Daily Archives

December 30, 2022

ଦୁନିଆକୁ ଅଲବିଦା କହିଲେ ଫୁଟବଲ ବାଦଶାହ । ୮୨ବର୍ଷ ବୟସରେ ପେଲେଙ୍କ ପରଲୋକ

କନକ ବ୍ୟୁରୋ : ସେ ଥିଲେ ଫୁଟବଲ ଦୁନିଆର ଜଣେ କିମ୍ବଦନ୍ତୀ ଖେଳାଳୀ । ମଇଦାନକୁ ଯେବେ ଓହ୍ଲାଉଥିଲେ ଯାଦୁଗର ପରି ଖେଳୁଥିଲେ । ତାଙ୍କ ମ୍ୟାଚ୍ ଦେଖିବାକୁ ମୌକା ମିଳିବା କୌଣସି ସ୍ୱପ୍ନଠୁ କମ୍ ନଥିଲା । ସିଏ ହେଉଛନ୍ତି ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳୀ ପେଲେ । ଯିଏକି କେବଳ ବ୍ରାଜିଲର…

ଭୁବନେଶ୍ୱର ରେଳ ଷ୍ଟେସନରେ ଶରଣ ମାଗୁଛନ୍ତି ରୁଷ୍ ନାଗରିକ: ହାତରେ ପ୍ଲାକାର୍ଡ ଧରି ସାହାଯ୍ୟ ଲୋଡୁଛନ୍ତି ଆଣ୍ଡ୍ରୁ ନାମକ…

କନକ ବ୍ୟୁରୋ: ରାୟଗଡାରେ ରୁଷ ସାଂସଦ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ, ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ରୁଷ୍ୀୟ ନାଗରୀକ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳଛି । ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ନୀତିକୁ ବିରୋଧ କରୁଥିବାରୁ ତାଙ୍କ ଜୀବନ…

ଦୁଲୁକୁଛି ମୁକ୍ତାକାଶ ରଙ୍ଗମଞ୍ଚ: ଧନୁଯାତ୍ରାର ତୃତୀୟ ଦିନରେ ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ

କନକ ବ୍ୟୁରୋ: ତ୍ରିପୁରାରୀ ବିଜୟ ମହାରାଜ କଂସ । ଭଉଣୀ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ, ମୃତ୍ୟୁର କାରଣ ଜାଣିବା ପରେ ଅଷ୍ଟମ ସନ୍ତାନକୁ ହତ୍ୟା କରିବାକୁ ମନସ୍ଥ କରିଛନ୍ତି । ଗୋଟିଏ ପରେ ଗୋଟିଏ ସନ୍ତାନକୁ ହରାଇ ଦେବକୀଙ୍କ ମାତୃ ହୃଦୟ ବିଳପି ଉଠିଛି । ଦେବକୀ ଓ ବସୁଦେବ ଯେତେ ଅନୁରୋଧ କଲେ…

ହକି ଗଡରେ ଅବହେଳିତ ଖେଳାଳି: ପାଖରେ ପୁଳା ପୁଳା ମେଡାଲ, ହେଲେ ଦାଦନରୁ ନେଇ ଗାଈ ଚରାଉଛନ୍ତି ଜାତୀୟ ସ୍ତରର ଖେଳାଳି 

କନକ ବ୍ୟୁରୋ: ହକି ଗଡରେ ଅବହେଳିତ ଖେଳାଳି । କିଏ ଯାଉଛି ଦାଦନ ଖଟିବାକୁ ତ ଆଉ କିଏ ଗାଈ ଚରାଉଛି । ହକି ଖେଳି ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିଥିଲେ । ହେଲେ ଏବେ ଅବହେଳିତ ହୋଇପଡ଼ିଛନ୍ତି ଏହି ଜାତୀୟ ସ୍ତରର ଖେଳାଳି ମାନେ । ସୁନ୍ଦରଗଡ ହେଉଛି ହକିର ଏନ୍ତୁଡିଶାଳ । ହେଲେ ଜାତୀୟ ସ୍ତରରେ ଖେଳି…

ଶ୍ରୀମନ୍ଦିରର କୁନି ଚୁନରା ସେବାୟତ: ବଡ ହେବାର ସ୍ୱପ୍ନ ସାଉଣ୍ଟୁଥିଲେ ବି କୌଳିକ ସେବାକୁ ଗୁରୁତ୍ୱ

କନକ ବ୍ୟୁରୋ: ଶ୍ରୀମନ୍ଦିରର କୁନି ଚୁନରା ସେବାୟତ । ବଡହେଲେ କର୍ଣ୍ଣେଲ ହେବେ ଆଉ ଦେଶ ସେବା କରିବେ । ହେଲେ ନିଜ କୌଳିକ ସେବାକୁ ଭୁଲିନାହାନ୍ତି । ସେବାୟତ ପରିବାରରେ ମୁଖ୍ୟ ସେବା ହେଉଛି ମହାପ୍ରଭୁଙ୍କ ସେବା । ଏହାରି ଭିତର ଅନନ୍ୟ ସେବକ ହେଉଛନ୍ତି ଚୂନରା ସେବାୟତ । ଏହି ସେବା ପାଇଁ ୯ବର୍ଷ…

ଉଠିଯିବ ବଜାର, ଚିନ୍ତାରେ ବ୍ୟବସାୟୀ: ରାସ୍ତା ପ୍ରଶସ୍ତିକରଣ ପାଇଁ ପାରାଦୀପର ଭୂତମୁଣ୍ଡାଇ ବଜାର ଉଚ୍ଛେଦକୁ ବିରୋଧ

କନକ ବ୍ୟୁରୋ: ଉଠିଯିବ ବଜାର । ଚିନ୍ତାର ପଡିଛନ୍ତି ବ୍ୟବସାୟୀ । ପରିବାର କିଭଳି ଚଳିବ ସେ ନେଇ ଏବେଠୁ ଘାରିଛି ଚିନ୍ତା । ପାରାଦୀପର ପ୍ରବେଶ ପଥରେ ରହିଛି ଭୂତମୁଣ୍ଡାଇ ବଜାର । ରାସ୍ତାକଡରେ ଥିବା ଏହି ବଜାରରେ ୨୦୦ ବ୍ୟବସାୟୀ ନିଜର ବ୍ୟବସାୟ ଚଳାଇଛନ୍ତି । ହେଲେ ଏବେ ରାସ୍ତା ପ୍ରଶସ୍ତିକରଣ…