Daily Archives

February 27, 2023

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରୁ ଆସିଲା ବୁଥ ବାହୁଡା ମତ । ଦେଖନ୍ତୁ, କିଏ ଗଢିପାରେ କେଉଁଠି ସରକାର?

କନକ ବ୍ୟୁରୋ: ଉତ୍ତର-ପୂର୍ବର ୩ଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ସରିଛି । ତ୍ରିପୁରାରେ ଗତ ୧୬ ତାରିଖରେ ଭୋଟ ପଡିଥିବାବେଳେ ଆଜି ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ପଡିଛି । ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ । ଏହାପୂର୍ବର୍ରୁ ଆଜି ୩ ରାଜ୍ୟର ଏକଜିଟ ପୋଲ…

ଆଖି ବୁଜିଲେ ଏସିଡ୍ ପୀଡ଼ିତା । ଏଯାଏଁ ଧରାପଡିନି ମୁଖ୍ୟ ଅଭିଯୁକ୍ତ

କନକ ବ୍ୟୁରୋ: କିଛି ଦିନ ତଳେ ବାଲେଶ୍ୱର ଭୀମାପୁରା ଅଞ୍ଚଳର ବନିତା ସିଂ ଯେତେବେଳେ ମନ୍ଦିରରେ ଚନ୍ଦନ ରାଣାଙ୍କୁ ପ୍ରେମ ବିବାହ କରିଥିଲେ, ସେତେବେଳେ ଜାଣିନଥିଲେ ସେ କେତେବଡ଼ ଭୁଲ କରୁଛନ୍ତି । ତାଙ୍କର ସାମାନ୍ୟତମ ଧାରଣା ନଥିଲା, ଯାହାକୁ ସାତ ଜନ୍ମର ସାଥୀ ବାଛିଛନ୍ତି, ସେ ସ୍ୱାମୀ ନୁହେଁ,…

ୟୁନିକ ପବ୍ଲିକ ସ୍କୁଲ ନବରଙ୍ଗପୁରର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପି ବାଲାଜୀ ରେଡ୍ଡୀ।

କନକ ବ୍ୟୁରୋ: ୟୁନିକ ପବ୍ଲିକ ସ୍କୁଲ ନବରଙ୍ଗପୁର ସହରର ଏକ ମର୍ଯ୍ୟାଦା ସମ୍ପନ୍ନ ସ୍କୁଲ, ଦୀର୍ଘ ୨୮ବର୍ଷ ହେଲା ଶିକ୍ଷାକ୍ଷେତ୍ରରେ ତାର ଅବଦାନ ଜାରି ରହିଛି । ଅଭିଭାବକଙ୍କ ସହଯୋଗ ଆଉ ଆଶୀର୍ବାଦ ଦ୍ୱାରା ଏହା ସମ୍ଭବପର ହୋଇପାରିଛି । ୨୦୨୦ମସିହାରେ ସିବିଏସଇ ଆଫିଲେସନ ପ୍ରାପ୍ତ ହୋଇଛି ଏହି…

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ । ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କଲେ ଉତ୍ସର୍ଗ

କନକ ବ୍ୟୁରୋ: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜିନିବେଶ ନେଇ କଲେ ଆଲୋଚନା ।

କନକ ବ୍ୟୁରୋ: ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଏମଡି ମୁକେଶ ଆମ୍ବାନୀଙ୍କୁ ଭେଟିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାକୁ ମଜବୁତ କରିବା ଏବଂ ଓଡ଼ିଶାକୁ ନିବେଶର ଏକ ଉତ୍ତମ ସ୍ଥାନ ଭାବେ ଗଢ଼ି ତୋଳିବା ଦିଗରେ ନବୀନ…