Daily Archives

February 9, 2023

ବନବିଭାଗ ହାଜତ ମୃତ୍ୟୁ ମାମଲା: ରେଞ୍ଜର ସମେତ ୬ ବନ କର୍ମଚାରୀ ଗିରଫ

କନକ ବ୍ୟୁରୋ: ଆଠଗଡ ବନଖଣ୍ଡରେ ହାତୀ ଶିକାର ଅଭିଯୋଗରେ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ । ଏହାର ପ୍ରମାଣ ମିଳିବା ପରେ ଆଠଗଡ ବଡମ୍ବା ରେଂଜର ୬ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ବଡମ୍ବା ରେଞ୍ଜର ରେଞ୍ଜର – ସୁବ୍ରତ ବେହେରା…

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ପୁଲିସ ଛାଉଣୀ: ୪୦ ପ୍ଲାଟୁନ ଫୋର୍ସ ରଖିବେ କଡା ନଜର

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବର ଅଭ୍ୟାସ । ଶୁକ୍ରବାର ରାଷ୍ଟ୍ରପତି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ପୂର୍ବରୁ ରାଷ୍ଟ୍ରପତିଙ୍କ କାରକେଡ ପାଇଁ ରିହର୍ସଲ କରାଯାଇଛି । ବ୍ଲୁ ବୁକ୍ ଗାଇଡ୍ଲାଇନ୍ ଅନୁସାରେ ୩୦ଟି କାର କାରକେଡ୍ରେ ସାମିଲ ହେବେ ।…

ପ୍ରେମ ଦିବସରେ ‘ଗାଈକୁ କର ଆଲିଙ୍ଗନ’: କେନ୍ଦ୍ରୀୟ ସଂସ୍ଥାର ଚିଠିକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ସାରା ବିଶ୍ୱରେ ଫେବୃଆରୀ ୧୪ରେ ଭାଲେଂଟାଇନ ଦିବସ ପାଳନ ପାଇଁ ଯୁବପୀଢି ପ୍ରସ୍ତୁତ ହେଉଛନ୍ତି । ଆଉ ବିଗତ କିଛି ବର୍ଷ ଧରି ଏହି ପରମ୍ପରା ଦେଶ ତଥା ରାଜ୍ୟରେ ଉତ୍ସାହର ସହ ପାଳନ କରୁଛନ୍ତି ଯୁବପୀଢି । ଏହି ସମୟରେ ଭାରତ ସରକାରଙ୍କ ପଶୁ କଲ୍ୟାଣ ବୋର୍ଡର ଚିଠିକୁ ନେଇ ବେଶ ଚର୍ଚ୍ଚା…

କାଲି ଗୋପାଳର ହେବ ନାର୍କୋ ଟେଷ୍ଟ: ପଚରାଯାଇପାରେ ଏହି ସବୁ ପ୍ରଶ୍ନ…

କନକ ବ୍ୟୁରୋ: ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଛି କ୍ରାଇମବ୍ରାଂଚ । କୁହାଯାଉଛି, ହତ୍ୟାକାଣ୍ଡର ଯେଉଁ ଥିଓରୀ ଗୋପାଳ କହୁଛି, ତାକୁ ଭରସା କରିପାରୁନାହାନ୍ତି ତଦନ୍ତକାରୀ ଅଧିକାରୀ । ସଂଦେହ କରାଯାଉଛି, ପୂରା ସତ ନମାନି ଭୂଆଁ ବୁଲାଇବାକୁ…

ନାଗପୁରରେ କଙ୍ଗାର ଟିମକୁ ଘାଇଲା କଲେ ଜାଡେଜା – ଅଶ୍ୱିନୀ ଯୋଡ଼ି, ପ୍ରଥମ ଦିନରେ କଙ୍ଗାରୁ ଟିମ୍ ୧୭୭ ରନରେ ଅଲଆଉଟ

କନକ ବ୍ୟୁରୋ : କମବ୍ୟାକ୍ ମ୍ୟାଚରେ ଜାଡେଜାଙ୍କ କମାଲ୍ । ନାଗପୁରରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଅଷ୍ଟ୍ରେଲିଆ । ମାତ୍ର ୧୭୭ ରନରେ ଅଲଆଉଟ୍ ହୋଇଛି କଙ୍ଗାରୁ ଟିମ୍ । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ୪୭ ରନ୍ ଦେଇ ୫ଟି ଏବଂ…

ଭାରତର ପ୍ରଥମ କିନ୍ନର ଭାବେ ଏକ ଶିଶୁକୁ ଜନ୍ମଦେଇଛନ୍ତି କେରଳର ଜହାଦ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

କନକ ବ୍ୟୁରୋ : ବିଜ୍ଞାନ ଯୋଗୁଁ ଆଜିକାଲି ସବୁ ସମ୍ଭବ ହୋଇପାରିଛି । ଯାହାର ପ୍ରମାଣ ବିଭିନ୍ନ ଘଟଣାରେ ଦେଖିବାକୁ ମିଳେ । ତେବେ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଥିବା କିନ୍ନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ବୁଧବାର ଦିନ ସୁସ୍ଥଭାବେ ଭାରତର ପ୍ରଥମ କିନ୍ନର ଜହାଦ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ।…