Daily Archives

February 8, 2023

ଆବାସ ପାଇନାହାନ୍ତି ଆଶାୟୀ। ସୁନ୍ଦରଗଡର ୮୦ ବର୍ଷୀୟା ବୃଦ୍ଧାଙ୍କ କୋହ, ମଲେ କଣ ସମାଧିରେ ତିଆରି ହେବ ଘର?

କନକ ବ୍ୟୁରୋ: ମୋତେ ଏବେ ବୟସ ୮୦ ଛୁଇଁଲାଣି । କୁଡ଼ିଆରେ ରହୁଛି । ଆବାସ ତାଲିକାରେ ମୋ ନାଁ ନାହିଁ । ଘର ଖଣ୍ଡେ ପାଇଁ କେତେ ଗୁହାରି କରିଛି । ଯମ ହାତ ଠାରି ଡାକିଲାଣି । ମୁଁ ମଲେ କ’ଣ ମୋ ସମାଧି ପାଇଁ ଆବାସ ଦେବେ ସରକାର? ସରକାର ଘର ପାଇଁ ଆଶା ରଖିଥିବା ଜଣେ ଆଶୟୀଙ୍କ ଏ ହେଉଛି କୋହ । ନାଁ…

ପୁଣି ବଦଳିପାରେ ଗାଡି ନମ୍ବର ପ୍ଲେଟ, ଚିନ୍ତାରେ ଗାଡି ମାଲିକ।

କନକ ବ୍ୟୁରୋ: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ଗାଡିରେ ଲାଗୁଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ । ଅନେକ ଗାଡି ମାଲିକ ନୂଆ ନମ୍ବର ପ୍ଳେଟ ଲଗାଇ ସାରିଛନ୍ତି ଆଉ କିଛି ଏଥିପାଇଁ ବୁକିଂ ବି କରିସାରିଛନ୍ତି । ଏଥିପାଇଁ ବହୁ ବାଦ ବିବାଦ ହେଲା ଆଉ ଶେଷରେ ସରକାରଙ୍କ ନିଷ୍ପତି ମାନିବାକୁ ବାଧ୍ୟ…

ସଂସଦରେ ହଙ୍ଗାମା ଭିତରେ ଧନ୍ୟବାଦ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ। ବିରୋଧୀଙ୍କ ଉପରେ ବର୍ଷିଲେ ହେଲେ,ଧରିଲେନି…

କନକ ବ୍ୟୁରୋ: ଆଦାନୀ ପ୍ରସଙ୍ଗରେ ମୁହଁ ଖୋଲିଲେନି ମୋଦୀ । ବିକାଶ କଥା କହିଲେ, ବିରୋଧୀଙ୍କୁ କଲେ ଟାର୍ଗେଟ । ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ଦେବାବେଳେ କଂଗ୍ରେସ ଓ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାରଦିନ…

ବାବୁ ବନିବେ କଂଗ୍ରେସ ନେତା। ଦଳରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।

କନକ ବ୍ୟୁରୋ: କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ନୁହେଁ ଦିଲ୍ଲୀରେ ହେବ ମିଶ୍ରଣ ପର୍ବ । କିଛିଦିନ ତଳେ ବିଜୟ ପଟ୍ଟନାୟକଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହା ଏବେ ସତ ହେବାକୁ ଯାଉଛି । ଦିନେ ରାଜ୍ୟ ପ୍ରଶାସନିକ ସେବାର ମୁଖିଆ ଥିବା ପୂର୍ବତନ ମୁଖ୍ୟ…