Daily Archives

February 1, 2023

ନବଙ୍କ ପାଖେ ପାଖେ ରହୁଥିଲେ ଗୋପାଳ: ମାରିବାକୁ ଖୋଜୁଥିଲେ ସୁଯୋଗ !

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଯେତିକି ଯେତିକି ଆଗଉଛି, ସେତିକି ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଧିରେ ଧିରେ ସ୍ପଷ୍ଟ ହେଉଛି ଅଭିଯୁକ୍ତ ଗୋପାଳ ଦାସ କେମିତି ନବ ଦାସଙ୍କୁ ମାରିବାକୁ ବହୁ ଦିନ ହେଲା ସୁଯୋଗ ଖୋଜୁଥିଲା । ଫଟୋ କହୁଛି ମନ୍ତ୍ରୀ ନବ ଦାସଙ୍କ କେତେ…

ବଜେଟରେ ରେଳ ବିଭାଗକୁ ମିଳିଲା ୨ ଲକ୍ଷ ୪୦ ହଜାର କୋଟି । ଗତ ବର୍ଷ ଅପେକ୍ଷା ବଢିଲା ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ।

କନକ ବ୍ୟୁରୋ: ଚଳିତ ବଜେଟରେ ରେଲୱେ ପାଇଁ ୨ ଲକ୍ଷ ୪୦ ହଜାର କୋଟି ବ୍ୟୟବରାଦ କରାଯାଇଛି । ଗତ ବଜେଟରେ ଏହି ପରିମାଣ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଥିଲା । ଫଳରେ ଚଳିତ ବଜେଟରେ ରେଲୱେ ପାଇଁ ୧ ଲକ୍ଷ କୋଟି ଅଧିକ ବ୍ୟୟବରାଦ କରାଯାଇଛି । ସୀତାରମଣ କହିଛନ୍ତି ଯେ, ଶହେଟି ଯୋଗାଯୋଗ ଭିତିଭୂମି…

ନବ ଦାସ ହତ୍ୟା ପଛର ରହସ୍ୟ କ’ଣ? ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଯେଉଁଭଳି ଢ଼ଂଗରେ ହେଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ପୋଲିସ ପରେ ମାମଲାର କ୍ରାଇମବ୍ରାଂଚ ତଦନ୍ତ କରୁଛି । କିନ୍ତୁ ୭୨ଘଂଟା ପରେ ବି ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇପାରିନି ତଦନ୍ତକାରୀ ସଂସ୍ଥା । ଆଉ ଏତିକିବେଳେ ତଦନ୍ତ ପକ୍ରିୟାକୁ…

ଆସିଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ହିସାବ କିତାବ । ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ଜାଣନ୍ତୁ, କେଉଁ ବିଭାଗ…

କନକ ବ୍ୟୁରୋ: ଯେତେବେଳେ ସାରା ବିଶ୍ୱରେ କରୋନା ଓ ୟୁକ୍ରେନ-ଋଷ୍ ଯୁଦ୍ଧର ପ୍ରଭାବ ପଡ଼ିଛି, ବିଶ୍ୱ ଅର୍ଥନୀତି ଧିମେଇ ଚାଲିଛି, ଠିକ୍ ଏପରି କିଛି କଷ୍ଟକର କିନ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ସମାଜ ଓ…

ବଜେଟର ସପ୍ତସୂତ୍ରୀ ଫର୍ମୁଲା: ମୋଦୀ ସରକାରଙ୍କ ବଜେଟରେ ୭ ପ୍ରସଙ୍ଗକୁ ଗୁରୁତ୍ୱ

କନକ ବ୍ୟୁରୋ: ସାରା ଦେଶର ନଜର ଅଟକି ରହିଥିଲା, ନିର୍ବାଚନ ପୂର୍ବରୁ ଆସୁଥିବା ବଜେଟ୍ ତଥା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କୁ କ’ଣ ଭେଟି ଦେବେ? ଜନତାଙ୍କ ଏହି ଉକ୍ରଣ୍ଠା ଭିତରେ ବଜେଟକୁ ଅମୃତ କାଳର ବଜେଟର ଆଖ୍ୟ ଦେଇ…

ବଢ଼ିଲା ଆୟକର ଛାଡ଼ ସୀମା: ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼

କନକ ବ୍ୟୁରୋ: ମଧ୍ୟବିତଙ୍କୁ ଆଶ୍ୱସ୍ତ କଲେ ଅର୍ଥମନ୍ତ୍ରୀ । ୨୦୨୩-୨୪ ସାଧାରଣ ବଜେଟରେ ଟିକସ ସ୍ଲାବରେ ବଡ଼ ପରିବର୍ତନ କରାଯାଇଛି । ଆୟକର ଛାଡ଼ ସୀମାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୫ ଲକ୍ଷ ଟଙ୍କା ଥିଲା । ୨୦୨୦ରେ ଆସିଥିବା ନୂଆ ଟ୍ୟାକ୍ସ ରେଜିମ୍ରେ ଟ୍ୟାକ୍ସ…