Daily Archives

February 1, 2023

ଆସିଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ । ଶସ୍ତା ହେବ ଖେଳଣା, ସାଇକେଲ, ମୋବାଇଲ ଫୋନ । ମହଙ୍ଗା ହେଲା ସିଗାରେଟ୍,…

କନକ ବ୍ୟୁରୋ: ବଜେଟରେ କଣ ଶସ୍ତା ହେଲା ଓ କଣ ମହଙ୍ଗା ହେଲା? ଏହାରି ଉପରେ ଜନସାଧାରଣଙ୍କ ନଜର ରହିଥାଏ । କାରଣ ଏହା ସିଧାସଳଖ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଏ । ଆଜିର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଷ୍ଟମ ଡ୍ୟୁଟି, ସେସ୍ ଓ ସରଚାର୍ଜରେ ପରିବର୍ତ୍ତନ କରିଛନ୍ତି ।…

ଖେଲୋ ଇଣ୍ଡିଆକୁ ମୋଦୀ ସରକାରଙ୍କ ଗୁରୁତ୍ୱ: କ୍ରିଡା ପାଇଁ ଆସିଲା ବଡ ବଜେଟ

କନକ ବ୍ୟୁରୋ: ଆଜି କେନ୍ଦ୍ର ସରକାର ସାଧାରଣ ବଜେଟ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଖେଳ ମନ୍ତ୍ରାଳୟର ଏହି ବଜେଟରେ ସରକାର ଏଥର ବଡ ଧରଣର ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର କ୍ରିଡା ପାଇଁ ୩,୩୮୯ କୋଟିର ବଜେଟ ଘୋଷଣା କରିଛନ୍ତି, ଯାହା ପଛ…

ବୁଲାବୁଲି କରିବା ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ଖୁସିର ଖବର, ଏହି ଯୋଜନା ଜରିଆରେ ପର୍ଯ୍ୟଟକଙ୍କୁ ମିଳିବ ଅନେକ ସୁବିଧା…

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକବର୍ଷ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନୀ କରିଛନ୍ତି । ମୋଦୀ ସରକାରର ଦ୍ୱିତୀୟ ପାଳିର ଶେଷ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନା କରିଛନ୍ତି ନିର୍ମଳା । ଏହି ବଜେଟ ଅଭିଭାଷଣ ସମୟରେ ଅଲଗା ଅଲଗା କ୍ଷେତ୍ର ପାଇଁ ବିଭିନ୍ନ ଘୋଷଣା କରିଛନ୍ତି ସେ ।…

ପର୍ଯ୍ୟଟନ କ୍ଷେତ୍ରରେ ସରକାରଙ୍କ ଖାସ୍ ଯୋଜନା । ମିଳିବ ନିଯୁକ୍ତି ସୁଯୋଗ ।

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ବଜେଟ୍ । ଏହି ବଜେଟରେ ସ୍ୱାସ୍ଥ୍ୟ, କୃଷି ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ଘୋଷଣା ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ଆଣିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟଟନକୁ…