Daily Archives

February 21, 2023

ନବରଙ୍ଗପୁରରେ ଆକ୍ଟିଭା ‘ଏଚ୍ ସ୍ମାର୍ଟ’ ସ୍କୁଟିର ବଜାର ପ୍ରବେଶ

କନକ ବ୍ୟୁରୋ: ହୋଣ୍ଡା ମଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପନ୍ନ ଆକ୍ଟିଭା ‘ସ୍ମାର୍ଟ-କି’ ଏବଂ ‘ଏଚ୍ ସ୍ମାର୍ଟ’ ସ୍କୁଟି ବଜାର ପ୍ରବେଶ କରିଛି। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ମୁଖ୍ୟ ଅଧିକୃତ ବିତରକ ଏମଟିପିଏଲ୍ ରୋଡରେ ଥିବା ଭିରାଇଡର ହୋଣ୍ଡା…

ମାଗଣା ମେଡିକାଲ୍ ଚେକଅପ୍ । ଲୋକଙ୍କ ମାଗଣା କ୍ୟାନସର,ମଧୁମେହ ଓ ଥାଇରଏଡ୍ ଚେକଅପ କରିବେ ଡାକ୍ତର ।

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଅଇଁଠାପାଲି ସ୍ଥିତ ବେସରକାରୀ ବସଷ୍ଟାଣ୍ଡଠାରେ ସାଥି ଚେରିଟେବଲ ଟ୍ରଷ୍ଟ ଓ ରାୟପୁର ସ୍ଥିତ ସଂଜୀବନି ମେଡିକାଲର ସହଯୋଗରେ ନିଃଶୁଳ୍କ କ୍ୟାନସର,ମଧୁମେହ ଓ ଥାଇରଏଡ୍ ଚେକଅପ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାୟପୁରରୁ କ୍ୟାନସର୍ ବିଶେଷଜ୍ଞ ଓ…

ସାମ୍ବାଦିକଙ୍କୁ ପ୍ରତିବନ୍ଧକ କାହିଁକି? କିଏ ଉପରୁ ଦେଉଛି ନିର୍ଦ୍ଦେଶ?

କନକ ବ୍ୟୁରୋ: ସାମ୍ବାଦିକଙ୍କ ପାଇଁ ଲକ୍ଷ୍ମଣରେଖା । ବିଭିନ୍ନ କାର୍ଯ୍ୟକ୍ରମରେ ଲଗାଇ ଦିଆଯାଉଛି କଟକଣା । ଆଦିବାସୀ ମେଳାକୁ ସାମ୍ବାଦିକଙ୍କୁ ବାରଣ କରି ଭିଡିଓ ପଠାଇ ଦେବ କହିଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ସେପଟେ ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ବେଳେ ଦଉଡି ବାନ୍ଧି…

ଦେଶର ସବୁଠୁ ବଡ ଚାକିରି ଠକେଇର ଆଉ ଜଣେ ଅଭିଯୁକ୍ତ ଗିରଫ । ୧୭ଟି ରାଜ୍ୟରେ ନାମୀଦାମୀ ଖବର କାଗଜରେ ସରକାରୀ ଚାକିରିର…

କନକ ବ୍ୟୁରୋ: ଦେଶର ସବୁଠୁ ବଡ ଚାକିରି ଠକେଇର ଆଉ ଜଣେ ଅଭିଯୁକ୍ତ ଗିରଫ । ୧୭ଟି ରାଜ୍ୟରେ ନାମୀଦାମୀ ଖବର କାଗଜରେ ସରକାରୀ ଚାକିରିର ବିଜ୍ଞାପନ ଦେଇ କରୁଥିଲେ ଠକେଇ । ଅଭିଯୁକ୍ତକୁ ବିହାରରୁ ବାନ୍ଧିଛି ଇଓଡବ୍ଲ୍ୟୁ । ତେବେ ଏହି ଠକେଇରେ ପୂର୍ବରୁ ଗିରଫ ମାଷ୍ଟରମାଇଣ୍ଡ ଧରମପାଲର ଘନିଷ୍ଠ…

ହତ୍ୟାକାରୀଙ୍କ ହାତ ଖାଲି, ଛାତ୍ରନେତାଙ୍କ ହାତରେ ହ୍ୟାଣ୍ଡକପ୍ । ପୋଲିସର ଆଭିମୁଖ୍ୟ ସୃଷ୍ଟି କଲା ଉପରେ ପ୍ରଶ୍ନ

କନକ ବ୍ୟୁରୋ: ଆପଣ ଚର୍ଚ୍ଚିତ ଅପରାଧର ଅଭିଯୁକ୍ତଙ୍କୁ ଟିଭି ପରଦାରେ ଦେଖିଥିବେ । ଗୋପାଳ ଦାସ, ଗୋବିନ୍ଦ ସାହୁ ଓ ଅର୍ଚ୍ଚନା ନାଗଙ୍କୁ ଜେଲରୁ କୋର୍ଟ କିମ୍ବା କୋର୍ଟରୁ ଜେଲ ନେବା ବେଳେ ପୋଲିସ କେବେ ହାତକଡି ପକାଇଥିବା କେହି ଦେଖି ନାହାନ୍ତି । ହେଲେ ବାଣୀବିହାର ବିଶ୍ୱବିଦ୍ୟାଳୟରେ ହୋଇଥିବା…

କ୍ରିକେଟର ପୃଥୀବୀ ସଙ୍କ ବିରୋଧରେ ଏତଲା ଦେଲେ ଇଂଟରନେଟ୍ ସେନସେସନ ସପନା ଗିଲ । ଗିରଫ ପରେ ସୋମବାର ଜାମିନ ପାଇଥିଲେ…

କନକ ବ୍ୟୁରୋ : କ୍ରିକେଟର ପୃଥ୍ୱୀ ସଙ୍କୁ ମାରପିଟ୍ ମାମଲା । ଗିରଫ ହୋଇଥିବା ଇଂଟରନେଟ୍ ସେନସେସନ୍ ସପନା ଗିଲଙ୍କୁ ଜାମିନ୍ ମିଳିଛି । ଜାମିନ୍ ମିଳିବା ପରେ ସପନା ଏବେ ପୃଥ୍ୱୀ ଓ ତାଙ୍କ ସାଙ୍ଗଙ୍କ ବିରୁଧରେ ପାଲଟା ଆକ୍ରମଣ ଅଭିଯୋଗ ଆଣିଛନ୍ତି । ଏନେଇ ମୁମ୍ବାଇ ପୋଲିସ ନିକଟରେ ସେ ମାମଲା ରୁଜୁ…