Daily Archives

February 12, 2023

ମହିଳା ଟି-୨୦ ବିଶ୍ୱକପ: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

କନକ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କଲା ଦଳ । ଜେମିମା ଏବଂ ରିଚା ଘୋଷଙ୍କ ଦମଦାର ବ୍ୟାଟିଂ ବଳରେ ଭାରତୀୟ ଦଳ ବିଶ୍ୱକପର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି । ଦଳ ୭ ୱିକେଟରେ ବିଜୟୀ ହୋଇଛି । ୧୫୦ ରନର ବିଜୟ ଲକ୍ଷ୍ୟକୁ…

ବିରୋଧୀଙ୍କ ପ୍ରେସମିଟରେ ଅଚାନକ ପହଞ୍ଚିଗଲେ ପ୍ରଭାତ ବିଶ୍ୱାଳ: ବିଭିନ୍ନ ପ୍ରସଙ୍ଗର କଥା କଟାକଟି ଓ ଆରୋପ-ପ୍ରତ୍ୟାରୋପ…

କନକ ବ୍ୟୁରୋ: ବିରୋଧୀଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହଠାତ୍ ପଂହଚିଗଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଏଭଳି ଘଟଣା ଘଟିଛି କଟକରେ । କିଛି ଦିନ ତଳେ ପ୍ରଭାତ ବିଶ୍ୱାଳଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ପୋଷ୍ଟର ମରାଯାଇଥିଲା । ଏଥିରେ ପ୍ରଭାତଙ୍କ ବିଷୟରେ ଆପତିଜନକ ମନ୍ତବ୍ୟ…

ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଦୁଇବର୍ଷ ଛୁଆ ଓ ଯୁବକଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: କୋରାପୁଟ ଲକ୍ଷ୍ମୀପୁର ଅଂଚଳରେ ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତ ଅବସ୍ଥାରେ ସ୍ତ୍ରୀ, ଦୁଇବର୍ଷର ଛୁଆ ଓ ଜଣେ ଯୁବକର ମୃତଦେହ ମିଳିଛି । ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିବା ପରେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।…

ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ତ୍ରୀ: ଅନ୍ତିମ ଇଚ୍ଛା ପୂରଣ ପାଇଁ ସବୁ ଜମିବାଡ଼ି ବିକିଦେଲେ ମୟୁରଭଂଜ ଶ୍ୟାମଖୁଂଟାର…

କନକ ବ୍ୟୁରୋ: ସ୍ୱାମୀ ଚାଲିଯିବା ପରେ, କୌଣସି ପତ୍ନୀ ତାଙ୍କ ଅନ୍ତିମ ଇଛା ପୂରଣ କରିବା ଆପଣ କୋଚିତ୍ ଦେଖିଥିବେ । କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଂଟା ବ୍ଲକରେ ଦେଖିବାକୁ ମିଳିଛି ସେମିତି ଏକ ଦୃଶ୍ୟ । ମନ୍ଦିରର କାରୁକାର୍ଯ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁ ଅଧିକ ଚର୍ଚ୍ଚା…

ମରଣ ମୁହଁରେ ମୋ ସାଇକେଲ୍: ଖତ ଖାଉଛି କ୍ରୁଟ କିଣିଥିବା ଶହ ଶହ ସାଇକେଲ

କନକ ବ୍ୟୁରୋ: ରାଜଧାନୀରେ ୨୦୧୮ରେ ଆରମ୍ଭ ହୋଇଥିବା ମୋ ସାଇଲେଲ ବ୍ୟବସ୍ଥା ଏବେ ଫେଲ ମାରିଛି । ରାସ୍ତାର କଡରେ ପଡି ପଡି ଖତ ଖାଇବା ପରେ ଏହି ମୋ ସାଇକେଲକୁ ବସ୍ତିବାସନ୍ଦା କିମ୍ବା ଛାତ୍ରଛାତ୍ରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି, ଯାହାକୁ ଅନେକ ଗ୍ରହଣ କରିପାରିନାହାନ୍ତି । ଭୁବନେଶ୍ୱର…

୨୪ ପୂର୍ବରୁ ଆନ୍ଦୋଳନ ମୁଡରେ ବିଜେଡି, ବିଜେପି: ବିଜେଡିର ପ୍ରସଙ୍ଗ ଚାଉଳ, ବିଜେପିର ଆଇନଶୃଙ୍ଖଳା

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ କିଏ ଜିତିବ ଭୋଟରଙ୍କ ମନ, ସେ ନେଇ କଶରତ ଆରମ୍ଭ କରିଛନ୍ତି ଶାସକ ବିଜେଡି ଓ ମୁଖ୍ୟବିରୋଧୀ ଦଳ ବିଜେପି । ବିଶେଷକରି ଗାଁ ଭୋଟରଙ୍କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରୁଛନ୍ତି ଦୁଇଦଳ । ଚଳିତ ସପ୍ତାହରେ ରାଜରାସ୍ତାରେ ମୁହାଁମୁହିଁ ହେବେ ବିଜେଡି…