Daily Archives

February 11, 2023

ପୁଣି ନେତା ବନାମ ବାବୁ, ଏସପିଙ୍କୁ କେଭି ପଢାଇଲେ ଆଇନର ପାଠ।

କନକ ବ୍ୟୁରୋ: ପୁୁଣି ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ବାବୁ ଓ ନେତା । ବଲାଙ୍ଗୀର ଏସପିଙ୍କୁ ପାଖରେ ବସାଇ ଆଇନଶୃଙ୍ଖଳାର ପାଠ ପଢାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ । ପାଟଣାଗଡରେ କେଭି ସିଂହଦେଓ ଓ ଏସପି ନୀତିନ କୁଶଲକରଙ୍କ ବାର୍ତ୍ତାଳାପର…

ଶ୍ରୀମନ୍ଦିର ଗୁମୁଟରେ ବଡ ବଡ ଫାଟ। ରକ୍ଷଣାବେକ୍ଷଣ ହେଉନି, ଭାଙ୍ଗି ଯାଉଛି ପ୍ରାଚୀନ ମୂର୍ତ୍ତି।

କନକ ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ବଡ ଫାଟ ଚିନ୍ତାର କାରଣ ପାଲଟିଛି । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତି ଲାଗିଛି, ତାହା ବି ଭାଙ୍ଗି ଝଡିପଡିଲାଣି । ହେଲେ…

ଖଣ୍ଡଗିରି ଯାତ୍ରାରେ ନିଖୁଣ ଅଭିନୟ। ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ।

କନକ ବ୍ୟୁରୋ: କାହାଣୀର ହିରୋକୁ ତାଳି ମିଳେ ଆଉ ଭିଲେନକୁ ଗାଳି । ଭଲ ଚରିତ୍ରରେ ଅଭିନୟ କଲାବେଳେ ଦର୍ଶକଙ୍କ ତାଳି ଯେମିତି ଉତ୍ସାହିତ କରେ, ଠିକ ସେମିତି ଖଳନାୟକ ଭୂମିକାରେ ଅଭିନୟ କରୁଥିବା କଳାକାର ପାଇଁ ହୁଏତ ଦର୍ଶକଙ୍କ ଘୃଣା ହିଁ ପୁରସ୍କାର ସଦୃଶ । ଗତ ୯ ତାରିଖରେ ଖଣ୍ଡଗିରି ଯାତ୍ରା…

ଯୋଗୀ ସରକାରଙ୍କ ବଡ ନିର୍ଦ୍ଦେଶ, ଡ୍ୟୁଟି ସମୟରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ପୋଲିସ କର୍ମଚାରୀ

କନକ ବ୍ୟୁରୋ : ଡ୍ୟୁଟି ସମୟରେ ପୋଲିସକୁ ସୋସିଆଲ ମିଡିଆ ମନା । ଉତରପ୍ରଦେଶ ପୋଲିସ ବିଭାଗ ପାଇଁ ଏଭଳି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯୋଗୀ ସରକାର । ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବିକ ଡ୍ୟୁଟିରେ ଥିବା ସମୟରେ କିମ୍ବା ବର୍ଦ୍ଦିରେ ଥିବା ବେଳେ ପୋଲିସ ବିଭାଗରେ କାର୍ଯ୍ୟରତ କୌଣସି…