Daily Archives

January 22, 2023

ଜମି ଫେରିପାଇବାକୁ ୧୮ ବର୍ଷର ଲଢେଇ। ଗୁହାରୀ କରି କରି ନିରାଶ ରାୟଗଡାର ବୃଦ୍ଧ ଦମ୍ପତ୍ତି।

କନକ ବ୍ୟୁରୋ: ଜମି ଫେରି ପାଇବାକୁ ୧୮ ବର୍ଷର ଲଢେଇ । ହେଲେ ଏଯାଏଁ ମିଳୁନି ନ୍ୟାୟ । ବିଭିନ୍ନ ସ୍ଥାନରେ ଅଭିଯୋଗ କରିବା ପରେ ଏବେ ଜୀବନ ହାରିବାକୁ ଧମକ ଦେଇଛନ୍ତି ବୃଦ୍ଧ ଦମ୍ପତି । କମ୍ପାନୀ କରିଛି ଚଞ୍ଚକତା । ୪୪ସେଣ୍ଟ ଜମି ବଦଳରେ ଟଙ୍କା ଦେଇ ହଡପ କରିନେଇଛି ତାଠୁ ଅଧିକ ଜମି । ଆଉ ନିଜ…

ସବୁଠି ପ୍ରଧାନମନ୍ତ୍ରୀ ଆବାସ ଭେଳିକି। କାନ୍ଥରେ ଲଗାଯାଉଥିବା ଲମ୍ବା ତାଲିକାକୁ ନେଇ ବିବାଦ।

କନକ ବ୍ୟୁରୋ: ଅଭାବ ଅନଟନ ଭିତରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଓଳିଏ ଭଲରେ ଖାଇବାକୁ ମିଳୁନଥିବା ବେଳେ ଜରିପାଲ ଟଣା ଘରେ ରହୁଛନ୍ତି ଲୋକେ । ବୟସର ଅପରାହ୍ନରେ ପହଞ୍ଚିଥିବା ଲୋକଙ୍କ ପାଇଁ ଘର ଯେମିତି ସ୍ୱପ୍ନ ପାଲଟିଛି । ସରକାରଙ୍କ ଆବାସ ଯୋଜନା ବି ବହୁଦୂରରେ । ଧନୀ ଯୋଜନା ହାତେଇ…

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାରେ ଲୋକେ । ଜାଣନ୍ତୁ କାହିଁକି ଇସ୍ରାଏଲରେ ହେଉଛି ସବୁଠାରୁ…

କନକ ବ୍ୟୁରୋ: ଇସ୍ରାଏଲରେ ଏକ ଲକ୍ଷରୁ ଅଧିକ ଲୋକ ରାସ୍ତାରେ ଧାରଣା ଦେଉଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସରକାରର ନ୍ୟାୟିକ ପ୍ରଣାଳୀର ପରିବର୍ତ୍ତନ ଯୋଜନା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏମାନଙ୍କର ଅଭିଯୋଗ ଯେ ନ୍ୟାୟିକ ପ୍ରଣାଳୀରେ ପରିବର୍ତ୍ତନ ଯୋଜନା ଦେଶର…

ଉତ୍ତର ପ୍ରଦେଶରେ ନିଆରା ମଲ୍, ଏଠି ମାଗଣାରେ ମିଳେ ଜୋତା, କମ୍ବଳ ଓ ସ୍ୱେଟର

କନକ ବ୍ୟୁରୋ : ଆପଣ ଭାବନ୍ତୁ ତ ଆପଣ ସିପିଂ ମଲକୁ ଯାଇଥିବେ ସେଠାରେ ଆପଣଙ୍କୁ ମାଗଣାରେ ଜୋତା, କମ୍ବଳ ଓ ସ୍ୱେଟର ମିଳିଯିବ । ଏହା ସ୍ୱପ୍ନ ଭଳି ଲାଗୁଥିଲେ ବି ସତ । ଏହା ପୁଣି ଅନ୍ୟ କେଉଁଠି ନୁହେଁ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ରହିଛି ଏଭଳି ମଲ । ଏହି ମଲକୁ ନେଇ ଏବେ ବେଶ୍…

ନୂଆ ମୋଡରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନକୁ କରାଗଲା ଯୁଦ୍ଧାସ୍ତ୍ରର ଟେଷ୍ଟିଂ ଲ୍ୟାବ୍।

କନକ ବ୍ୟୁରୋ: ଅସ୍ତ୍ରଶସ୍ତ୍ରର ପ୍ରୟୋଗଶାଳା ପାଲଟିଛି ୟୁକ୍ରେନ । ୟୁକ୍ରେନକୁ ଋଷ ସହ ଯୁଦ୍ଧ ଲଢାଇ ନିଜ ଯୁଦ୍ଧାସ୍ତ୍ରର ପରୀକ୍ଷା ନିରୀକ୍ଷା କରୁଛନ୍ତି ପାଶ୍ଚାତ୍ୟ ଦେଶ । ୟୁକ୍ରେନକୁ ନିଜ ସୁବିଧା ଓ ଫାଇଦା ଅନୁସାରେ ବ୍ୟବହାର କରୁଛନ୍ତି କିଛି ଦେଶ । ଆମେରିକା ବ୍ରିଟେନ୍ ଦେଶ ଏମିତି ଏକ…

ଯୁଦ୍ଧରେ ବ୍ୟବହାର ହେଉଛି ନୂଆ ନୂଆ ଯୁଦ୍ଧାସ୍ତ୍ର। ଆମେରିକା ୟୁରୋପ ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରର ଅସ୍ତ୍ରଶସ୍ତ୍ର…

କନକ ବ୍ୟୁରୋ: ରୁଷ ୟୁକ୍ରେନ ଯୁଦ୍ଧରେ ବ୍ୟବହାର ହେଉଛି ନୂଆ ନୂଆ ଯୁଦ୍ଧାସ୍ତ୍ର । ଏହି ସବୁ ଯୁଦ୍ଧାସ୍ତ୍ର ଗୁଡିକୁ ୟୁକ୍ରେନ ପାଇଁ ଯୋଗାଇ ଦେଉଛନ୍ତି ଆମେରିକା ସମେତ ୟୁରୋପ ଓ ନାଟୋ ଦେଶର ମିଳିତ ସେନା ବାହିନୀ । ଯାହା ଫଳରେ ରୁଷ ଭଳି ଅଦ୍ୱିତୀୟ ସାମରିକ ଶକ୍ତିକୁ ଦୀର୍ଘ ୧୧ ମାସ ଧରି…