେରା କରୁଛି ଓ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ଶୁକ୍ରବାର ଲାଲୁ ଓ ତାଙ୍କ ସମ୍ପର୍କୀୟଙ୍କ ୨୦ ଠିକଣାରେ…

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୟୁପି ଷ୍ଟାଇଲରେ ବଲାଙ୍ଗୀରରେ ଚାଲିଲା ବୁଲଡୋଜର ।

କନକ ବ୍ୟୁରୋ: ଓଡିଶାରେ ୟୁପି ଷ୍ଟାଇଲରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ଉତରପ୍ରଦେଶର ଯୋଗୀ ସରକାର ଯେମିତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଠିକ୍ ସେହିଭଳି ବଲାଂଗୀରରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବଲାଂଗୀର ପ୍ରଶାସନ । ସରକାରୀ ଜମିକୁ…

ଜଳୁଛି ଓଡ଼ିଶା ଜଙ୍ଗଲ । ସାରା ଦେଶରେ ଓଡ଼ିଶାର ଅଲୋଡ଼ା ରେକର୍ଡ । ଗତ ୪ ମାସ ମଧ୍ୟରେ ୧୨ ହଜାର ୨୧୭ ସ୍ଥାନରେ ଜଳିଲାଣି…

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ଜଙ୍ଗଲ ନିଆଁରେ ସାରା ଦେଶରେ ଆଗରେ ରହିଛି ଓଡିଶା । ଏଭଳି ଏକ ଚିନ୍ତାଜନକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ଜଙ୍ଗଲି ନିଆଁ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୨ ହଜାର ୨୧୭ଟି ଚିହ୍ନଟ ହୋଇଛି । ଯେଉଁଥିରେ…

୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଗାଁ ଗାଁକୁ ଯିବା ପାଇଁ ବିଜେଡି ନେତାଙ୍କୁ…

କନକ ବ୍ୟୁରୋ: ୨୦୨୪ନିର୍ବାଚନ ପାଇଁ ଏବେଠୁ ପାଗ ଭିଢା ଆରମ୍ଭ କଲେଣି ରାଜନୈତିକ ଦଳ । କିଏ କେଉଁ ତରିକାରେ ଲଢିବ ସେନେଇ ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହେଲାଣି । ବିଜେଡି, କେନ୍ଦ୍ର ଅବହେଳା ନାରା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଛି । ଏନେଇ ତୃଣମୂଳ ସ୍ତରରୁ କେନ୍ଦ୍ର…

ଓଡିଶା ଆକାଶରେ ବାରମ୍ବାର ଠାବ ହେଉଛନ୍ତି ଚୀନ ପାରା: କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡରୁ ଉଦ୍ଧାର ହେଲେଣି ୪ଟି…

କନକ ବ୍ୟୁରୋ: ପାରାଦୀପରୁ ଉଦ୍ଧାର ପାରା ଡେଣାରେ ଚୀନ ଭାଷା ଲେଖାଯାଥିବା ଜଣାପଡିବା ପରେ ଓଡିଶା ଉପରେ ଚୀନର ଆଖି ନେଇ ସନ୍ଦେହ ବଢିବାରେ ଲାଗିଛି । କାରଣ ନିକଟରେ ଏହିଭଳି ୪ଟି ପାରା ଉଦ୍ଧାର ହେଲେଣି । ଆପଣଙ୍କ ଟିଭି ସ୍କ୍ରିନରେ ସେହିଭଳି ୪ଟି ପାରାଙ୍କ ଚିତ୍ର ରହିଛି । ଗତବର୍ଷ ଜାନୁଆରୀ ୩…

ହଟିବ ଆପାର୍ଟମେଣ୍ଟ ପଞ୍ଜିକରଣ ନେଇ ପ୍ରତିବନ୍ଧକ । ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍ ଆଣିବେ ରାଜ୍ୟ ସରକାର ।

କନକ ବ୍ୟୁରୋ: ଆପାର୍ଟମେଣ୍ଟ କିଣୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର । ସେଲ୍ ଡିଡ୍ ପଂଜିକରଣ ନେଇ ଯେଉଁ ପ୍ରତିବନ୍ଧକ ଥିଲା ତାହା ଖୁବଶୀଘ୍ର ହଟିବାକୁ ଯାଉଛି । କାରଣ ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍-୨୦୨୩ । ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଂଜୁରୀ ।…