Daily Archives

February 13, 2023

ସଂସଦରେ ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ସେପଟେ ଅସାମ୍ବିଧାନିକ ବୟାନ ଦେଇଥିବା ନେଇ ରାହୁଲଙ୍କ ବିରୋଧରେ…

କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୋଟିସ । ସଂସଦରେ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ନୋଟିସ କରିଛନ୍ତି ଲୋକସଭା ସଚିବାଳୟ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଭିଯୋଗକ୍ରମେ ଫେବୃଆରୀ ୧୦ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଇ-ମେଲ ଜରିଆରେ…

ପ୍ରଥମ ଥର ପାଇଁ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍: ୩ କୋଟି ୮୦ ଲକ୍ଷ ଦର ସହ ସବୁଠୁ ଦାମୀ ଖେଳାଳି ହେଲେ ସ୍ମୃତି…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ୫ ଟଶ ଟିମ୍ ପାଇଁ ନିଲାମ ଡକାଯାଇଛି । ଗୌତମ ଆଦାନୀଙ୍କ ଅହମଦାବାଦ, ମୁକେଶ ଆମ୍ବାନୀଙ୍କ ମୁମ୍ବାଇ ଟିମ୍ ସହ ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ ରହିଛି ।…

ବିଶ୍ୱ ଦେଖିଲା ଭାରତର ଶକ୍ତି: ଏୟାର ସୋ’ରେ ସ୍ୱଦେଶୀ ବିମାନର କମାଲ, ସାମିଲ ହେଲେ ୮୦୦ ବିମାନ କମ୍ପାନୀ

କନକ ବ୍ୟୁରୋ: ବେଙ୍ଗାଲୁରୁ ଆକାଶରେ ପ୍ରରାକ୍ରମ ଦେଖାଇଲା ଭାରତ । ସାମିଲା ହେଲା ବାୟୁସେନାର ଶହ ଶହ ବିମାନ । ଏସିଆର ସବୁଠୁ ବଡ ଏହି ଏରୋ ଇଣ୍ଡିଆ ଏୟାର ସୋର ୧୪ ତମ ପ୍ରଦର୍ଶନୀକୁ ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ଦ ରନୱେ ଟୁ ଏ ବିଲିୟନ ଅପରଚ୍ୟୁନିଟି’ ଥିମକୁ…

ଜୟପୁର ବେଦିକା ଲନ୍ସରେ ନୂଆ ହୋଣ୍ଡା ଆକ୍ଟିଭା ଲଞ୍ଚ । ଗ୍ରାହକଙ୍କ ପାଇଁ ଅନେକ ସେବାର ଶୁଭାରମ୍ଭ ।

କନକ ବ୍ୟୁରୋ: ଜୟପୁର ବେଦିକା ଲନ୍ସ ଠାରେ ଆଜି ନୂଆ ହୋଣ୍ଡା ଆକ୍ଟିଭା ଲଞ୍ଚ । ଏହି କାର୍ୟ୍ୟକ୍ରମରେ ଶ୍ରୀ ଏଲ.ଏନ୍ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଠାରେ ଦାୟିତ୍ୱରେ ଥିବା ଏରିଆ ମ୍ୟାନେଜର ସତ୍ୟଜିତ୍ ଦାଶ କହିଛନ୍ତି,ହୋଣ୍ଡା ବୈପ୍ଲବିକ ପରିବର୍ତ୍ତନ କରି ସର୍ବଦା ସମୟ ସହିତ ନିଜ…

ଖସି ଚାଲିଛି ଆଦାନୀ ଗ୍ରୁପର ସେୟାର ମୂଲ୍ୟ: ସଙ୍କଟରୁ ବର୍ତ୍ତିବାକୁ ଆଦାନୀଙ୍କ ମାଷ୍ଟର ପ୍ଲାନ୍

କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟ ପରେ ବଜାରରେ ଦେଖାଦେଇଥିବା ସଙ୍କଟକୁ ଟାଳିବା ପାଇଁ ଫୁଲ ଦମରେ ଆଦାନି ଗ୍ରୁପ । ଗତ ସପ୍ତାହରେ ଆଦାନି ଗ୍ରୁପର ସେୟାର ଘାଟାରେ ପଡିଥିବା ବେଳେ ଚଳିତ ସପ୍ତାହର ପ୍ରଥମ ଦିନରେ ମଧ୍ୟ ଆଦାନି ଗ୍ରୁପକୁ ନିରୁତ୍ସାହିତ ହେବାକୁ ପଡିଛି । ଆଦାନି ଏଟଂରପ୍ରାଇଜେସ…