Daily Archives

February 16, 2023

ଜୟନାରାୟଣଙ୍କ ବିରୋଧରେ ବିଜେଡିର ହଲ୍ଲାବୋଲ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ପୁଲିସ ସଂଘ । ଗିରଫ ହେବେ କି ବିରୋଧୀ…

କନକ ବ୍ୟୁରୋ: ବିରୋଧୀ ଦଳର ନେତା ଓ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ଧକ୍କା ମରାମରି ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ୱରରୁ ସମ୍ବଲପୁର ଯାଏଁ ହଲ୍ଲାବୋଲ କରିଛି ଦଳ । ମହିଳା ବିଜୁ ଜନତା ଦଳ ପକ୍ଷରୁ ଶତାଧିକ କର୍ମୀ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ ସଭା କରିବା ସହ…

ରାଜ୍ୟରେ ତେଜୁଛି ପ୍ରତିବାଦ ରାଜନୀତି । ବିଜେଡିର ଚାଉଳ, ବିଜେପିର ଆଇନଶୃଙ୍ଖଳା । 

କନକ ବ୍ୟୁରୋ: ଜୟନାରାୟଣ ମିଶ୍ରଙ୍କୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଆଜି ରାଜ୍ୟରେ ଦେଖିବାକୁ ମିଳିଛି ଦୁଇଟି ଚିତ୍ର । ଗୋଟିଏ ଶାସକ ବିଜେଡିର ପ୍ରତିବାଦ ହୋଇଥିବାବେଳେ, ଅନ୍ୟଟି ବିରୋଧୀ ବିଜେପିର ବିକ୍ଷୋଭ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି ବିକ୍ଷୋଭ…

ବିରୋଧୀ ଦଳ ନେତାଙ୍କୁ ନେଇ ବିଜେଡି-ବିଜେପି ବୟାନବାଜି । ସମର୍ଥନରେ ବିଜେପି, ବହିଷ୍କାର ଦାବିରେ ଶାସକ ଦଳ

କନକ ବ୍ୟୁରୋ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ପୋଲିସ ଧକ୍କା ମରାମରି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଜେପି ନେତାମାନେ ଜୟନାରାୟଣଙ୍କ ସମର୍ଥନରେ ମତ ରଖିଥିବାବେଳେ, ପୋଲିସ ସମର୍ଥନରେ ମତ ରଖିଛନ୍ତି ବିଜେଡି ନେତା । ଯାହାକୁ ନେଇ ଦୁଇ ଦଳର ନେତାଙ୍କ ଭିତରେ…

ଜୀ-ସାର୍ଥକ ର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ, ଭିନ୍ନ କାହାଣୀରେ ନିର୍ମିତ ଏହି ସିନେମା…

କନକ ବ୍ୟୁରୋ : ଭୁବନେଶ୍ବର ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି । ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀ କୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି…

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ସ୍ୱରା ଭାସ୍କର, ଜାଣନ୍ତୁ ଧରିଲେ କାହାର ହାତ ?

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର, ହେଲେ ତାଙ୍କ ବାହାଘର ହଠାତ ହୋଇଥିବାରୁ ଏନେଇ ନା ତାଙ୍କ ପ୍ରଶଂସକଙ୍କ ପାଖରେ କିଛି ଖବର ଥିଲା ନା ସମାଲୋଚକଙ୍କ ପାଖରେ । ହଠାତ ସ୍ୱରା ଭାସ୍କର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବାହାଘରକୁ ନେଇ ଏକ ପେ୍ଧ୍ମୃ…

ଶିବରାତ୍ରି ପୂର୍ବରୁ ଚଳଚଞ୍ଚଳ କପିଳାସ । ଜାଗର ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ।

କନକ ବ୍ୟୁରୋ: ଶିବରାତ୍ରୀ ପାଇଁ ଚଳଚଞ୍ଚଳ କପିଳାସ । ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ୧୦ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା । ଭକ୍ତଙ୍କ ସମାଗମକୁ ଆକଳନ କରି ଜିଲ୍ଲା ପ୍ରଶାସନ ଓ ଏଏସଆଇ ପକ୍ଷରୁ କପିଳାସ ପୀଠର ମରାମତି, ସୌନ୍ଦର୍ଯ୍ୟକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶିବରାତ୍ରିରେ…