Daily Archives

January 19, 2023

ଯନ୍ତର ମନ୍ତରରେ ରେସଲର୍, ତେଜିଲା ବ୍ରଜଭୂଷଣଙ୍କ ବିରୋଧରେ ପ୍ରତିବାଦର ସ୍ୱର

କନକ ବ୍ୟୁରୋ : ଦିଲ୍ଲୀ ଯନ୍ତର ମନ୍ତରରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପୂରା ଦେଶକୁ ଦୋହଲାଇ ଦେଇଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଡ଼ ବଡ଼ କୁସ୍ତିଯୋଦ୍ଧାଙ୍କୁ ଧୁଳି ଚଟାଇଥିବା ପ୍ରାୟ ୩୦ କୁସ୍ତିଯୋଦ୍ଧା ଏକାଠି ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଆଖିରେ…

ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ‘ସେ’ ବିଗାଡ଼ିଲେ ସମ୍ପର୍କ? ଥାନା ଭିତରେ ହ୍ୟୁମାନ ଓ ସ୍ତ୍ରୀ…

କନକ ବ୍ୟୁରୋ: ସ୍ତ୍ରୀଙ୍କ ନିର୍ଯାତନା ଅଭିଯୋଗ ଆଧାରରେ କେସ ଡାଏରୀ କରି ଆଜି ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କଟକ ମହିଳା ଥାନାକୁ ଡକାଯାଇଥିଲା । ଉଭୟ ଥାନାରେ ପହଞ୍ଚିବା ପରେ ସିଙ୍ଗିଙ୍ଗ ଷ୍ଟାର ଦମ୍ପତିଙ୍କ କଳି ପଦାକୁ ଆସିଛି । ଶ୍ରେୟାଙ୍କ ବାପା କହିଛନ୍ତି ଯେ, ହ୍ୟୁମାନଙ୍କ ଅନ୍ୟଜଣେ…

‘ପିଓକେ ଉପରେ କବଜା କରିବ ଭାରତ’, ପାକିସ୍ତାନ ନିଦ ହଜାଇଲା ଆମେରିକା ପ୍ରଫେସରଙ୍କ ବୟାନ

କନକ ବ୍ୟୁରୋ : ପ୍ରତିଟି କ୍ଷେତ୍ରରେ ପଛୁଆ ପଡ଼ିଯାଇଥିବା ପାକିସ୍ତାନରେ ସ୍ଥିତି ଦିନକୁ ଦିନକୁ ଅଣାୟତ ହେବାରେ ଲାଗିଛି । ଆର୍ଥିକ କ୍ଷେତ୍ରରେ ସୁଧାର ପାଇଁ ପାକିସ୍ତାନ ଏବେ ଅନ୍ୟ ଦେଶର ସହାୟତା ଲୋଡ଼ୁଛି । ମହଙ୍ଗା, ବେକାରୀ, ଦୁର୍ନୀତିକୁ ନେଇ ଚିନ୍ତାରେ ଥିବା ଲୋକେ ଶହବାଜ ସରକାରଙ୍କୁ…

ମଉଳିଯିବ ନୀତିଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ, କାହିଁକି ନୀତିଶଙ୍କୁ ଡାକିଲେନି କେସିଆର?

କନକ ବ୍ୟୁରୋ : ମୋଦୀଙ୍କୁ ମାତ୍ ଦେବାକୁ ଦିଲ୍ଲୀରେ ବିରୋଧୀଙ୍କ ମେଳି ପରେ ଏବେ ଦେଶରେ ସବୁଠି ଏହାକୁ ନେଇ ଚର୍ଚ୍ଚା । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଯୋଜନା କରୁଥିବା ବିରୋଧୀଙ୍କ ମେଳି କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଲାଣି । କାରଣ ଏବେ ବିରୋଧୀଙ୍କ…

ହ୍ୟୁମାନଙ୍କ ବିରୋଧରେ ଶ୍ରେୟାଙ୍କ ସାଂଘାତିକ ଅଭିଯୋଗ। ‘ଧର୍ମପରବିର୍ତ୍ତନ ପାଇଁ ପକାଉଥିଲେ ଚାପ’

କନକ ବ୍ୟୁରୋ: ଭଲ ପାଇ ବାହାହେଲେ । ହେଲେ ଏବେ ଘରୋଇ ହିଂସା ମାମଲାରେ ଥାନାର ଚକ୍କର କାଟୁଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟା । କଟକ ମହିଳା ଥାନାରେ ମୁହାଁମୁହିଁ ହୋଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା । ପୁଲିସ ସମନ ପରେ ଉଭୟ ଥାନାକୁ ଆସିଥିଲେ ।…

ବଣପାହାଡ ଘେରା ଆଦିବାସୀ ଗାଁରେ ନିଆରା ପରମ୍ପରା। ବର୍ଷ ବର୍ଷ ଧରି ଚାଲିଆସୁଛି ମାଲକାନଗିରି କୋୟା ଜନଜାତିଙ୍କ ପ୍ରଥା।

କନକ ବ୍ୟୁରୋ: ବଣପାହାଡ ଘେରା ଆଦିବାସୀ ଗାଁରେ ନିଆରା ପରମ୍ପରା । ବର୍ଷ ବର୍ଷ ଧରି ଚାଲିଆସୁଛି ତାଙ୍କର ପ୍ରଥା । ମାଲକାନଗିରି ପୁଷୁଗୁଡ଼ା ଗାଁରେ ରୁହନ୍ତି ଆଦିମ ଜନଜାତି କୋୟା ସଂପ୍ରଦାୟ । ସେମାନଙ୍କ ବିଶ୍ୱାସ ସ୍ୱୟଂ ମହାଦେବ ଓ ମାଆ ଆଦିଶକ୍ତି ତାଙ୍କ ସହ ରହିଛନ୍ତି । ପ୍ରଥା ଅନୁସାରେ…