Daily Archives

February 15, 2023

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଖରାଦିନ ଆରମ୍ଭ ନହେଉଣୁ ଜଙ୍ଗଲରେ ଲାଗିଛି ନିଆଁ ।

କନକ ବ୍ୟୁରୋ: ଘନ ଅନ୍ଧାର ଭିତରେ ମିଞ୍ଜି ମିଞ୍ଜି ଆଲୁଅର ଦୃଶ୍ୟ ହୁଏତ ଆଖିକୁ ଦେଖିବା ପାଇଁ ଭଲ ଲାଗୁ ଯାଇପାରେ । କିନ୍ତୁ ଏହି ଆଲୁଅ ପଛରେ ଥିବା ନିଆଁ କେତେ ବଡ଼ ସଂକଟ ଆଣିପାରେ, ଅତୀତରେ ଏହାର ଅନେକ ଉଦହାରଣ ଦେଖିଛି ଓଡ଼ିଶା । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଖରା ଦିନ ଆସିବା ଆଗରୁ ଜଙ୍ଗଲରେ…

୨୦୨୪ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଭାରତୀୟ ବଂଶୋଦ୍ଭବ, ରିପବ୍ଲିକାନ ପାର୍ଟି ପକ୍ଷରୁ ନିର୍ବାଚନ ଲଢିବେ…

କନକ ବ୍ୟୁରୋ : ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ତଥା ଭାରତୀୟ ବଂଶୋଦ୍ଧବ ନିକି ହେଲି ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ଗତ ନିର୍ବାଚନରେ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପକୁ…

ମହଙ୍ଗା ପଡୁଛି ଭୁବନେଶ୍ୱରରେ ଘର କରିବା । ସାମ୍ନାକୁ ଆସିଲା ଚମକାଇ ଦେବା ଭଳି ରିପୋର୍ଟ

କନକ ବ୍ୟୁରୋ: ଭୁବନେଶ୍ୱରରେ ଜାଗା କିଣି ଘର କରିବା କିମ୍ବା ଆପାର୍ଟମେଣ୍ଟ୍ ଟିଏ କିଣିବାକୁ ସମସ୍ତଙ୍କ ଇଚ୍ଛା । ହେଲେ ଘର କିଣିବା ଏତେ ମହଙ୍ଗା ଯେ, ମଧ୍ୟବିତ୍ତଙ୍କ ପାଇଁ ଏହା ସାତ ସପନ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ଭାଇଜାଗକୁ ଛାଡିଦେଲେ ଦେଶର ସବୁ ସହରକୁ ପଛରେ ପକାଇ ଦେଇଛି…

ପାକ ଅର୍ଥନୀତି ବିଶେଷଜ୍ଞ କହିଲେ ଦୁର୍ଦ୍ଦିନ ସମୟକୁ ସମ୍ଭାଳିବା ତରିକା ବେଶ ଭଲ ଭାବେ ଜାଣେ ଭାରତ, ପୂର୍ବ…

କନକ ବ୍ୟୁରୋ : ଦୟନୀୟ ସ୍ଥିତିରେ ପାକିସ୍ତାନ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏକଥା ବେଶ ଭଲଭାବେ ବୁଝିସାରିଛି କି କେବଳ ଋଣ ଦ୍ୱାରା ସମସ୍ୟାର ସମାଧାନ କରିବା ଅସମ୍ଭବ । କିଭଳି ଦେଶକୁ ବିରାଟ ବଡ ଆର୍ଥିକ ସଙ୍କଟରୁ ରକ୍ଷା କରିବ ସେନେଇ କରୁଛି ମାନସମନ୍ଥନ । ଭାରତର ନୀତିକୁ…

ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ମୁଖ୍ୟ ଚୟନକର୍ତା ଚେତନ ଶର୍ମାଙ୍କ ବିସ୍ଫୋରକ ବୟାନ । କହିଲେ, ଫିଟନେସ୍ ପାଇଁ…

କନକ ବ୍ୟୁରୋ: ଭାରତର କ୍ରିକେଟରେ ଚାଲିଛି କଣ ? ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି । ଷ୍ଟିଙ୍ଗ ଅପରେସନ୍ରେ ଏଭଳି କହି ଫସିଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ସେ କହିଛନ୍ତି ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ ନେଉଛନ୍ତି । ଏ ନେଇ…

କେଉଁ ଦଳରେ ଯୋଗ ଦେବେ ବରିଷ୍ଠ ନେତା ବିଜୟ ମହାପାତ୍ର ? ବିଆରଏସ ନେତାଙ୍କ ସହ ଫଟୋ ଭାଇରାଲ୍ ହେବା ପରେ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ: କେସିଆରଙ୍କ ଭାରତ ରାଷ୍ଟ୍ର ସମିତିର ଓଡିଶା ପ୍ଲାନ ନେଇ ଆଲୋଚନା ଜୋର ଧରିଥିବାବେଳେ ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ଚନ୍ଦ୍ରଶେଖରଙ୍କ ଦୂତ । ଏବେ ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଦିନ ତଳେ ବିଆରଏସର ଜଣେ ନେତା ଭୁବନେଶ୍ୱର ବାସଭବନରେ ବିଜୟ…