Daily Archives

February 6, 2023

ପ୍ରଫେସର ରଞ୍ଜନ କୁମାର ବଳ ହେଲେ ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତି

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ଓ ବ୍ୟବସାୟ ପରିଚାଳନା ଫ୍ୟାକଲଟିର ପୂର୍ବତନ ଡିନ୍ ତଥା ଇଣ୍ଡିଆନ୍ ଆକାଉଣ୍ଟିଂ ଆସୋସିଏସନର ପୂର୍ବତନ ଜାତୀୟ ସଭାପତି ପ୍ରଫେସର ରଞ୍ଜନ କୁମାର ବଳ ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ବଳ ଦୀର୍ଘ…

ଘରେ ଘରେ ଥଣ୍ଡା ଜ୍ୱର । ବଢୁଛି ସଂକ୍ରମିତ ଶିଶୁଙ୍କ ସଂଖ୍ୟା । ସାରା ରାଜ୍ୟରେ ଥଣ୍ଡା ଜ୍ୱରର ପ୍ରକୋପ ।

କନକ ବ୍ୟୁରୋ: କିଛି ଦିନ ହେଲା ସାରା ରାଜ୍ୟରେ ଥଣ୍ଡା ଜ୍ୱରର ପ୍ରକୋପ ଦେଖିବାକୁ ମିଳୁଛି । ଏହାସହ ଜ୍ୱରରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଥଣ୍ଡା ଜ୍ୱରରେ ପୀଡିତ ଶିଶୁଙ୍କ ସଂଖ୍ୟା ବଢିଥିବା କହିଛନ୍ତି ଡାକ୍ତର । ବିଶେଷ କରି…

କବାଡ଼ି ଖାନାକୁ ଯିବ ସରକାରୀ ସଂସ୍ଥାରେ ଥିବା ୧୫ ବର୍ଷର ପୁରୁଣା ଗାଡ଼ି । ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଗାଡ଼ିକୁ…

କନକ ବ୍ୟୁରୋ: କବାଡ଼ି ଖାନାକୁ ଯିବ ସରକାରୀ ସଂସ୍ଥାରେ ଥିବା ୧୫ ବର୍ଷର ପୁରୁଣା ଗାଡ଼ି । ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସବୁ ବିଭାଗର ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, କମିସନରଙ୍କୁ ଚିଠି ଲେଖିଛନ୍ତି ପରିବହନ…

ଭୟଙ୍କର ହେବ ଜଙ୍ଗଲ ନିଆଁ । ମୁକାବିଲା ପାଇଁ ବନବିଭାଗ କରୁଛି ବ୍ଲୁପ୍ରିଂଟ

କନକ ବ୍ୟୁରୋ: ଫେବ୍ରୁଆରୀ ମାସରେ ଶୀତ ସମ୍ପୂର୍ଣ୍ଣ ଭାବେ ଯାଇନଥିଲେ ବି ରାଜ୍ୟର ବହୁ ଜଙ୍ଗଲ ଜଳୁଛି । ଜଙ୍ଗଲ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟର ୯୫ଟି ସ୍ଥାନରେ ଜଙ୍ଗଲ ଜଳୁଛି । ଜାନୁଆରୀ ପହିଲାରୁ ଫେବ୍ରୁଆରୀ ୪ତାରିଖ ଭିତରେ ରାଜ୍ୟର ୧୨ଶହରୁ ଅଧିକ ସ୍ଥାନରେ ନିଆଁ ଲାଗିଛି । ଖରା ଆସିବା…

ସରିନି ଦଶାହ କର୍ମ, ବିଜେଡି ନେତାଙ୍କୁ ଘାରିଛି ଉପନିର୍ବାଚନ ଚିନ୍ତା । ସୌଜନ୍ୟତା ଭୁଲିଗଲେ କି ସାରଦା?

କନକ ବ୍ୟୁରୋ: ସରିନି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦଶାହ କର୍ମ । କିନ୍ତୁ ବିଜେଡି ବିଧାୟକଙ୍କୁ ଘାରିଛି ଉପ ନିର୍ବାଚନ ଚିନ୍ତା । ଶୋକସଭାରେ ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ ଉପ ନିର୍ବାଚନରେ ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି…