Daily Archives

February 17, 2023

ସୁନ୍ଦର ତ୍ୱଚା ପାଇଁ ଉଜ୍ଜଳକାରୀ ସାମଗ୍ରୀ କରୁଛନ୍ତି କି ବ୍ୟବହାର? ସାବଧାନ ! ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା…

କନକ ବ୍ୟୁରୋ: ସୁନ୍ଦର ଦେଖାଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ୍ ଲାଇଟନିଂ ପ୍ରଡକ୍ଟ ବା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀର ଚାହିଦା ବଢ଼ୁଛି । ବିଶେଷ କରି ଆଫ୍ରିକା, ଏସିଆ ଏବଂ କାରବିଆନ୍ ଦେଶଗୁଡ଼ିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାଗମ୍ରୀ ଉପରେ ନିର୍ଭର କରନ୍ତି…

କେମିତି ଜେଲ ଭିତରେ ରହୁଛନ୍ତିି କଏଦୀ? ସାମ୍ନାକୁ ସତ ଆଣିଲା କନକ ନ୍ୟୁଜ୍ । ବଡ ଅଭିଯୋଗ ଆଣିଲେ ନିତ୍ୟ କିଶୋର ଦାସ

କନକ ବ୍ୟୁରୋ: ଜେଲ ଭିତରେ କଣ ଚାଲିଛି? ଏହି କଥା ଜାଣିବାକୁ ଲୋକଙ୍କ ଭିତରେ ସ୍ୱତନ୍ତ୍ର ଆଗ୍ରହ ଥାଏ । କିନ୍ତୁ ଜେଲ ଭିତରର ଭିତିରି କଥା ସହଜରେ ପଦାକୁ ଆସେନି । କିନ୍ତୁ କନକ ନ୍ୟୁଜକୁ ସ୍ୱତନ୍ତ୍ର ସୂଚନା ଦେଇ ଜେଲ ଫୁଡ ସପ୍ଲାୟର ଏକ ବଡ ଖୁଲାସା କରିଛନ୍ତି । କହିଛନ୍ତି, ଜେଲରେ କଏଦୀଙ୍କ ପାଇଁ…

କଟକ ବଡ ମେଡିକାଲର ବିଚିତ୍ର ସ୍ଥିତି । ଅଲଟ୍ରାସାଉଣ୍ଡ ପାଇଁ ମିଳୁଛି ମାସେ ସମୟ । ଆଠ ଦିନ ହେଲା ସିଟିସ୍କାନ ମେସିନ ଅଚଳ

କନକ ବ୍ୟୁରୋ: କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି । ହେଲେ ବଡ଼ ମେଡିକାଲରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଆଠ ଦିନ ହେଲା ସିଟି ସ୍କାନ୍ ମେସିନ ଅଚଳ ପଡ଼ିଛି, ଫଳରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ରୋଗୀ । ଅଲଟ୍ରାସାଉଣ୍ଡ ପାଇଁ ମାସେ ଅପେକ୍ଷା…

ଛାତ୍ରଙ୍କ ପାଇଁ ବିପଦ ଆଣିଦେଲା ରିଲ୍ସ ନିଶା । ନବରଙ୍ଗପୁର ରାଇଘରରେ ବିପଦଜ୍ଜନକ ଭିଡିଓ ରେକଡିଂ ବେଳେ ଜଣେ ଗୁରୁତର । ୭…

କନକ ବ୍ୟୁରୋ: କ୍ୟାମେରା ପ୍ରସ୍ତୁତ, ଦୁଃସାହାସିକ ରିଲ୍ସ ତିଆରି ପାଇଁ ପିଲା ବି ପ୍ରସ୍ତୁତ । ସ୍କୁଲରେ ଫଙ୍କସନ୍ ଚାଲିଥିବା ବେଳେ ଏପଟେ ଲୁଚି ଲୁଚି ଚାଲିଥିଲା ପିଲାଙ୍କ ଦୁଃସାହାସିକ ରିଲ୍ସ ପାଇଁ ଭିଡିଓ ସୁଟ୍ । ଫେବୃୟାରୀ ୧୪ ତାରିଖରେ ରାଇଘର ଉଚ୍ଚପ୍ରାଥମିକ ବିଦ୍ୟାଳୟର ସ୍କୁଲ କୋଠାରୁ ୧୦…

ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନରେ ୨୬୩ ରନ କରି ଭ୍ରମଣକାରୀ ଦଳ ଅଲଆଉଟ୍, ପିଟର ହାଣ୍ଡସକମ୍ବ ଓ ପାଟ…

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୬୩ ରନ କରି ଅଲଆଉଟ ହୋଇଛି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଛି ଏହି ମ୍ୟାଚ । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି । ଦଳର ଦୁଇ ଓପନର ଡେଭିଡ୍ ୱାର୍ନର ଓ ଉସମାନ ଖ୍ୱାଜାଙ୍କୁ ମଧ୍ୟରୁ…

ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ଘୋଷଣା କଲେ ନିର୍ବାଚନ ଆୟୋଗ ।

କନକ ବ୍ୟୁରୋ: ଶିବସେନାର ଦଳୀୟ ଚିହ୍ନ ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ନିର୍ବାଚନ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି । ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ…