Daily Archives

February 18, 2023

ବାହାଘର ପରେ କନ୍ୟା ଫେରାର। ପ୍ରେମିକ ସହ ବାଇକରେ ମାରିଲେ ଚମ୍ପଟ।

କନକ ବ୍ୟୁରୋ: ବାହାଘର ସରିିଥିଲା । ରାତି ପାହିଲେ କନ୍ୟାକୁ ସାଙ୍ଗରେ ଧରି ଯୁବକ ଫେରିଥାନ୍ତେ ଘରକୁ । କିନ୍ତୁ, ହାତଗଣ୍ଠି ପରେ ଶାଶୁଘରକୁ ଫେରିବା ବଦଳରେ ପ୍ରେମିକ ସହ ଫେରାର ହୋଇଯାଉଛନ୍ତି କନ୍ୟା । କନ୍ୟା ଘରୁ ବାହାରି ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଚାଲିଯାଉଥିବା ଦେଖିବାକୁ ମିଳିଛି ।…