Daily Archives

January 19, 2023

ଶିମିଳିପାଳରେ ପଶୁ ସର୍ଭେ। ବନ୍ୟଜନ୍ତୁଙ୍କ ସୁରକ୍ଷା ପ।।ଇଁ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ ଅଭିଯାନ।

କନକ ବ୍ୟୁରୋ: ଶିମିଳିପାଳରେ ପଶୁ ଗଣନା । ବନ୍ୟଜନ୍ତୁଙ୍କ ସୁରକ୍ଷା ପ।।ଇଁ ବିଭିନ୍ନ ପ୍ରୟାସ କରାଯାଉଛି । ସେମାନଙ୍କ ବାସସ୍ଥଳୀରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ଦିଆଯାଉଛି ଗୁରୁତ୍ୱ । ଏନେଇ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ ଅଭିଯାନ । ଶିମିଳିପାଳରେ ୨ହଜାର ୭୫୦…

ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି କାଶୀପୁର ପୁକିମସ୍କାର ଗାଁର କେଶବ। ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ।

କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ବି ହାର୍ ମାନିନାହାନ୍ତି । ସ୍ୱାଭିମାନର ସହ ବଞ୍ଚି ପରିବାର ଚଳାଉଛନ୍ତି । ନିଜର ଗୋଟିଏ ହାତ ହରାଇଥିଲେ ବି ସେହି ଗୋଟିଏ ହାତରେ ନିଜକୁ ସକ୍ଷମ କରିପାରିଛନ୍ତି । କାଶୀପୁର ପୁକିମସ୍କାର କେଶବ ନାୟକ । ବେଶୀ ପାଠ ପଢିନଥିଲେ ବି ବେଶ ରୋଜଗାରକ୍ଷମ ଥିଲେ । କରାଟେ…

ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ଶହ ଶହ ବସ୍ତା ଧାନ। ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ।

କନକ ବ୍ୟୁରୋ: ବର୍ଷ ସାରା ପରିଶ୍ରମ କରି ଚାଷୀ ଚାଷ କରିଛି । ହେଲେ ବିକ୍ରି ହୋଇନପାରିବାରୁ ଚାଷୀର ଚିନ୍ତା ବଢିଯାଇଛି । କେଉଁଠି ମଣ୍ଡିରେ ଖୋଲା ଆକାଶ ତଳେ ଦିନ ଦିନ ଧରି ଧାନ ପଡ଼ିରହୁଛି ତ ପୁଣି କେଉଁଠି କଟନୀ ଛଟନୀ ହେଉଛି । ଯାହାର ବିରୋଧ କରି ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ…

ଜୀବିତ ଥାଇ ବି ଭତା ତାଲିକାରୁ କଟିଯାଇଛି ନାଁ। ୮ମାସହେଲା ବେଲଗୁଣ୍ଠା ସାନଦୋଡ଼ଙ୍ଗା ଗାଁର ଜମ୍ଭୁ ବାରିକଙ୍କୁ ମିଳୁନି…

କନକ ବ୍ୟୁରୋ: ଜୀବିତ ଥାଇ ବି ଭତା ତାଲିକାରୁ କଟିଯାଇଛି ନାଁ । ଦୀର୍ଘ ୮ମାସ ହେଲା ଭତା ପାଇବାରୁ ବଞ୍ଚିତ ରହିଛନ୍ତି ଅସହାୟ ବୃଦ୍ଧା ଜଣକ । ବୟସର ଅପରାହ୍ନରେ ପହଞ୍ଚିଥିବା ୮୫ ବର୍ଷୀୟା ବୃଦ୍ଧା ହେଉଛନ୍ତି ଗଞ୍ଜାମ ବେଲଗୁଣ୍ଠା ସାନଦୋଡ଼ଙ୍ଗାର ଜମ୍ବୁ ବାରିକ । ବେସାହାରା ଏହି ବୃଦ୍ଧା ଜମ୍ବୁଙ୍କ…

କଳାପଟା ଗୋଟିଏ, ପାଳିକରି ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଜୟପୁର ତୁରୁଡିପୁଟରେ ପଢାଇବାକୁ ଅଛନ୍ତି ମାତ୍ର ଜଣେ…

କନକ ବ୍ୟୁରୋ: ସ୍କୁଲରେ ଅଛି ଗୋଟିଏ କଳାପଟା । ହେଲେ ସେଥିରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା । ତା ପୁଣି ଗୋଟିଏ ଶ୍ରେଣୀ ଗୃହରେ । ଗୋଟିଏ କଳାପଟାରେ ଭାଗଭାଗ କରି ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ । ଏହିଭଳି ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି ଜୟପୁର ତୁରୁଡିପୁଟ ବିଦ୍ୟାଳୟରେ…