Daily Archives

February 4, 2023

ମହାଶିବରାତ୍ରୀରେ ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ । ଉଚ୍ଚସ୍ତରୀୟ ବୈଠକରେ ନିଆଗଲା ନିଷ୍ପତି

କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ଆଠଗଡ ସିଂହନାଥ ପୀଠର ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ ରହିବ । ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ଯାଏଁ ଟି-ସେତୁ ଦେଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ । ଏହି ସେତୁ ଦେଇ ପ୍ରଶାସନ ପକ୍ଷରୁ ବାଉଁଶ ବାରିକେଡ କରାଯିବା ସହ ଉଭୟ ପଟର ୧୦…

ନବ ଦାସଙ୍କ ମୃତ୍ୟୁକୁ ନେଇ ଛିଡୁନି ବିବାଦ । ଉଦଘାଟନୀ ସ୍ଥଳକୁ ଯିବା ପୂର୍ବରୁ କାହିଁକି, ୫୦ ମିଟର ଆଗରୁ ଅଟକିଥିଲା…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବି ଅନେକ ଅସମାହିତ ପ୍ରଶ୍ନ । ସେଦିନ ମନ୍ତ୍ରୀ ଉଦଘାଟନୀ ସ୍ଥଳକୁ ଯିବା ପୂର୍ବରୁ କାହିଁକି, ୫୦ ମିଟର ଆଗକୁ ଅଟକିଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସିଧାସଳଖ ସଭାସ୍ଥଳକୁ ମନ୍ତ୍ରୀଙ୍କ ଗାଡ଼ି ଯିବା ପୂର୍ବରୁ ଗାଡ଼ି ଅଟକଥିଲା ।…

ଗୋପାଳ ଦାସର ହେଲା ମାନସିକ ସ୍ଥିତି ଯାଞ୍ଚ । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଗଲା ପାଇଖାନାରୁ ମିଳିଥିବା କାଗଜ ।

କନକ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁନଥିବାବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କ ଆଜି ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏହାଛଡା ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ମେଡିକାଲ ଟିମ ବି ଗଠନ ହୋଇଛି । ଆଉ ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଖଣ୍ଡକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ…

କେରଳରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ପୁରୁଷ ବି କରିପାରେ ଗର୍ଭଧାରଣ।

କନକ ବ୍ୟୁରୋ: ଝିଅରୁ ପୁରୁଷ ହୋଇଥିବା କେରଳର କିନ୍ନର ହେଲେ ଗର୍ଭବତୀ । କିନ୍ନର ଯୋଡି ଜହାଦ ଓ ଜିୟାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଦୁହେଁ ନିଜର ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି । ଜହାଦ ୮ମାସର ଗର୍ଭଧାରଣ କରିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଆମେରିକା ଆକାଶରେ ଚୀନ ଗୁଇନ୍ଦା ବେଲୁନ୍। ଦୁଇ ଦେଶ ମଧ୍ୟରେ ବଢିଲା ଉତ୍ତେଜନା।

କନକ ବ୍ୟୁରୋ: ଆମେରିକା ଆକାଶ ସୀମାରେ ଆସିଥିବା ଚୀନର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ଭିତରେ ଉତ୍ତେଜନା ଆହୁରି ବଢିଯାଇଛି । ଆମେରିକାର ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି, ଏହି ଗୁଇନ୍ଦା ବେଲୁନ୍କୁ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ବିଷୟରେ ତଥ୍ୟ ସଂଗ୍ରହ ପାଇଁ ପଠାଇଛି ଚୀନ । ହେଲେ ଏହି…