Daily Archives

February 5, 2023

ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲ । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ବାବାଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ, ୨୯୫-ଏ, ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି । ଫେବ୍ରୁଆରୀ ୨ତାରିଖରେ…

ଚନ୍ଦାପଣ ପାଇଁ ଚିନ୍ତିତ ଯୁବପିଢୀ! ଟେକ୍ନୋଲୋଜି କରୁଛି କମାଲ

କନକ ବ୍ୟୁରୋ: ବାଲା ଓ ଉଜଡା ଚମନ ଭଳି ବଲିଉଡର ଅନେକ ଚଳଚିତ୍ର ସମାଜରେ ଚନ୍ଦା ଲୋକଙ୍କ ସମସ୍ୟା ଓ ଚିନ୍ତାକୁ ସୁନ୍ଦର ଭାବରେ ଚିତ୍ରିତ କରିଛି । ଚନ୍ଦାପଣ ବା ଚୁଟିଛିଡିବା ଭଳି ଚିତ୍ର ସ୍ୱାଭାବିକ ଭାବରେ ଲୋକଙ୍କୁ ଚିନ୍ତାରେ ପକାଉଛି ଓ ଏହାକୁ ଦୂର କରିବାର ଉପାୟ ସମାଜ ଖୋଜୁଛି । ଏହିଭଳି…

କମ୍ପୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ: ମଞ୍ଚରେ ଜଲୱା ଦେଖାଇଲେ ରାଣୀ ପଣ୍ଡା

କନକ ବ୍ୟୁରୋ: ଖଣ୍ଡଗିରି ଯାତ୍ରାରେ ପୁଣି ମଂଚ ଦୁଲକେଇଛନ୍ତି ରାଣୀ ପଣ୍ଡା । ଆଇଟମ ଗୀତରେ ପୁଣି ଝୁମିଛନ୍ତି ଦର୍ଶକ । ହେଲେ ମେଲୋଡିରେ ନୁହେଁ ନାଟକରେ ଦେଖିଲେ ରାଣୀ ପଣ୍ଡାଙ୍କ ଆଇଟମ ଡାନ୍ସ । ରାଣୀ ପଣ୍ଡାଙ୍କ ଜୀବନିକୁ ନେଇ ପ୍ରସ୍ତୁତ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀ ପଣ୍ଡାର…

ରାମାୟଣ ଧାରାବାହିକ ରାମଙ୍କ ମୁହଁରେ ରାମାୟଣ କଥା। ବାଣ୍ଟିଲେ ରାମକଥାର ଅନୁଭୂତି।

କନକ ବ୍ୟୁରୋ: ରାମାନନ୍ଦ ସାଗରଙ୍କ ପ୍ରଯୋଜିତ ଆଧାତ୍ମିକ ଧାରାବାହିକ ରାମାୟଣର ରାମ ଅରୁଣ ଗୋଭିଲ । ଯାହାଙ୍କୁ ଦେଖିଲେ ଆଜି ବି ଅନେକ ଲୋକ ତାଙ୍କୁ ପ୍ରଭୁ ଶ୍ରୀରାମ ବୋଲି ଭାବନ୍ତି । ଭଗବାନ ଶ୍ରୀରାମଙ୍କ ନାଁ ପଡିଲେ ତାଙ୍କ ହସ ହସ ମୁହଁ ଓ କଥା କହିବାର ଶୈଳୀ ଆଖି ଆଗରେ ଝଲସି ଉଠେ । ସେ ଓଡିଶା…

କୋର୍ଟ ଛାଡି ଗାଁ ପାଳଗଦାରେ ବସି ନ୍ୟାୟ ଦେଲେ ବିଚାରପତି: ୪ ବେସାହାରା ଶିଶୁଙ୍କ ସମସ୍ୟା ପଚାରି ବୁଝିଲେ

କନକ ବ୍ୟୁରୋ: ସମସ୍ୟାର ସମାଧାନ ପାଇଁ ସମସ୍ତେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି । କିନ୍ତୁ କେବେ ଆପଣ ଶୁଣିଛନ୍ତି ଯେ ଖୋଦ୍ ବିଚାରପତିଙ୍କୁ କୋର୍ଟ ବାହାରେ ମାମଲାର ଶୁଣାଣି ବା କୌଣସି ସମସ୍ୟାର ସମାଧାନ କରିବା କଥା । ବାସ୍ତବରେ ଏମିତି କିଛି ଘଟିଛି କେନ୍ଦ୍ରାପଡ଼ାରେ । ଖୋଦ୍ ବିଚାରପତି ଗାଁରେ…

ଚୀନର ଗୁଇନ୍ଦା ବେଲୁନ, ଆମେରିକାର ଆକ୍ସନ। ମିଜାଇଲ ମାଡ଼ରେ ବେଲୁନ୍ ଖଣ୍ଡ ଖଣ୍ଡ।

କନକ ବ୍ୟୁରୋ: ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଛି ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଣ୍ଟିକ ମହାସାଗରରେ ପଡିଛି । ଆମେରିକାର ଏୟାର ଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ…