Daily Archives

January 23, 2023

କୋଟିଆବାସୀଙ୍କ ପାଇଁ ଖୁସି ଖବର: କାର୍ଯ୍ୟକ୍ଷମ ହେଲା ଶୀତଳ ଭଣ୍ଡାର, ମାସ ମାସ ପର୍ଯ୍ୟନ୍ତ ଷ୍ଟ୍ରବେରି ସହ ବିଭିନ୍ନ…

କନକ ବ୍ୟୁରୋ: କମ୍ ଦରରେ ଆଉ ଷ୍ଟ୍ରବେରି ବିକିବେନି କୋଟିଆବାସୀ । ପାହାଡ ଉପରୁ ଆମଦାନୀ ପନିପରିବା ବି କମ୍ ଦରରେ ବିିକିବେନି । ଏଥର ଦଲାଲ ଶିଖିବେ ବୁଦ୍ଧି । ଲୋକଙ୍କୁ ଠକି ମାଲାମାଲ ହେଉଥିବା ଦଲାଲ ଏବେ ଆଉ କୌଣସି ହାଲରେ ଠକିପାରିବେନି । କୋଟିଆବାସୀଙ୍କ ଷ୍ଟ୍ରବେରୀ ଚାହିଦା ଏବେ ବହୁତ ।…

ଘନ କୁହୁଡି କରୁଛି କଲବଲ, ବଳଙ୍ଗାରେ କୁହୁଡି ଯୋଗୁ ଏକର ଏକର ଅମଳ ଫସଲ ପରିବା ନଷ୍ଟ।

କନକ ବ୍ୟୁରୋ: ଘନ କୁହୁଡି ଯୋଗୁ ଚିନ୍ତାରେ ପଡିଛି ଚାଷୀକୂଳ । କିଛି ଦିନ ଧରି ଘନକୁହୁଡି ଆସ୍ତରଣ ଜମି ରହୁଛି । ଯାହାଫଲରେ ଚାଷ ସବୁ ନଷ୍ଟ ହେବାରେ ଲାଗିଲାଣି । ପୁରୀ ନିମାପଡାର ବଳଙ୍ଗା ଅଞ୍ଚଳରେ ୧୫ ଦିନ ଧରି କୁହୁଡି ଆସ୍ତରଣ ଜମିଛି । ଏନେଇ ସାଧାରଣ ଜନଜୀବନରୁ ନେଇ ଫସଲ ଉପର ମଧ୍ୟ ପ୍ରଭାବ…

ଝାରସୁଗୁଡା ବନ୍ଧବାହାଲ ହତ୍ୟା ଘଟଣାର ପର୍ଦ୍ଦାଫାଶ। ଦେଢବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପାଇଖାନା ଟାଙ୍କିରୁ…

କନକ ବ୍ୟୁରୋ: ଦୀର୍ଘଦିନ ପରେ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ । ନିଖୋଜ ଯୁବକଙ୍କ ମୃତଦେହ ପାଇଖାନା ଟାଙ୍କୀରୁ ଉଦ୍ଧାର ହୋଇଛି । ଯୁବକ ଜଣଙ୍କୁ ହତ୍ୟା କରି ପୋତି ଦେଇଥିବା ଘଟଣା ସମାନାକୁ ଆସିଥିବା ବେଳେ ତାଙ୍କ ପତ୍ନୀ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ୱୀକାର କରିଛନ୍ତି । ଯୁବକ ଜଣକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାକୁ ନେଇ ଦ୍ୱନ୍ଦ। ସାମନାକୁ ଆସୁଛି ନୂଆ ନୂଆ ବିବାଦ, ଲାଞ୍ଚ ନଦେଲେ ମିଳୁନି ଆବାସ…

କନକ ବ୍ୟୁରୋ: ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ ଚାହିଁବସିଥିଲେ ଲୋକେ । ହେଲେ ତାଲିକାରେ କିନ୍ତୁ ନାଁ ନାହିଁ । ଲାଞ୍ଚ ନଦେଲେ ମିଳୁନି ଆବାସ ଘର । ବିଭିନ୍ନ ସ୍ଥାନରେ ଏହି ଆବାସ ଯୋଜନା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ବସ୍ତାରେ ବହୁ ହିତାଧିକାରୀଙ୍କ ନାଁ ତାଲିକାରେ ନାହିଁ । କିଏ…

କେବେ କ୍ରିକେଟ୍, ଆଉ କେବେ ହକିରେ ଭାଙ୍ଗିଛି ବିଶ୍ୱକପ୍ ସ୍ୱପ୍ନ । ଟିମ୍ ଇଣ୍ଡିଆ ପାଇଁ ସବୁବେଳେ କାଳ ନ୍ୟୁଜିଲାଣ୍ଡ ଦଳ…

କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତିଛି । ବିଶ୍ୱକପ୍ ପରେ ବିଶ୍ୱକପ୍ ଯାଇଛି । ହକି ବିଶ୍ୱକପ୍ ହେଉ ଅବା କ୍ରିକେଟର ବିଶ୍ୱକପ୍ । ସବୁ ବେଳେ ସବୁ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ କାଳ ସାଜିଛି ମାତ୍ର ଗୋଟିଏ ଦଳ । ଭାରତର ବିଶ୍ୱକପ୍ ସ୍ୱପ୍ନକୁ ସବୁବେଳେ ଭାଙ୍ଗି ରୁଜି ଚୁରମାର କରିଦେଇଛି…

ସୟଦ ମୋଦୀ ହତ୍ୟାକାଣ୍ଡ ମାମଲା, ଭଗବତୀ ସିଂହଙ୍କୁ କୋର୍ଟରୁ ଝଟକା।

କନକ ବ୍ୟୁରୋ: ସୁପ୍ରିମକୋର୍ଟ ୩୪ ବର୍ଷ ପୁରୁଣା ବ୍ୟାଡମିଣ୍ଟନ ଖେଳାଳି ସୟଦ ମୋଦୀ ହତ୍ୟାକାଣ୍ଡରେ ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ ସାମିଲ ଥିବା ସୁଟର ଭଗବତୀ ସିଂହ ଓରଫ ପପୁକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟ ଅଭିଯୁକ୍ତଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଆବେଦନକାରୀଙ୍କ ଓକିଲଙ୍କ…