Daily Archives

January 23, 2023

ଶନିଦେବଙ୍କୁ ସୁନା କଳସ ଦାନ ନେଇ ମୁହଁ ଖୋଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: କହିଲେ, ଦାନ କଲେ ଭୁଲ ରହିଲା କେଉଁଠି

କନକ ବ୍ୟୁରୋ: ଶନିଙ୍କୁ ସୁନା କଳସ ଦାନ, ସତ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଛନ୍ତି, ଠାକୁରଙ୍କୁ ଦାନ କରିବାରେ ଭୁଲ୍ ରହିଲା କେଉଁଠି । ଓଡିଶାବାସୀ ଖୁସିରେ ରହିବା ପାଇଁ ସେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନ କରିଛନ୍ତି । ତେବେ ସେ କଳସ ପାଇଁ ମାତ୍ର ୧୦ଲକ୍ଷ ଟଙ୍କା…

ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ନିର୍ବାଚନ ଲଢ଼ିବାକୁ ଦଳକୁ କରିଛନ୍ତି ଅନୁରୋଧ

କନକ ବ୍ୟୁରୋ: ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚ୍ୟାପ୍ଟର କାର୍ଯ୍ୟକ୍ରମରେ ଭାଗ ନେଇ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ନିର୍ବାଚନରେ ଲଢ଼ିବେ କି…

ଭଗତ ସିଂହ କୋଶିଆରୀ ରାଜ୍ୟପାଳ ପଦରୁ ହଟିବା ନେଇ ଦେଲେ ସଙ୍କେତ। ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଲେ ଇଚ୍ଛା।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶୀଘ୍ର ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ ଚାହୁଁଛନ୍ତି । ପ୍ରତ୍ୟେକ ରାଜନୈତିକ…

ଆଇସିସି ବାର୍ଷିକ ପୁରସ୍କାର: ଟି-୨୦ରେ ଭାରତର ଦବଦବା। ସୂର୍ଯ୍ୟଙ୍କ ସମେତ ୩ ଖେଳାଳି ସାମିଲ।

କନକ ବ୍ୟୁରୋ: ୨୦୨୨ ବର୍ଷ ପାଇଁ ଆଇସିସି ଦ୍ୱାରା ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ସୋମବାର ପ୍ରଥମେ ଆଇସିସି ଟି-୨୦ ଟିମ୍ ଅଫ୍ ଦି ଇୟରର ଘୋଷଣା କରାଯାଇଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ଚଳିତ…

ସର୍ଜିକାଲ ଷ୍ଟ୍ରାଇକର ମିଛ ପ୍ରଚାର, କେଉଁଠି ଅଛି ପ୍ରମାଣ? ଦିଗବିଜୟ ସିଂଙ୍କ କେନ୍ଦ୍ର ଉପରେ ଟାର୍ଗେଟ।

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ଦିଗବିଜୟଙ୍କ ବଡ ବୟାନ । ପୁଣିଥରେ ଦିଗବିଜୟ ସିଂହ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକର କଥା ଆମେ କହୁଛି ଆମେ କେତେ ଜଣଙ୍କୁ ମାରିଛି ତାର ପ୍ରମାଣ କଣ ରହିଛି । କେବଳ ମିଛ…

କର୍ଣ୍ଣାଟକ ହିଜାବ ମାମଲା: ମୁଖ୍ୟ ବିଚାରପତି କହିଲେ, ଶୀଘ୍ରହେବ ମାମଲାର ଶୁଣାଣି।

କନକ ବ୍ୟୁରୋ: କର୍ଣ୍ଣାଟକ ହିଜାବ ବିବାଦରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି ନେଇ ଆବେଦନ କରାଯାଇଛି । ସିଜେଆଇ ଜଷ୍ଟିସ ଚନ୍ଦ୍ରଚୁଡ ଶୀଘ୍ର ନୂଆ ବେଞ୍ଚ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କୋର୍ଟରେ ଦୁଇ ଜଣ ଜଜଙ୍କ ମଧ୍ୟରେ ସହମତି ନହେବା କାରଣରୁ ଏହାକୁ ତିନିଜଣିଆ ବେଞ୍ଚକୁ ସ୍ଥାନାନ୍ତର…