ପ୍ରଧାନମନ୍ତ୍ରୀଙ୍କୁ ବାହାଘର ନିମନ୍ତ୍ରଣ କଲେ ଓୟୋ ପ୍ରତିଷ୍ଠାତା। ମାଆ ଓ ଭାବିପତ୍ନୀଙ୍କ ସହ ଯାଇ ବିବାହ କାର୍ଡ ଦେଲେ…
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ବାହାଘର ନିମନ୍ତ୍ରଣ । ନିଜ ମା’ଙ୍କ ସହ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାହାଘର କାର୍ଡ ଦେଇଛନ୍ତି ଓୟୋ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ଆସନ୍ତାମାସରେ ରିତେଶ ଅଗ୍ରୱାଲ ବାହା ହେଉଥିବା ବେଳେ ତାଙ୍କ ଭାବିପତ୍ନୀ ଓ ମା’ଙ୍କୁ ସାଥୀରେ…