Daily Archives

February 24, 2023

ନବୀନ ନିବାସରେ ବଜେଟ୍ ପରବର୍ତ୍ତୀ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବିଜେଡି ବିଧାୟକ ।

କନକ ବ୍ୟୁରୋ: ନବୀନ ନିବାସରେ ବଜେଟ୍ ପରବର୍ତ୍ତୀ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବଜେଟ୍ ଉପସ୍ଥାପନ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ବିଧାୟକ । ବଜେଟକୁ କିପରି ପ୍ରତିଟି ବ୍ଲକର ଲୋକଙ୍କ ପାଖରେ ପହଞ୍ଚାଯିବ, ସେନେଇ ନବୀନ ନିବାସରେ ଆଲୋଚନା ହୋଇଥିବା କହିଛନ୍ତି ବିଜେଡି…

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । ହକିଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ।

କନକ ବ୍ୟୁରୋ: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ । କମିସନରେଟ ପୁଲିସ ପକ୍ଷରୁ ଆଜି କୋର୍ଟରେ ଦାଖଲ କରାଯାଇଥିବା ଫାଇନାଲ ରିପୋର୍ଟରେ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦିଆଯାଇଛି । ଏଥିସହ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଜନିତ ବୋଲି…

ପୁଣି ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ ଏମସିଡି। ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ହଙ୍ଗାମା।

କନକ ବ୍ୟୁରୋ: ପୁଣି ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ ଏମସିଡି । ଷ୍ଟାଣ୍ଡିଂ କମିଟି ନିର୍ବାଚନର ଗଣତି ହୋଇଥିଲା, ଯାହାକୁ ନେଇ ଆମ୍ ଆଦମୀ ପାର୍ଟି ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ପରିସ୍ଥିତି ଏପରି ହେଲା ଯେ, କାଉନସିଲରମାନେ ପରସ୍ପରକୁ ଚାପୁଡା, ବିଧା,…

ମନ୍ଦିର ହୁଣ୍ଡିରୁ ବାହାରୁଛି ପୁଳା ପୁଳା ଟଙ୍କା। ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ବ୍ରହ୍ମଅମ୍ବିକା ମଲ୍ଲିକାର୍ଜୁନ ମନ୍ଦିରରୁ…

କନକ ବ୍ୟୁରୋ: ମନ୍ଦିର ହୁଣ୍ଡିରୁ ମିଳିଲା କୋଟି କୋଟି ଟଙ୍କା । ଦାନ ଅର୍ଥକୁ ଗଣି ଗଣି ଥକିଯାଇଛନ୍ତି ମନ୍ଦିର କର୍ମଚାରୀ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ବ୍ରହ୍ମଅମ୍ବିକା ମଲ୍ଲିକାର୍ଜୁନ ମନ୍ଦିରର ଏହା ହେଉଛି ଦୃଶ୍ୟ । ଆପଣ ଦେଖିପାରୁଥିବେ କିଭଳି ଲମ୍ବାଧାଡି କରି ମନ୍ଦିରର କର୍ମଚାରୀ ବସିଛନ୍ତି…

ଟ୍ରାଫିକ୍ ପୋଲିସଙ୍କ ମାନବିକତା। ରାସ୍ତା ମଝିରେ ସିପିଆର ଦେଇ ଯୁବକଙ୍କୁ ବଞ୍ଚାଇଲେ ଟ୍ରାଫିକ୍ କନଷ୍ଟେବଳ ରାଜଶେଖର।

କନକ ବ୍ୟୁରୋ: ରାସ୍ତାରେ ଯାଉଥିବା ବେଳେ ଯୁବକଙ୍କୁ ହଠାତ୍ ଆସିଲା ହୃଦଘାତ । ରାସ୍ତା ଉପରେ ହିଁ ମୁର୍ଚ୍ଛା ହୋଇଗଲେ । ହେଲେ ଟ୍ରାଫିକ୍ ପୋଲିସଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚି ଯାଇଛି ଯୁବକଙ୍କ ଜୀବନ । ତେଲେଙ୍ଗାନାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସମୟର ଭିଡିଓଟି ମଧ୍ୟ…