Daily Archives

December 30, 2022

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ୧୧ ଜିଲ୍ଲାର ବଦଳିଲେ ଏସପି, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ନୂଆ…

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଜଗତସିଂହପୁର ଏସପି ଦାୟିତ୍ୱ ତୁଲାଉଥିବା ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେବା ସହ ଏସଏପିର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ଗଞ୍ଜାମର ଏସପି ଥିବା ବ୍ରିଜେଶ କୁମାର ରାୟ ଡିଆଇଜି ଭାବେ ପଦୋନ୍ନତି ପାଇବା…

ମଶାଣି ସାଜିଛି ଘର, ଦି ମୁଠା ଖାଇବାକୁ ଦିନରାତି ସଂଘର୍ଷ । ଇଏ ନାରାୟଣଙ୍କ କାହାଣୀ ।

କନକ ବ୍ୟୁରୋ : ନା ଅଛି ଘର ନା ଅଛି ଠିକଣା । ଦିନ ରାତି ବିତୁଛି ମଶାଣିରେ । ନାରାୟଣଙ୍କ ପରିଚୟ ଜଣେ ମଶାଣି ମଣିଷ । କଣାସ ବ୍ଲକ କାର୍ଯ୍ୟାଳୟଠାରୁ କିଛି ଦୂରରେ ଥିବା ମଶାଣିରେ ଯେମିତି ଜଗୁଆଳି ପାଲଟିଯାଇଛନ୍ତି ନାରାୟଣ । ପାଖରେ ଥିବା ଦୋକାନ ବଜାରରୁ କିଛି ମାଗିଯାଚି ପେଟ ପୋଷୁଥିବା ବେଳେ…

କେମିତି ହେଲା ଦୁର୍ଘଟଣା? ପୋଲିସକୁ ଋଷଭ କହିଲେ ଦୁର୍ଘଟଣା ପଛର କାହାଣୀ, ଜାଣନ୍ତୁ ଶରୀରର କେଉଁ ସ୍ଥାନରେ ଲାଗିଛି ଆଘାତ…

କନକ ବ୍ୟୁରୋ : ଶୁକ୍ରବାର ପାହାନ୍ତିଆ ପ୍ରହରରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଫେରୁଥିବା ବେଳେ ଋଷଭଙ୍କ ଗାଡି ଡିଭାଇଡରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଋଷଭଙ୍କ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ…

ବିହାର ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ

କନକ ବ୍ୟୁରୋ : ବିହାରରେ ବିଜେପିକୁ ବଡ ଝଟକା ଲାଗିଛି । ପ୍ରଥମେ ମେଣ୍ଟ ସରକାରରୁ ନୀତିଶ କୁମାର ଓହୁରି ଯିବା ପରେ ଏବେ ଦଳରୁ ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଇସ୍ତଫା ଦେଇଛନ୍ତି । ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ…

ହସ୍ପିଟାଲ ବେଡରେ ଋଷଭ, ଭାଇରାଲ ହେଲା ଉର୍ବଶୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କିଛି ଏମିତି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ…

କନକ ବ୍ୟୁରୋ : ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ସମୟରେ କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଋଷଭଙ୍କ ଗାଡି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ଅଳ୍ପକେ ରକ୍ଷା ପାଇ ଯାଇଛି ଋଷଭଙ୍କ ଜୀବନ । ଡିଭାଇଡରରେ ପିଟି ହେବା ପରେ ପନ୍ତଙ୍କ ଗାଡି…

ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସାଇବର ଠକେଇର ବାର୍ଷିକ ରିପୋର୍ଟ: ୧୨ମାସରେ ଯାଇଛି ୧୩କୋଟି ଫେରିଛି ୨କୋଟି ଟଙ୍କା

କନକ ବ୍ୟୁରୋ: ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ମାସରେ ଯାଇଛି ୧୩କୋଟି ଫେରିଛି ୨କୋଟି ଟଙ୍କା । ବିଭିନ୍ନ ରକମର ଥୋପ ଲଗାଇ ଲୁଟିଛନ୍ତି ସାଇବର ଲୁଟେରା । କେତେବେଳେ କ୍ରେଡିଟ କାର୍ଡ ତ ପୁଣି କେତେବେଳେ ଲୋନ୍ ଆପ୍ ଓ ନ୍ୟୁଡ କଲ ଏବଂ ଫେକ୍ କଲ ମାଧ୍ୟମରେ ଲୁଟିଛନ୍ତି…