Daily Archives

March 6, 2023

ରାଜନୀତିରେ ମିଶନ୍ ଶକ୍ତି ମହିଳା । ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ସଚିବ ସୁଜାତା କାର୍ତ୍ତିକେୟନ୍ । କହିଲେ, ନେତୃତ୍ୱ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୋକସରେ ଥିବା, ମିଶନ ଶକ୍ତି ମହିଳାଙ୍କୁ ଶାସକ ଦଳ ରାଜନୀତିରେ ବ୍ୟବହାର କରାଯାଉଥିବା ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ବିରୋଧୀଙ୍କ ଅଭିଯୋଗ ଓ ଚର୍ଚ୍ଚା ଭିତରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି, ମିଶନ ଶକ୍ତି ସଚିବ…

ଦଣ୍ଡ ଉପବାସ କରିବାରୁ ପରିବାରକୁ ନିଆଁ ପାଣି ବାସନ୍ଦ। ୧୦ ବର୍ଷ ହେଲା ସଜା କାଟୁଛନ୍ତି ବସନ୍ତ ବେହେରାଙ୍କ ପରିବାର।

କନକ ବ୍ୟୁରୋ: ଗାଁ ମଶାଣି ମନା, ଗାଁର କାହା ସାଥିରେ କଥା ହେବା ବି ମନା । ଯଦି କିଏ କଥା ହେବ ତେବେ ତାଠାରୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବ ବୋଲି ନିଷ୍ପତି ନେଇଛନ୍ତି ଗାଁ ମୁଖିଆ । ବର୍ଷେ କି ୨ ବର୍ଷ ନୁହେଁ ୧୦ ବର୍ଷ ଧରି ଗାଁରୁ ବାସନ୍ଦ ଅଛନ୍ତି କଟକ ଜିଲ୍ଲା ବାଙ୍କୀ ବ୍ଲକ…

ଅଲଗା ଅଲଗା ବିଜୁ ଜୟନ୍ତୀ ପାଳନ କଲେ ବିଜେଡି ନେତା ଓ କର୍ମୀ। ପୁରୀ ଓ ଦିଗପହଣ୍ଡିରେ ଦେଖିବାକୁ ମିଳିଲା ଦଳୀୟ କନ୍ଦଳ…

କନକ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଦୁଇ ଭାଗ ହେଲା ପୁରୀ ବିଜେଡି । ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀରେ ୨ଗୋଷ୍ଠୀ ବଡ଼ ଦାଣ୍ଡରେ ଦେଖାଇଛନ୍ତି ନିଜର ଶକ୍ତି ପ୍ରଦର୍ଶନ । ବଡ଼ଦାଣ୍ଡରେ ଦେଖିବାକୁ ମିିଳିଥିଲା ପୂର୍ବତନ ମନ୍ତ୍ରୀ ତଥା…

ବରଗଡ ଜିଲ୍ଲା କଳଙ୍ଗାପାଲି ଗାଁରେ ରୋଚକ ଦୃଶ୍ୟ। ବାଜା ବଜାଇ ଶେଷ ଯାତ୍ରାରେ ଶତାୟୁଙ୍କୁ ଦେଲେ ବିଦାୟ।

କନକ ବ୍ୟୁରୋ: ଶତାୟୁଙ୍କୁ ଶେଷ ବିଦାୟ । ବାଜିଲା ଡିଜେ କୋକେଇ ସମ୍ମୁଖରେ ନାଚିଲେ ପରିବାର ପରିଜନ । କଥାଟି ଆପଣକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସାଧାରଣରେ ଯଦି କାହାର କେବେ ପରିବାରରେ ମୃତ୍ୟୁ ହୁଏ ତେବେ ପରିଜନ ଦୁଃଖରେ ଭାଙ୍ଗିପଡ଼ନ୍ତି । ତାଙ୍କ ସ୍ମୃତିକୁ ମନେପକାଇ ଆଖିରୁ ଲୁହ ଝଳି…

ପୁରୀରେ ମାତିଛନ୍ତି ବାଲି ମାଫିଆ। ରାଜସ୍ୱ ଲୁଟି ପାଲଟୁଛନ୍ତି କୁବେର।

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ମାତିଛନ୍ତି ବାଲି ମାଫିଆ । କେଉଁଠି ନଦୀ ପଠା ତ ଅନ୍ୟ କେଉଁଠି ଅନାବାଦି ଗୋଚର ଜମି । ବେଧଡ଼କ ଭାବେ ହାଇୱା ଆଉ ଟ୍ରାକ୍ଟର ଲଗାଇ ଏକର ଏକର ଜମିରୁ ଅବାଧରେ ଲୁଟ ହେଉଛି ହଜାର ହଜାର ଟନ ବାଲି । ପ୍ରଶାସନ ରାଜସ୍ୱ ହରାଉ ଥିବା ବେଳେ ଏପଟେ କୁବେର ହେଉଛନ୍ତି ବାଲି…

ଚାକିରି ବଦଳରେ ଜମି ମାମଲାରେ ଲାଲୁଙ୍କୁ ସିବିଆଇ ସମନ୍ । ରାବଡୀଙ୍କ ପରେ ଲାଲୁଙ୍କ ସମନ୍ ପଠାଇଲା କେନ୍ଦ୍ରୀୟ ଯାଞ୍ଚ…

କନକ ବ୍ୟୁରୋ: ‘ଚାକିରି ବଦଳରେ ଜମି’ ମାମଲାରେ ସିବିଆଇ ଆଜି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବଙ୍କୁ ସମନ୍ କରିଛି । ଲାଲୁଙ୍କୁ ଏ ମାମଲାରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ତେବେ ଏହା ପୂର୍ବରୁ ସିବିଆଇ ସୋମବାର ବିହାରର ପୂର୍ବ…