Daily Archives

February 16, 2023

ଲିଭ ଇନ୍ ସମ୍ପର୍କର କରୁଣ କାହାଣୀ । ଫ୍ରିଜରେ ପ୍ରେମିକାର ଶବ, ବିବାହ ମଣ୍ଡପରେ ପ୍ରେମିକ

କନକ ବ୍ୟୁରୋ: ଦିନେ ପ୍ରେମିକ ସାହିଲଙ୍କୁ ନେଇ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିଲେ ହତ୍ୟାର ଶିକାର ହୋଇଥିବା ନିକି । ପ୍ରାୟ ୫ବର୍ଷ ପର୍ଯ୍ୟନ୍ତ ଦୁହେଁ ବିଭିନ୍ନ ସ୍ଥାନରେ ବୁଲି ଖୁସି ମନାଇଥିଲେ । ହେଲେ ପ୍ରେମିକରୁ ପିଶାଚ ପାଲଟି ଯାଇଥିବା ସାହିଲ, ସବୁ ସମ୍ପର୍କକୁ ଭୁଲି ଯାଇଥିଲା ।…

ସମୁଦ୍ରରେ ଲୀନ ହୋଇଯିବ ମୁମ୍ବାଇ ସହର! ପାଣିରେ ବୁଡ଼ିଯିବ ଭାରତର ମାୟାନଗରୀ

କନକ ବ୍ୟୁରୋ: ସମୁଦ୍ର ଗର୍ଭରେ ବିଲୀନ ହୋଇଯିବ ମୁମ୍ବାଇ ସମେତ ବିଶ୍ୱର ଅନେକ ବଡ ବଡ ସହର । କଥାଟି ବିଶ୍ୱାସ ହେଉନଥିଲେ ବି ଏହା ସତ । ଏନେଇ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା କ୍ରମଶଃ ବଢିବାରେ ଲାଗିଛି । ଫଳରେ ଏଭରେଷ୍ଟ ଭଳି…

ଏମିତି ବି ଆସେ ମୃତ୍ୟୁ । ଝିଅ ବାହାଘର ଚାଲିଥିଲା, ବାଟବରଣ ପାଇଁ ଛିଡ଼ା ହୋଇଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ

କନକ ବ୍ୟୁରୋ: ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀରେ ମଙ୍ଗଳବାର ରାତିର ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଘଟଣାର ଦୁଇଦିନ ପରେ ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କ ଦେହ ଶିତେଇଯିବ । ରାସ୍ତା ଉପରେ ଜ୍ୱାଇଁକୁ ସ୍ୱାଗତ ପାଇଁ ବାଟବରଣ ଚାଲିଥିବାବେଳେ…

ବୁଡିଯିବ ମୁମ୍ବାଇ, ବ୍ୟାଙ୍କକ୍, ଲଣ୍ଡନ, ନ୍ୟୁୟର୍କ ଭଳି ୭ ବଡ ସହର, ଜଳବାୟୁ ପରିବର୍ତନ ଉପରେ ଜାତିସଂଘର ରିପୋର୍ଟକୁ…

କନକ ବ୍ୟୁରୋ : ବଢୁଛି ସମୁଦ୍ର ଜଳସ୍ତର । ସମୁଦ୍ର ପାଣିରେ ଲୀନ ହେବ ଉପକୂଳବର୍ତୀ ବିଶ୍ୱର ବଡ ବଡ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ବୈଜ୍ଞାନିକମାନ ଏହି ସୂଚନା ଦେଇଛନ୍ତି । ଜେନେଭାର ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ୱାଲଡ ମେଟ୍ରୋଲୋଜିକାଲ ଅରଗାଇନେଜସ ଏକ ରିପୋର୍ଟ ଜାରି କରିଛି ।…

କେନ୍ଦ୍ର କ୍ୟାବିନେଟର ବଡ ଫଇସଲା । ସୀମାବର୍ତୀ ଗାଁ ହେବ ମଜବୁତ, ୫ହଜାର କୋଟି ବଜେଟରେ ୧୯ ଜିଲ୍ଲା ୨୯୬୬ ଗାଁ ହେବ…

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ଫଇସଲା । ଦେଶର ସୀମାକୁ ମଜବୁତ କରିବା ପାଇଁ ଭାଇବ୍ରେଂଟ ଭିଲେଜ ପୋଗ୍ରାମକୁ ମଂଜୁରୀ ମିଳିଛି । ଏହି ଯୋଜନା ଦ୍ୱାରା ସୀମାରେ ଥିବା ଗାଁଗୁଡିକର ଭିତିଭୂମିକୁ ଅଧିକ ମଜବୁତ କରାଯିବ । ଏହା ପାଇଁ ୪୮୦୦କୋଟି ଟଙ୍କାର ବଜେଟ ରହିଛି । ଏହା…

କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ନବଙ୍କ ଝିଅ ଦୀପାଳି ଦାସ । କହିଲେ, କ୍ରାଇମବ୍ରାଞ୍ଚ କଣ…

କନକ ବ୍ୟୁରୋ: ମନ୍ତ୍ରୀ ନବ କିଶୋର ଦାସ ଦାସଙ୍କ ହତ୍ୟାକାଣ୍ଡକୁ ୧୮ ଦିନ ବିତି ଗଲାଣି । ଆଜିଯାଏ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ନବଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ ।…