Daily Archives

February 23, 2023

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି, ‘ଉନ୍ନତ ଚିକିତ୍ସା ପାଇଁ ନବଙ୍କୁ ଆପୋଲୋ ଅଣାଯାଇଥିଲା’

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲୁ ହୋଇଛି ବିଧାନସଭା । ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ବିରୋଧୀ ବିଜେପି ଓ କଂଗ୍ରେସ ଆଣିଥିବା ମୋସନ ଉପରେ ସରଗରମ ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେଇ, ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ସାଙ୍ଘାତିକ ଅଭିଯୋଗ…

ପ୍ରାଥମିକ ଶିକ୍ଷାରେ ସମାନତା ପାଇଁ ବଡ ପଦକ୍ଷେପ। ୬ ବର୍ଷରେ ପଢିବେ ପ୍ରଥମ ପାଠ।

କନକ ବ୍ୟୁରୋ: ଏଣିକି ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ହେଲେ ପିଲାଙ୍କ ବୟସ ଅତିକମରେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ । ଏହା ପୂର୍ବରୁ ପିଲାଙ୍କ ନାମଲେଖା ହୋଇପାରିବ ନାହିଁ । ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଏ…

ଜୀବନ ସହ ଖେଳ ଖେଳୁଛନ୍ତି ଡାଇଗ୍ନୋଷ୍ଟିକ ସେଣ୍ଟର। ଟଙ୍କା ଲୋଭରେ ରୋଗୀଙ୍କୁ ଦେଉଛନ୍ତି ନକଲି ରିପୋର୍ଟ।

କନକ ବ୍ୟୁରୋ: ଟଙ୍କା ଲୋଭରେ ରୋଗୀଙ୍କୁ ଦେଉଛନ୍ତି ନକଲି ରିପୋର୍ଟ । ରକ୍ତ ନମୁନା ପରୀକ୍ଷା ରିପୋର୍ଟ ଧରି ଆପଣ ଡାକ୍ତରଙ୍କ ପାଖକୁ ଯାଇଥିବେ , ରିପୋର୍ଟ ଅନୁଯାୟୀ ଡାକ୍ତର ଔଷଧ ବି ଦେଇଥିବେ । କିନ୍ତୁ ଆପଣଙ୍କ ହାତରେ ଯେଉଁ ରିପୋର୍ଟ ଅଛି ସେଇଟା ଅସଲି ନା ନକଲି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ…

କୋଟିଆକୁ ଛଡ଼ାଇ ନେବାକୁ ଆନ୍ଧ୍ରର ଜୋରଦାର କସରତ। ଏପଟେ ବେଫିକର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

କନକ ବ୍ୟୁରୋ: ପଶୁଛି ପଡ଼ିଶା, ଶୋଇଛି ଓଡ଼ିଶା ! ଅଜଣା ଚାଉଳ ଭାତ ଖାଉଛନ୍ତି କି ରାଜସ୍ୱ ମନ୍ତ୍ରୀ?କୋଟିଆକୁ ନେଇ ମନ୍ତ୍ରୀଙ୍କ ଖାମଖିଆଲି ମନ୍ତବ୍ୟ । ଯେଉଁ ଖବର ନିୟମିତ ବ୍ୟବଧାନରେ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଉଛି, ଯେଉଁ ଖବର ପ୍ରତିଟି ଓଡ଼ିଆକୁ ଆଘାତ ପରେ ଆଘାତ ଦେଇଚାଲିଛି, ସେହି ଖବର…

ବଦଳିଲା ସୁଆଣ୍ଡୋର ରୂପ। ଗୋପବନ୍ଧୁଙ୍କ ପ୍ରତିମୂର୍ତି ଓ ସଂଗ୍ରହାଳୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ଏ ଜଗତେ କାହା ପୁଅ ବା କାହାର ସମସ୍ତ ମାୟା ଭିଆଣ, ସାର୍ଥକ ଜନମ ତାର ଏକ ସିନା ପରହିତେ ଯା’ର ପ୍ରାଣ କନକ ବ୍ୟୁରୋ: ସତରେ ଏଭଳି ସେହି ଯୋଗଜନ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ହିଁ ଲେଖିପାରିିବେ । ଗୋପବନ୍ଧୁ ଦାସ, ନାଁଟି କାନରେ ବାଜିବା ମାତ୍ରେ, ମନରେ ଯେଉଁ ଧାରଣା ଆସେ, ସେଥିରେ ଥାଏ,…

ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ିର ନାହିଁ ଫିଟନେସ୍, ରାଜ୍ୟରେ ରହିଛି ୧୨ ହଜାରରୁ ଅଧିକ ପୁରୁଣା ବସ: ଟୁକୁନି ସାହୁ

କନକ ବ୍ୟୁରୋ: ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ିର ନାହିଁ ଫିଟନେସ୍ । ବିନା ଫିଟନେସରେ ରହିଛି ୧୨ ହଜାରରୁ ଅଧିକ ବସ୍! ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏନେଇ ଲିଖିତ ଉତ୍ତର ରଖିଛନ୍ତି । ଓଡ଼ିଶା ସ୍କ୍ରାପିଂ ପଲିସି-୨୦୨୨ ସମ୍ପର୍କରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର…