Daily Archives

February 22, 2023

ଦୁର୍ଘଟଣା ନେଇଗଲା ୯ ଜୀବନ। ରାୟଗଡାରେ ଟ୍ରକ-ଅଟୋ ଧକ୍କା। ଯୋଡାରେ ଟ୍ରକ-ସ୍କୋର୍ପିଓ ଧକ୍କାରେ ୩ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ: ଦୁର୍ଘଟଣାର ସନ୍ଧ୍ୟା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି । ରାୟଗଡା ଆନ୍ଧ୍ର-ଓଡିଶା ସୀମାନ୍ତ କେରେଡାରେ ଏକ ଟ୍ରକ ଓ ଅଟୋ ମଧ୍ୟରେ ଦୁର୍ଘଟଣା ହୋଇଛି । ଏଥିରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଅଟୋରେ ମୋଟ୍ ୮ ଜଣଥିଲେ । ଏବେ ୨…

ଛୋଟ ପିଲାଙ୍କ ନାମଲେଖା ନେଇ ବୟସ ସୀମା ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଅନ୍ୟୁନ ୬ ବର୍ଷ କିମ୍ବା ତା’ଠାରୁ ଅଧିକ…

କନକ ବ୍ୟୁରୋ: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କ ବୟସ ଅତିକମରେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ । ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି…

ଓଡ଼ିଶାରୁ ବାହାରିଲା ବ୍ରେନ୍ ମ୍ୟାଲେରିଆ ଔଷଧ। ଆଇଏଲ୍ଏସ୍ ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମଙ୍କ ଉଦ୍ଭାବନ…

କନକ ବ୍ୟୁରୋ: ମଶା, ମଣିଷର କିଭଳି ଅବସ୍ଥା କରିପାରେ, ଆପଣ ଚର୍ଚ୍ଚିତ ଫିଲ୍ମ ଦମନରେ ଦେଖିଥିବେ । ଲୋକଙ୍କୁ ରୋଗ ମୁକ୍ତ ରଖିବା ପାଇଁ ଜଣେ ଡାକ୍ତର କରିଥିବା ସଂଘର୍ଷକୁ ବି ବୁଝିଥିବେ । ଫିଲ୍ମର କାହାଣୀ ଭଳି ବାସ୍ତବ ଦୁନିଆରେ ବି ରୋଗର ମୁକାବିଲା ପାଇଁ ଏକ ଚମକ୍ରାର କରି ଦେଖାଇଛନ୍ତି…

ରାଜନୀତିରେ ରୋଚକ ଓ ଭାବପୂର୍ଣ୍ଣ ଦୃଶ୍ୟ। ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିଦାୟୀ କାର୍ଯ୍ୟକ୍ରମରେ ପାଦ ଛୁଇଁ ପ୍ରଣାମ କଲେ…

କନକ ବ୍ୟୁରୋ: ରାଜନୀତିର ପଶାପାଲିରେ ଏମିତି ଫଟୋ ଖୁବ୍ କମ୍ ଦେଖିବାକୁ ମିଳେ । କାରଣ ଆରୋପ ଓ ପ୍ରତ୍ୟାରୋପର ପର୍ବ ଭିତରେ କେଉଁଠି ସମ୍ପର୍କର ମଧୁରତା ଯେମିତି ଲୁଚି ହଜିଯାଇଛି । ହେଲେ ଏହି ଫଟୋଟି ପୁଣି ଥରେ ପ୍ରମାଣ କରୁଛି, ରାଜନୀତିରେ ଏବେବି ସୌଜନ୍ୟ ଅଛି, ସମ୍ମାନ ଅଛି, ସୌହାର୍ଦ୍ଦ୍ୟ ବି…