Daily Archives

January 22, 2023

୨୦୨୪ ଉପରେ ବିଜେପିର ଫୋକସ । ବୁଥ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ବ୍ଲୁ-ପ୍ରିଣ୍ଟ । ବିଜେଡି କହିଲା, ବାହାସ୍ଫୋଟ…

କନକ ବ୍ୟୁରୋ: ୨୪ ପୂର୍ବରୁ ସମରସଜ୍ଜା ଆରମ୍ଭ କରିଛି ରାଜ୍ୟ ବିଜେପି । ୨ ସୂତୀକୁ ଆଧାର କରି ରାଜା ସରକାରଙ୍କୁ ଘେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରାଯିବ । ଏଥିପାଇଁ ୩୭ ହଜାର ବୁଥକୁ ଚିହ୍ନଟ କରାଯାଇଛି । ଏଥିପାଇଁ…

ଏପଟେ ଗାଳି ସେପଟେ ତାଳି । ପତ୍ନୀଙ୍କ ସହ ବିବାଦ ଭିତରେ ଗୀତ ଗାଇଲେ ହ୍ୟୁମାନ ସାଗର । କହିଲେ ଏମିତି କଥା…

କନକ ବ୍ୟୁରୋ: ଏପଟେ ଗାଳି ସେପଟେ ତାଳି । ପାରିବାରିକ ବିବାଦ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବାବେଳେ ଷ୍ଟେଜ ସୋରେ ଦେଖିବାକୁ ମିଳିଛି ହ୍ୟୁମାନ ସାଗରଙ୍କୁ । ଦେବଗଡର ପ୍ରଧାନପାଟ ଉତ୍ସବରେ ସାମିଲ ହୋଇ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ । ଆଉ କହିଛନ୍ତି, ବାପା ମାଙ୍କଠାରୁ କେହି ନୁହେଁ…

ତେଜିଲା ହ୍ୟୁମାନ ସାଗରଙ୍କ ଘରକଳି । ପୁଣି ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଶ୍ରେୟା । ସବୁ ଅଭିଯୋଗକୁ ଖଣ୍ଡନ କଲେ…

କନକ ବ୍ୟୁରୋ: ଓଲିଉଡ୍ ଗାୟକ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ କମିବା ବଦଳରେ ଅଧିକ ତେଜିବାରେ ଲାଗିଛି । ପତ୍ନୀ ଶ୍ରେୟା ଆଜି ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପର୍କକୁ ସୁଧାରିବା ପରିବର୍ତ୍ତେ ଅଧିକ ଜଟିଳ କରିଛି । ସାମ୍ବାଦିକ ସମ୍ମିଳନୀ…

ଢେଙ୍କାନାଳ ସରାଙ୍ଗର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରତୀକ ସେଠୀଙ୍କ କମାଲ। ପକ୍ଷାଘାତ ପାଇଁ ନୂଆ ଯନ୍ତ୍ର।

କନକ ବ୍ୟୁରୋ: ପକ୍ଷାଘାତ ରୋଗୀଙ୍କ ପାଇଁ ତିଆରି ହୋଇଛି ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ ତିଆରି କରିଛି ମାତ୍ର ୧୧ବର୍ଷର ଛାତ୍ର । ଏଣିକି ପାରାଲିସିସ ଆକ୍ରାନ୍ତଙ୍କ ପାଇଁ ଏହି ପ୍ରକଳ୍ପ ବେଶ ଫଳଦାୟୀ ହୋଇପାରିବ । ଏହି ଡିଭାଇସ ବନାଇଥିବା କୁନି ବୈଜ୍ଞାନିକ ଜଣକ ହେଉଛନ୍ତି ଢେଙ୍କାନାଳ ପରଜଙ୍ଗ…

ଦୀର୍ଘ ୧୫ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ତାମିଲନାଡୁ ଏନଜିଓରେ ଠାବ କଲେ ଭାଇ।

କନକ ବ୍ୟୁରୋ: ଦୀର୍ଘ ୧୫ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ । ୨୦୦୮ରୁ ମାନସିକ ଭାରସାମ୍ୟ ହରାଇ ପୁଅ ଘରୁ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ବି ପତା ମିଳିଲାନି । ପୁଅ ମୃତ କି ଜୀବିତ ଘର ଲୋକଙ୍କୁ ଜଣାନଥିଲା । ତେବେ ଦୀର୍ଘ ବର୍ଷ ପରେ ନିଜ ଘର ସୁବର୍ଣ୍ଣପୁର ତରଭା…

ଦଶରଥପୁରରେ ଆବାସ ତାଲିକାରେ ବ୍ୟାପକ ହେରଫେର ଅଭିଯୋଗ। ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଲୋକେ।

କନକ ବ୍ୟୁରୋ: ଆବାସ ତାଲିକାରେ ବ୍ୟାପକ ହେରଫେର ଅଭିଯୋଗ । ଯାଜପୁର ଦଶରଥପୁରର ତରପଦା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଲୋକେ । ତରପଦା ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନେ ହୋହାଲ୍ଲା କରିଥିବା ଦେଖାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ଲଗାଯାଇଥିବା ତାଲିକାରେ ୮୦ ପ୍ରତିଶତ ବ୍ୟକ୍ତି…