Daily Archives

February 26, 2023

ଉତ୍କଳ ହସପିଟାଲରେ ଜିସିପି ଗାଇଡାଲାଇନ ଏବଂ ଏଥିକ୍ସ କମିଟିର ଦାୟିତ୍ୱ ସମ୍ପର୍କରେ କର୍ମଶାଳା।

କନକ ବ୍ୟୁରୋ: ଉତ୍କଳ ହସପିଟାଲ ଏବଂ ଆସିଏମଆର, ଆରଏମଆରସି କର୍ମଶାଳାର ଆୟୋଜନ କରାଯାଇଛି । ଭୁବନେଶ୍ୱର ତରଫରୁ ଜିସିପି ଗାଇଡାଲାଇନ ଏବଂ ଏଥିକ୍ସ କମିଟିର ଦାୟିତ୍ୱ ସମ୍ପର୍କରେ କର୍ମଶାଳାର ଆୟୋଜନ କରାଯାଇଛି । ଉତ୍କଳ ହସପିଟାଲ ପରିସରରେ ଆୟୋଜିତ ଏହି କର୍ମଶାଳାରେ ୫୫ ଜଣ ଡାକ୍ତର ଯୋଗଦେଇଥିଲେ ।…

କେନ୍ଦ୍ରାପଡାର କମଳା ମହାରଣାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ମନ୍ କି ବାତରେ କମଳାଙ୍କ ଉଦ୍ୟମକୁ ଭୂରି ଭୂରି…

କନକ ବ୍ୟୁରୋ: ସଙ୍କଳ୍ପ ପଛରେ ଯଦି ସାଧନା ଥିବ, ସେଇ ଶ୍ରମ ଦିନ ସଫଳତା ଆଣିବ । ପରିଶ୍ରମ ପଲ୍ଲୀରେ ହେଉଥିଲେ ବି ଦିଲ୍ଲୀକୁ ପ୍ରଭାବିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କାହାଣୀ କହୁଥିଲେ, ଠିକ୍ ଏଭଳି କିଛି ଏକ ବାର୍ତା ଆସୁଥିଲା ।…

ଆମେରିକାରୁ ଆସିଛି ଡାକରା,ୱାଶିଂଟନ ଯିବେ ଆଦିବାସୀ ଅଞ୍ଚଳର ବୈଦ୍ୟ।

କନକ ବ୍ୟୁରୋ: ଆଦିବାସୀବହୁଳ କୋରାପୁଟ ଅଞ୍ଚଳର ହରିପାଙ୍ଗି । ଘର ସେମିଳିଗୁଡା ବ୍ଲକର କଙ୍କଡାଆମ୍ବ ଗାଁ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ହରି ଔଷଧୀୟ ଗୁଳ୍ମଲତା ଉପରେ ନିରବଚ୍ଛିନ୍ନ ଗବେଷଣା କରି ଏଭଳି ସଫଳତା ହାସଲ କରିଛନ୍ତି । ଆମେରିକାରେ ବୈଜ୍ଞାନିକଙ୍କ ଆଗରେ ଉଦବୋଧନ ଦେବେ,…

ମନ୍ତ୍ରୀଙ୍କୁ ମାରିବାର ଉଦ୍ଦେଶ୍ୟ କ’ଣ? କାହିଁକି ନବ ଦାସଙ୍କୁ ଗୁଳି କଲା ଗୋପାଳ?

କନକ ବ୍ୟୁରୋ: ଏହି କଥା ଜାଣିବାକୁ ଓଡିଶାବାସୀ ଅପେକ୍ଷା କରିଛନ୍ତି । କିନ୍ତୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ୨୮ ଦିନ ପରେ ବି ଏହି ଉତର କାହା ପାଖରେ ନାହିଁ । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ କୌଣସି ସୂଚନା ଦେଉନଥିବାବେଳେ ତଦନ୍ତ ଠିକ୍ ବାଟରେ ଚାଲିଥିବା କହି ଆସୁଛନ୍ତି ସରକାର…

ହାତକୁ ଦି’ହାତ ହେଲେ ଦିବ୍ୟଶଙ୍କର। ପଡିଲା ହାତଗଣ୍ଠି, ବାଜିଲା ଶାହାନାଇ।

କନକ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଜୁନାଗଡର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ସଫ୍ଟୱାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ଥିଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର । ପ୍ରିୟଙ୍କାଙ୍କ ନିଜ ଘର ହେଉଛି…