Daily Archives

February 1, 2023

ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ: ୬୬ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ, ୧୬୮ ରନରେ ଜିତିଲା ଭାରତ

କନକ ବ୍ୟୁରୋ: ଆଜି ଶେଷ ଟି-୨୦ରେ ଭାରତ ବାଜି ମାରିନେଇଛି । ବ୍ୟାଟିଂ ପରେ ବୋଲିଂରେ ଚମତ୍କାର ପ୍ରଦର୍ଶନ ପରେ ଭାରତ ଏହି ବିଜୟ ହାସଲ କରିଛି । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪ ୱିକେଟର ସଫଳତା ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ୬୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚରେ…

ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ମିଲେଟକୁ ପ୍ରଧାନ୍ୟ ଦେଇଥିବାରୁ ଖୁସି ପ୍ରକାଶ କଲେ ନବୀନ

କନକ ବ୍ୟୁରୋ: ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟରେ କିଛି ଭଲ ଦିଗ ରହିଛି । ଯାହାକୁ ପ୍ରଶଂସା କରିବା ଆବଶ୍ୟକ । ଆଉ କିଛି ଦିଗ ପ୍ରତି ଦୃଷ୍ଟି ଦେବା ଦରକାର ଥିଲା । ବଜେଟରେ କିଛି ଆଶା କିଛି ନିରାଶା ରହିଛି ।…

ଆସିଲା ମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ: ହୃତପିଣ୍ଡରେ ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବା…

କନକ ବ୍ୟୁରୋ: ନବ ଦାସଙ୍କ ହୃତପିଣ୍ଡରେ ଗଭୀର କ୍ଷତ ଯୋଗୁଁ, ତାଙ୍କର ମୃତ୍ୟୁ ହୋଇଛି । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡିଥିବା ସୂଚନା ଦେଇଛି କ୍ରାଇବ୍ରାଂଚ । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯିବା ସହ କୁହାଯାଇଛି, ନବ ଦାସଙ୍କ ଉପରକୁ ଗୁଳି ମାଡ ପରେ,…

କାଶ୍ମୀରରେ କାଳ ହେଉଛି ପ୍ରବଳ ତୁଷାରପାତ: ଗୁଲମର୍ଗରେ ବଡ ଧରଣର ହିମସ୍ଖଳନ

କନକ ବ୍ୟୁରୋ: ଜମ୍ମୁକଶ୍ମୀରେ ବଡ ଧରଣର ହିମସ୍ଖଳନ । ବୁଧବାର ବଡ ଧରଣର ଭୁସ୍ଖଳନ ଘଟିବାଥିବା ସୂଚନା ମିଳିଛି । ଉତରକଶ୍ମୀର ବାରମୂଳାର ଗୁଲମର୍ଗରେ ରେ ଥିବା ଏକ ରିସୋର୍ଟ ଉପରେ ବରଫ ଖଣ୍ଡ ଭୁଷୁଡିବା ଯୋଗୁଁ ୨ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବରଫ ଖଣ୍ଡ ତଳେ ଆଉ କିଛି…

ଚୀନ ହାଇଟେକ୍ନୋଲୋଜିର ମିଳିତ ମୁକାବିଲା କରିବେ ଭାରତ-ଆମେରିକା: ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ଆଇସିଇଟି ବୁଝାମଣା

କନକ ବ୍ୟୁରୋ: ଆମେରିକା ସହ ନୂଆ ବୁଝାମଣା ସ୍ୱାକ୍ଷର କଲା ଭାରତ । ‘ଇନିସିଏଟିଭ ଅନ କ୍ରିଟିକାଲ ଇଇମଜିଂଗ ଟେକ୍ନୋଲୋଜି’ ବା ଆଇସିଇଟି ବୁଝାମଣା ସ୍ୱାକ୍ଷର ହୋଇଛି । ଭାରତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ ୱାଶିଂଟନରେ ଆମରିକାର ଏନଏସଏନ ଜ୍ୟାକ୍ ସୁଲିବନଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା…

ଗିଲଙ୍କ ବିସ୍ଫୋରକ ଶତକ: ୨୩୪ ରନର ବିଶାଳ ସ୍କୋର କଲା ଭାରତ, ନ୍ୟୁଜିଲାଣ୍ଡକୁ ୨୩୫ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଭାରତ ପକ୍ଷରୁ ଶୁଭମନ ଗିଲ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଫଳରେ ଦଳ ୨୩୪ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଏବେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୨୩୫…