Daily Archives

February 20, 2023

ସାଲିସ୍ ପାଇଁ ସୋମାଲିକାଙ୍କୁ ଫୋନରେ ଧମକ। ସାମ୍ନାକୁ ଆସିଲା ବିଧାୟକ ପ୍ରତିନିଧିଙ୍କ ଫୋନ୍ କଲର ଅଡିଓ।

କନକ ବ୍ୟୁରୋ: ଥମୁନି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଏବଂ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ । ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଠିଥିବା ଝଡ଼ ଥମୁନଥିବା ବେଳେ ଆଜି ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି । ଯେଉଁଥିରେ ବିଧାୟକ ବିଜୟଶଙ୍କର ଜଣେ ପ୍ରତିନିଧି ଫୋନ୍ କରି ସୋମାଲିକା ଦାଶଙ୍କ…

କର୍ଣ୍ଣାଟକରେ ଡେଲିଭରି ବୟକୁ ଆଇଫୋନ୍ ପାଇଁ ହତ୍ୟା। ପେଟ୍ରୋଲ ଢାଳି ପୋଡିଦେଲେ ହତ୍ୟାକାରୀ।

କନକ ବ୍ୟୁରୋ: ଆଇ ଫୋନ୍ ପାଇଁ ହତ୍ୟା । କର୍ଣ୍ଣାଟକରେ ଜଣେ ଡେଲିଭରି ବୟକୁ ଆଇଫୋନ୍ ପାଇଁ ହତ୍ୟା କରାଯାଇଛି । ଛୁରୀରେ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଛି ହତ୍ୟାକାରୀ । ତେବେ ବାଟରେ ଶବ ନେବା ବେଳେ ସିସିଟିଭିରେ ଏହାର ଦୃଶ୍ୟ କଏଦ ହୋଇଛି । ମୃତ ଡେଲିଭରି ବୟ ହେଉଛନ୍ତି ହେମନ୍ତ…

ଉତ୍ତରାଖଣ୍ଡ ପରେ ଜମ୍ମୁକାଶ୍ମୀରରେ ଆଁ କରିଛି ରାସ୍ତାଘାଟ, ଫାଟୁଛି ଘରଦ୍ୱାର

କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ଯୋଶୀମଠରେ ଯେଉର୍ଁ ସ୍ଥିତି ଜାରି ରହିଛି ଏବେ ଠିକ ସେମିତି କିଛି ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ । ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ଆଁ କରିବା ସହ ଘରଦ୍ୱାର ଭାଙ୍ଗିବାରେ ଲାଗିଛି । କିଛି ସ୍ଥାନୀୟରେ ଭୟଙ୍କର ଭୂସ୍ଖଳନ…

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା। ପାକ ସେନା ଓ ତେହେରିକ-ଏ-ତାଲିବାନ ମଧ୍ୟରେ ଗୁଳିମାଡ।

କନକ ବ୍ୟୁରୋ: ଖାଦ୍ୟ ଓ ଆର୍ଥିକ ସଙ୍କଟ ଭିତରେ ଆତଙ୍କୀ ଆକ୍ରମଣକୁ ନେଇ ଚିନ୍ତାରେ ପାକିସ୍ତାନ ସରକାର । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ପାକ୍ ସେନା ଓ ଆତଙ୍କୀ ସଙ୍ଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ଭିତରେ ଉତ୍ତେଜନା । ସୋମବାର ସକାଳୁ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୟଙ୍କର…

ଛତିଶଗଡ଼ରେ ଏଆଇସିସି ଅଧିବେଶନ ପୂର୍ବରୁ କଂଗ୍ରେସକୁ ଝଟକା। ୧୪ଟି ସ୍ଥାନରେ ଚଢାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

କନକ ବ୍ୟୁରୋ: ଛତିଶଗଡରେ ପ୍ରବର୍ତନ ନିର୍ଦ୍ଦେଶାଳୟ କରିଛି ବଡ ଧରଣର ଚଢାଉ । ଏହି ଚଢାଉ ହୋଇଛି କଂଗ୍ରେସର କିଛି ନେତା ଓ ବିଧାୟକଙ୍କ ଠିକଣା ଉପରେ । କୋଇଲା ଦୁର୍ନୀତିକୁ ନେଇ ଏହି ଚଢାଉ କରାଯାଇଥିବା କହିଛି ଇଡି । ଘଟଣାକୁ ନେଇ ବିଜେପିି ଉପରେ ସିଧା ଟାର୍ଗେଟ କରିଛି କଂଗ୍ରେସ । ୪ ଦିନ ପରେ…

ତୁର୍କୀ ଭୂମିକମ୍ପରୁ ଆସୁଛି ଆଶ୍ଚର୍ଯ୍ୟ ଘଟଣା। ୧୪ଦିନ ପରେ ମାଟି ତଳୁ ମିଳୁଛି ଜୀବନ।

କନକ ବ୍ୟୁରୋ: କଥାରେ ଅଛି ରଖେ ହରି ତ ମାରେ କିଏ? ତୁର୍କୀରେ ଏ ଘଟଣା ସତ ପ୍ରମାଣିତ ହୋଇଛି । ପ୍ରଳୟଙ୍କାରୀ ଭୂକମ୍ପକୁ ବିତିଛି ୧୫ ଦିନ । ଏହାରି ଭିତରେ ଧ୍ୱଂସ ସ୍ତୁପ ତଳୁ ମଣିଷ ଜୀବନ୍ତ ଭାବେ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁକମ୍ପରେ ତୁର୍କୀର ଛାତିଫାଟି ପଡିଥିବା…