Daily Archives

March 2, 2023

ପୁଣି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଦୁଇ ସପ୍ତାହରେ ଦ୍ୱିତୀୟ ଥର ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ବେଳେ ସାରାଓଡି଼ଶାରେ ବୁଲି ବୁଲି ଏହିଭଳି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରୁଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ପାଇଁ ଏହିଭଳି ସ୍ୱତନ୍ତ୍ର ବସ୍ର ଆୟୋଜନ କରାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ଆଉ…

ଉତ୍ତରପ୍ରଦେଶ ହାଥରସ ଘଟଣାର ଶୁଣାଣି। ୪ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣଙ୍କୁ ଦୋଷମୁକ୍ତ କଲେ ଉତ୍ତରପ୍ରଦେଶ କୋର୍ଟ।

କନକ ବ୍ୟୁରୋ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ଘଟଣାରେ ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉତରପ୍ରଦେଶ ଏସସି-ଏସଟି ଅଦାଲତ ଦୋଷମୁକ୍ତ କରିଛନ୍ତି । ଏବଂ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଇଣ୍ଡିଆନ ପେନାଲ କୋଡର…

୬୦ବର୍ଷ ପରେ ନାଗାଲାଣ୍ଡରେ ପାଇଲା ପ୍ରଥମ ମହିଳା ବିଧାୟିକା। ହେକାନୀ ଜାଖାଲୁ ବିଧାନସଭାକୁ ନିର୍ବାଚିତ।

କନକ ବ୍ୟୁରୋ: ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟିକା । ରାଜ୍ୟ ଗଠନ ହେବାର ୬୦ବର୍ଷ ପରେ ନାଗାଲାଣ୍ଡ ତାର ପ୍ରଥମ ମହିଳା ବିଧାୟିକା ପାଇଛି । ବିଜେପିର ସହଯୋଗୀ ଏନଡିପିପିରୁ ହେକାନୀ ଜାଖାଲୁ ଦିମାପୁର-୩ ଆସନରୁ ବିଜୟୀ ହୋଇଛନ୍ତି । ନାଗାଲାଣ୍ଡ ବିଧାନସଭା ପାଇଁ ପୂର୍ବରୁ ଭୋଟ ଗ୍ରହଣ…

ଉତ୍ତର-ପୂର୍ବରେ ପୁଣି ପଦ୍ମ! ତ୍ରିପୁରା-ନାଗାଲାଣ୍ଡରେ ସରକାର ଗଢ଼ିବ ବିଜେପି!

କନକ ବ୍ୟୁରୋ: ଆଉ ଏକ ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ୍ । ଉତ୍ତର-ପୂର୍ବରେ ପୁଣି ଫୁଟିପାରେ । ଉତ୍ତର-ପୂର୍ବର ତିନୋଟି ଯାକ ନିର୍ବାଚନର ଫଳାଫଳ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ତ୍ରିପୁରା ଓ ନାଗାଲାଣ୍ଡରେ ବହୁମତ ଆଗକୁ ଅଗ୍ରସର ହୋଇଛି । ତେବେ ମେଘାଳୟରେ ଝୁଲା ସରକାର ଗଠନ…

ଜେଏନୟୁରେ ନୂଆ ନିୟମ, ମହଙ୍ଗା ପଡ଼ିବ ଧାରଣା ଓ ହିଂସାକାଣ୍ଡ ।

କନକ ବ୍ୟୁରୋ: ଭାରି ପଡ଼ିବ ଜେଏନୟୁରେ ଧାରଣା କି ପ୍ରଦର୍ଶନ କରିବା । ବିଭିନ୍ନ ସମୟରେ ଦଙ୍ଗା –ହଙ୍ଗାମା, ଜାତିବାଦକୁ ନେଇ ରଣକ୍ଷେତ୍ର ପାଲଟିଥାଏ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ । ତେବେ ଏହି ହିଂସାକାଣ୍ଡ, ହଙ୍ଗାମା, ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଜେଏନୟୁ ପକ୍ଷରୁ ନୂଆ ନିୟମାବଳୀ…

ବଦଳିଲା ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟା: ତିନି ଜଣିଆ କମିଟି ଚୟନ କରିବେ ନାଁ

କନକ ବ୍ୟୁରୋ: ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କଲେଜିୟମ ବ୍ୟବସ୍ଥାରେ ନିଯୁକ୍ତି କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି, ୫ଜଣିଆ ଖଣ୍ଡପୀଠ କହିଛନ୍ତି, ଏଥିପାଇଁ ଏକ କମିଟି ଗଠନ ହେବ । କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ…