ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ପୋଲିସ ସହ ଖଣ୍ଡଯୁଦ୍ଧ ଘଟଣାରେ ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ ଗିରଫ,…
କନକ ବ୍ୟୁରୋ : ରାଜରାସ୍ତାରେ ଖଣ୍ଡଯୁଦ୍ଧ । ଲୋୟର ପିଏମଜିରେ ପୋଲିସ ସହ ଖଣ୍ଡଯୁଦ୍ଧ ଘଟଣାରେ ୨୨ ଜଣଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ । ସେହିଭଳି ପୋଲିସକୁ ଲହୁଲୁହାରଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ…