Daily Archives

February 3, 2023

ଅଦାନୀ ଗ୍ରୁପକୁ ବ୍ୟାଙ୍କ ଋଣ ପ୍ରସଙ୍ଗରେ ଆଶ୍ୱସ୍ତ କଲା ରିଜର୍ଭ ବ୍ୟାଙ୍କ୍: କହିଲା, ଦେଶରେ ସ୍ଥିର ଓ ସଚଳ ଅଛି ବ୍ୟାଙ୍କ…

କନକ ବ୍ୟୁରୋ: ଭାରତୀୟ ବ୍ୟାଙ୍କଗୁଡିକର ସ୍ଥିତି ଭଲ ଅଛି । ଅଦାନୀ ଝଡ଼ ଯୋଗୁଁ ସେୟାର ବଜାରରେ ଅସ୍ଥିରତା ଦେଖା ଦେଇଥିବା ବେଳେ ବ୍ୟାଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଦାନୀ ଗ୍ରୁପକୁ ଏସବିଆଇ, ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ସମେତ କିଛି ରାଷ୍ଟ୍ରାୟତ…

ଚିରା କାଗଜକୁ ଚିହ୍ନିଲା ଗୋପାଳ: ଛାନଭିନ୍ ବେଳେ ସରକାରୀ କ୍ୱାର୍ଟରୁ ମିଳିଲା ଡାଏରୀ

କନକ ବ୍ୟୁରୋ: ଚିରା କାଗଜକୁ ଚିହ୍ନିଲା ମନ୍ତ୍ରୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ । ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଟଏଲେଟରୁ ମିଳିଥିବା ୨୨ ଟୁକୁଡ଼ା ଚିରା କାଗଜକୁ ଚିିହ୍ନିଛି ଗୋପାଳ କୃଷ୍ଣ ଦାସ । କାଗଜରେ ଲେଖାଥିବା ଅକ୍ଷର ତାର ବୋଲି ଚିହ୍ନଟ କରିଥିବା କ୍ରାଇମବ୍ରାଂଚ ପକ୍ଷୀରୁ ସୂଚନା…

ଏମିତି ଯାତ୍ରା କଳାକାରଙ୍କ ଜୀବନ: ବାପାଙ୍କ ମୃତ୍ୟୁର ଖବର ପାଇବି ମଞ୍ଚ ଉପରେ ଅଭିନୟ ଜାରି ରଖିଥିଲେ

କନକ ବ୍ୟୁରୋ: ଖୁବ ସୁନ୍ଦର ଡାଏଲଗ କହିପାରୁଥିବା ଏହି ଅଭିନେତ୍ରୀ ଜଣକ ସେବାରାଣୀ ବେହେରା । ଯାତ୍ରା ଜଗତରେ ସେ କୁନି ନାଁରେ ବେଶି ପରିଚିତ । ଯାତ୍ରାକୁ ପସନ୍ଦ କରୁଥିବା ଲୋକଙ୍କୁ ତାଙ୍କ ଅଭିନୟର ପରିଚୟ ଦେବା ଦରକାର ନାହିଁ । କାରଣ ଅନେକ ନାଟକରେ ଚମକ୍ରାର ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ…

ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ: ଏତଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୋଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ଆବେଦନର ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଂଜିକରଣ କରିବାକୁ…

ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ। ମୁମ୍ବାଇରେ ଆକ୍ରମଣ ନେଇ ମିଳିଲା ମେଲ।

କନକ ବ୍ୟୁରୋ: ମୁମ୍ବାଇରେ ଆକ୍ରମଣ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ । ତାଲିବାନ ସହ ଜଡିତ ଥିବା ଜଣେ ବ୍ୟକ୍ତି ମୁମ୍ବାଇ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁରୁବାର ଏନଆଇଏର ମୁମ୍ବାଇ ଅଫିସକୁ ଏକ ଇ-ମେଲ ଆସିଥିବା ନେଇ ଶୁକ୍ରବାର ଏନଆଇଏ କହିଛି…

ଅସୁସ୍ଥ ମହିଳାଙ୍କୁ ରାସ୍ତାରେ ଓହ୍ଲାଇଦେଲା ବସ୍: ଅଧା ରହିଗଲା ଚିକିତ୍ସା, ଆଖିବୁଜି ଦେଲେ ବୃଦ୍ଧା ମା’

କନକ ବ୍ୟୁରୋ: ଯେତେବେଳେ ମାନିକତା ମରିଯାଏ, ହୁଏତ ସେତେବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସେ । ରାସ୍ତା ଉପରେ ଝଟପଟ ହେଉଥିଲେ ମା’ । ମା’ଙ୍କୁ ବଂଚାଇବା ପାଇଁ ବିକଳ ହେଉଥିଲେ ଅସହାୟ ପୁଅ । ହେଲେ ବେଦରଦୀ ମଣିଷମାନେ, ବୁଢ଼ି ମା’କୁ ବଂଚାଇବା ପାଇଁ କେହି ବି ସହଯୋଗ କଲେ ନାହିଁ । ଶେଷରେ ରାସ୍ତା…