Daily Archives

February 2, 2023

ଓୟୁଏଟିର ସବୁ କ୍ଲାସ୍ ହେବ ସ୍ମାର୍ଟ କ୍ଲାସ୍ । ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା…

କେସିଆରଙ୍କୁ ଜୋତା ଦେଖାଇଲେ ୱାଇ.ଏସ୍ ଶର୍ମିଲା, ଦେଲେ ଖୋଲା ଚ୍ୟାଲେଞ୍ଜ ।

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଜୋତା ଦେଖାଇଲେ ବିରୋଧୀ ଦଳ ୱାଇ.ଏ.ଆର.ଟିପି ନେତ୍ରୀ ୱାଇ.ଏସ୍ ଶର୍ମିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିରୋଧୀ ଦଳ ନେତ୍ରୀ । ଏହି ଜୋତା ପିନ୍ଧି କେସିଆର ତାଙ୍କ ସହ ଦୀର୍ଘ କିଲୋମିଟର ପଦଯାତ୍ରା କରନ୍ତୁ ଓ…

ରୋଗୀଙ୍କ ଜଣାପଡ଼ୁନି ବ୍ଲଡ୍ ଗ୍ରୁପ୍ । ବେଡରେ ରୋଗୀ, ଅଟକି ରହିଛି ଚିକିତ୍ସା । ସମ୍ବଲପୁର ଭିମସାର’ରେ ବିରଳ ଘଟଣା

କନକ ବ୍ୟୁରୋ: ସମ୍ବଲପୁର ଭିମସାରରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବ୍ଲଡ୍ ଗ୍ରୁପ୍ ଚିହ୍ନା ପଡୁନି । ଟେଷ୍ଟ ପରେ ବି ରୋଗୀଙ୍କ ବ୍ଲଡ୍ ଗ୍ରୁପ୍ ଜଣା ପଡୁନି । ଫଳରେ ତାଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବିଫଳ ହେଉଛନ୍ତି ଡାକ୍ତର । କୁହାଯାଉଛି…

ଚୀନ-ପାକିସ୍ତାନକୁ ମୁକାବିଲା ପାଇଁ ସରକାରଙ୍କ ବଡ ଆକ୍ସନ ପ୍ଲାନ। ଅଧିକ ମଜବୁତ ହେବ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ।

କନକ ବ୍ୟୁରୋ: ଚୀନ-ପାକିସ୍ତାନର ଭୟ ବଢାଇବା ପାଇଁ ମୋଦୀ ସରକାର ନେଇଛନ୍ତି ବଡ ପଦକ୍ଷେପ । କାରଣ ଚଳିତ ବଜେଟରେ ବୃଦ୍ଧି କରାଯାଇଛି ପ୍ରତିରକ୍ଷା ବଜେଟ । ୨୦୨୩-୨୪ ଆର୍ଥିକ ସାଧାରଣ ବଜେଟରେ ପ୍ରତିରକ୍ଷା ବଜେଟକୁ ୫.୨୫ ଲକ୍ଷ କୋଟିରୁ ୫.୯୪ କୋଟିକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ…