Daily Archives

March 1, 2023

ବ୍ରିଜରୁ କାହିଁକି ଡେଇଁ ପଡି଼ଲେ ଭିସୁଟ୍ ଛାତ୍ରୀ? ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କନକ ବ୍ୟୁରୋ: ଗତକାଲି ପିସି ବ୍ରିଜରୁ ଡେଇଁ ପଡିଥିବା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଝିଅର ମୃତଦେହ ଦେଖିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ପାଠ ପଢୁଆ ଝିଅର ଏଭଳି ଅସ୍ୱଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ।…

ବଦଳିଲା ରାହୁଲ ଗାନ୍ଧୀଙ୍କ ଲୁକ,ଦାଢି କାଟି ସୁଟବୁଟରେ ନଜର ଆସିଲେ କଂଗ୍ରେସ ନେତା

କନକ ବ୍ୟୁରୋ : ବ୍ରିଟେନରେ ନୂଆ ଲୁକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଥିବା ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ଏବେ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀ ଦାଢି କାଟିବା ସହ କୋର୍ଟ-ଟାଇ ପିନ୍ଧିଥିବାର ଦେଖିବାକୁ ମିଳିଛି ।…

ଖବର ପ୍ରସାରଣ ପରେ ୟୁଟ୍ୟୁବରଙ୍କ ଚେତା ପଶିଲା। ସୋସିଆଲ ମିଡିଆରୁ ଡିଲିଟ କଲେ ମିଛ ଭିଡିଓ।

କନକ ବ୍ୟୁରୋ: ମିଛ କଥା କହି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ନିଜର ସବସ୍କ୍ରାଇବର ଓ ଭିୟୁ ବଢାଇବା ପାଇଁ ପ୍ରଶ୍ନପତ୍ର ଦେବାଭଳି ଦାବି କରୁଥିବା ୟୁଟ୍ୟୁବରଙ୍କ ମନରେ ଛନକା ପଶିଛି । ଏନେଇ ମଙ୍ଗଳବାର ଦିନ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଅଭିଷେକ ପଣ୍ଡା ନାମକ ଜଣେ…

ପାକିସ୍ତାନରେ ଖାଦ୍ୟ ପାଇଁ ଆଉଟୁପାଉଟୁ ଜନତାଙ୍କଠୁ ସୈନିକ,ଆର୍ଥିକ ସଙ୍କଟ ଭିତରେ ଖାଦ୍ୟାଭାବ ନେଇ ସେନା ମୁଖ୍ୟଙ୍କୁ…

କନକ ବ୍ୟୁରୋ : ଆର୍ଥିକ ସଙ୍କଟ ଭିତରେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ପାକିସ୍ତାନ । ଦୁଇବେଳା ଖାଦ୍ୟ ପାଇଁ ସେଠାକାର ଜନତା ଆଉଟୁପାଉଟୁ ହେଉଛନ୍ତି । ଏହା ଭିତରେ ଆସିଛି ଆଶ୍ଚଯ୍ୟ କରିବା ଭଳି ଖବର । ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାଁନ୍ତି…

ହିଂସାକାଣ୍ଡକୁ ନେଇ ତେଜିଲା ରାଜନୀତି। ସୋସିଆଲ ମିଡ଼ିଆରେ ନେତାଙ୍କ କଥା କଟାକଟି ।

କନକ ବ୍ୟୁରୋ: ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ରାଜରାସ୍ତାରୁ ଆରମ୍ଭ ହୋଇଥିବା ରାଜନୀତି, ବିଧାନସଭା ଦେଇ ସୋସିଆଲ ମିଡ଼ିଆରେ ପହଞ୍ଚିଛି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହେଉଛନ୍ତି ବିଜେପି ଓ ବିଜେଡି ନେତା । ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ ବେଳେ ଘଟିଥିବା ହିଂସାକାଣ୍ଡ ନେଇ ବିଜେଡି ନେତା,…

କମେଡି କିଙ୍ଗ କପିଲ ଶର୍ମାଙ୍କ ନୂଆ ସିନେମା, ଫ୍ୟାମିଲି ମ୍ୟାନ ଚରିତ୍ରରେ ନଜର ଆସିବେ କପିଲ

କନକ ବ୍ୟୁରୋ : କମେଡ଼ି କିଙ୍ଗ କପିଲ ଶର୍ମା ବହୁ ସୋ’, ଫିଲ୍ମରେ ଦର୍ଶକଙ୍କୁ ହସାଉଥିବା ଦେଖିଥିବେ । ହେଲେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିଛି । ଯେଉଁଥିରେ କପିଲ ଏକ ଫ୍ୟାମିଲ ମ୍ୟାନ ଭାବେ ନଜର ଆସିଛନ୍ତି । ରିଲିଜ ହୋଇଛି ବର୍ତମାନର କପିଲ ଶର୍ମା ଅଭିନୀତ…