Daily Archives

February 7, 2023

ଛାତିରେ ପଥର ରଖି, ବାପା ଦାନ କଲେ ପୁଅର ଆଖି: ୧୩ ବର୍ଷର ପୁଅ ସାଇ ଶ୍ରୀତମଙ୍କ ମୃତ୍ୟୁ ପରେ ବାପା ଅଖିଳ ଦାଶ ଦେଖାଇଲେ…

କନକ ବ୍ୟୁରୋ: ଦୁନିଆକୁ ବୁଝିବା ଆଗରୁ ଚାଲିଗଲା ମାତ୍ର ୧୩ ବର୍ଷର କୁନି ପୁଅ । ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’ । ହେଲେ ଗୋଟିଏ ଝଟକାରେ ସବୁ ସ୍ୱପ୍ନ ଚୁରମାର ହୋଇଥିଲା । ପୁଅର ମୃତ୍ୟୁ ପରେ ଛାତିକୁ ପଥର କରି ପୁଅର ଆଖି ଦାନ କରିଛନ୍ତି ଜଣେ ବାପା । ଏବେ ପୁଅ ନାହାଁନ୍ତି ସତ,…

ଚିକିିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ: ଘରୋଇ ହସ୍ପିଟାଲରେ ହେବ ଲିଭର ଟ୍ରାନ୍ସପ୍ଲାଣ୍ଟ

କନକ ବ୍ୟୁରୋ: ଏକାଧିକ ଓଡିଆ ଫିଲ୍ମରେ, ବିଭିନ୍ନ ଚରିତ୍ରରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିଣୁଥିବା ଅଭିନେତା ପିଂଟୁ ନନ୍ଦ ଗୁରୁତର ହେବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ଏ ହେଉଛି ଦିଲ୍ଲୀ ଯିବା ସମୟରେ ଭୁବନେଶ୍ୱର ବିମାନବନ୍ଦରର ଦୃଶ୍ୟ । ଗୁରୁତର ଯକୃତ ବା ଲିଭର…

ଗୋପରେ ତେଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ: ରିଗ୍ ମେସିନ୍ ଲଗାଯାଇ ଖୋଳା ହେଲା ୧୦ ହଜାର ଫୁଟ

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ରିଗ୍ ମେସିନ୍ ଲଗାଯିବା ସହ ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା କାମ ଆରମ୍ଭ ହୋଇଛି । ଖନନ ପରେ ଅଶୋଧିତ ପଦାର୍ଥକୁ ବାହାର କରାଯିବ । ପରେ ଏହାକୁ ପାରାଦୀପ…

ବିବାଦ ଭିତରେ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ନେଲେ ଏଲ୍ ଭିକ୍ଟୋରିଆ ଗୌରୀ ।

କନକ ବ୍ୟୁରୋ: ବହୁ ବିବାଦ ପରେ ଶେଷରେ ମାଡ୍ରାସ ହାଇକୋର୍ଟ ଜଜ୍ ଭାବେ ଶପଥ ନେଇଛନ୍ତି ଏଲ୍ ଭିକ୍ଟୋରିଆ ଗୌରୀ । ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଏଲ୍ ଭିକ୍ଟୋରିଆ ଗୌରୀଙ୍କୁ ପଦୋନ୍ନତି ପରେ ଏହାକୁ ବିରୋଧ କରି କିଛି ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ନିଯୁକ୍ତିକୁ…

ସଫଳ ହେଉଛି ଆତ୍ମନିର୍ଭର ଭାରତ ଅଭିଯାନ । ପ୍ରତିରକ୍ଷା କ୍ଷେତ୍ରରେ ନୌସେନାର ଐତିହାସିକ ସଫଳତା ।

କନକ ବ୍ୟୁରୋ: ଆତ୍ମନିର୍ଭର ଭାରତ ଅଭିଯାନରେ ଐତିହାସିକ ସଫଳତା ହାସଲ କରିଛି ପ୍ରତିରକ୍ଷା ବିଭାଗ । ଭାରତୀୟ ନୌସେନାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ୍ ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିୟରରେ ଲ୍ୟାଣ୍ଡ କରିବା ସହ ଉଡାଣ ଭରିଛି ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ମିଗ୍-୨୯କେ । ଏହି…

ତୁର୍କୀ ଓ ସିରିଆରେ ଭୂକମ୍ପ ପରେ ସାମନାକୁ ଆସିଲା ଲୁହ ଓ କୋହର ଛାତିଥରା ଦୃଶ୍ୟ: ଗଲାଣି ୪ ହଜାରରୁ ଅଧିକ ଲୋକଙ୍କ ଜୀବନ

କନକ ବ୍ୟୁରୋ: ଯେଉଁ ଘର ଖରା, ବର୍ଷାରୁ ସୁରକ୍ଷିତ ରଖୁଥିଲା ସେଇ ଘର ଆଜି ପରିବାର ପାଇଁ କବର ପାଲଟିଯାଇଛି । ତୁର୍କୀରେ ଲାଗ ଲାଗ ଭୂମିକମ୍ପ ଝଟକା ପରେ ଦେଖିବାକୁ ମିଳିଛି ଏମିତି ଭୟଙ୍କର ଦୃଶ୍ୟ । ଭଗ୍ନାବଶେଷ ତଳୁ ଜୀବିତ ଲୋକଙ୍କୁ ଉଦ୍ଧାର ଓ ମୃତଦେହ ବାହାର କରିବାର ଦୃଶ୍ୟ ଛାତିକୁ ଥରାଇ…