Daily Archives

February 16, 2023

ଦକ୍ଷିଣ ଆଫ୍ରିକାରୁ ବାଘଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଲା ବିମାନ ଗ୍ଲୋବମାଷ୍ଟର, ୧୮ ତାରିଖରେ ମଧ୍ୟପ୍ରଦେଶ କୁନୋ…

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଖୁବ ଶୀଘ୍ର ବଢ଼ିବ ଚିତା ସଂଖ୍ୟା । ଆଉ ୧୨ଟି ଚିତାକୁ ସାଉଥ ଆଫ୍ରିକାରୁ ଭାରତକୁ ଅଣାଯାଉଛି । ତେବେ ସାଉଥ ଆଫ୍ରିକାରୁ ଏହି ଚିତାଙ୍କୁ ଅଣାଯିବା ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଉଡାଣ ଭରିଛି । ଆସନ୍ତା ୧୮…

ଗଞ୍ଜାମ ରାଜନୀତିରେ ପୁଣି ସିଦ୍ଧାନ୍ତଙ୍କ ଆବିର୍ଭାବ । ଜିଲ୍ଲା ବିଜେଡି ରାଜନୀତି ପୁଣି ସରଗରମ । ପୁଣି ପ୍ରାର୍ଥୀ ହେବେ…

କନକ ବ୍ୟୁରୋ : ଗଞ୍ଜାମ ରାଜୀନୀତିରେ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ଚର୍ଚ୍ଚାର ବିଷୟ ପାଲଟିଛି । ସିଦ୍ଧାନ୍ତ ଗତକାଲି ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛତ୍ରପୁର ଓ ଗୋପାଳପୁର…

ଭୂମିକମ୍ପ ବଦଳାଇଛି ତୁର୍କୀର ଚିତ୍ର, ୪୨ହଜାର ଟପିଲା ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପକୁ ବିତିଗଲାଣି ୧୧ ଦିନ । ହେଲେ ଏବେ ବି ଅନେକଙ୍କ ଜୀବନ ସେ ଭଗ୍ନାବଶେଷ ତଳେ ଫସିରହିଛି । ଦିନ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୪୨ ହଜାରରୁ ଉଦ୍ଧ୍ୱର୍ ଟପିଲାଣି । ଉଦ୍ଧାରକାରୀଦଳ ପ୍ରତିଦିନ ଅନେକ…

ପାକିସ୍ତାନରେ ବିଗୁଡୁଛି ସ୍ଥିତି । ଦେଶ ଛାଡୁଛନ୍ତି ଧନୀ ବ୍ୟକ୍ତି, ସେହେବାଜ ସରକାରଙ୍କୁ ମିଳୁନି ଋଣ

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ସେତିକି ବିଗୁଡୁଛି ପାକିସ୍ତାନର ସ୍ଥିତି । ଆର୍ଥିକ ସଙ୍କଟ ଯୋଗୁଁ ପାକିସ୍ତାନର ଦୂରାବସ୍ଥା । ସେପଟେ ଆଇଏମଏଫ ଇଙ୍ଗିତରେ ପରିଚାଳିତ ହେଉଥିବ ପାକିସ୍ତାନ ସରକାର ଏବେ ଜନତାଙ୍କଠୁ ଟିକସ ଆଦାୟ କରିବା ନେଇ ବଡ ଘୋଷଣା କରିଛନ୍ତି । ୬ମାସ ମଧ୍ୟ ୩୭୦ଅରବ ଡଲାର…

ଲିଭ ଇନ୍ ରିଲେସନସିପର କରୁଣ କାହାଣୀ, ୫ବର୍ଷର ସମ୍ପର୍କରେ ଧୋକା ଦେଲା ପ୍ରେମିକ

କନକ ବ୍ୟୁରୋ : ନିକି ଓ ସାହିଲଙ୍କ ଫଟୋ ଏବେ ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ନିକି ଓ ସାହିଲଙ୍କର କିଛି ଫଟୋ ଦେଖିବା ପରେ ଅନୁମାନ କରାଯାଉଛି କି ସେମାନେ ବି ନିଜ ସଂପର୍କକୁ ନେଇ ବେଶ୍ ଖୁସିରେ ଥିଲେ । ୫ବର୍ଷର ସମ୍ପର୍କରେ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ । ହୁଏତ ବାହାଘର,…

ଜେଲ୍ ଭିତରେ ସେଲିବ୍ରିଟି ସାଜିଛି ଗୋପାଳ ଦାସ । କଏଦୀଙ୍କୁ ହାତ ହଲାଇ କରୁଛି ଅଭିବାଦନ, ମଗାଉଛି ଦୁଇଟି ଖବର କାଗଜ ।

କନକ ବ୍ୟୁରୋ: ଚୌଦାର ଜେଲରେ ସେଲିବ୍ରିଟି ପାଲଟିଛି ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଜେଲ ଭିତରେ ଗୋପାଳର କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ହୋଇଛି । ତାକୁ ଦେଖିବା ପାଇଁ ଅନ୍ୟ କଏଦୀମାନେ ୱାର୍ଡରଙ୍କୁ ଅନୁରୋଧ କରୁଥିବା ସୂଚନା ମିଳିଛି । ଆଉ ଅନ୍ୟ କଏଦୀଙ୍କୁ ଦେଖିଲେ ଅଭିବାଦନ…