Daily Archives

December 27, 2022

ସୁରତ ଟ୍ରିପଲ ମର୍ଡର ମାମଲା, ଆସିଲା ହତ୍ୟାପୂର୍ବର ସିସିଟିଭି ଫୁଟେଜ।

କନକ ବ୍ୟୁରୋ: ସୁରତରେ ମିଲମାଲିକ ଓ ତାଙ୍କ ୨ ଜଣ ସମ୍ପର୍କୀୟଙ୍କୁ ଓଡିଆ ଶ୍ରମିକ ହତ୍ୟା କରିବା ପୂର୍ବର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଆମ୍ରୋଲିର ଅଞ୍ଜାନି ଶିଳ୍ପାଂଚଳର ଦୃଶ୍ୟ ବୟାନ କରୁଛି ହତ୍ୟାକାଣ୍ଡ ପୂର୍ବରୁ ସେଠାରେ କଣ ଘଟିଥିଲା । ଓଡିଆ ଶ୍ରମିକଙ୍କୁ କେତେବେଳେ ହାତର ପୁଣି…

କରୋନାକୁ ନେଇ ପୁଣି ଥରେ ଭୟ ଭିତରେ ମନେପଡୁଛି କରୁଣ କାହାଣୀ। କନକ ନ୍ୟୁଜରେ ଅନୁଭୂତି କହିଲେ ମୃତ୍ୟୁ ମୁଖରୁ…

କନକ ବ୍ୟୁରୋ: ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାୟକ । ରାଜଧାନୀ ଦିଲ୍ଲୀରେ ଚାଲିଛି ଚିକିତ୍ସା । ବିଧାନସଭାରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କୁ ଦେଖିଥିବା ଲୋକଙ୍କୁ ତାଙ୍କର ବର୍ତ୍ତମାନର ଫୋଟୋ ଚକିତ କରିପାରେ । କରୋନାକୁ ହରାଇ ବିଜେପିର ଏହି ଟାଣୁଆ ବିଧାୟକ ଧିରେ ଧିରେ ସୁସ୍ଥ…

ରବର୍ଟ ଭଦ୍ରାଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଘେରିଲେ…

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମି ତଥା ଶିଳ୍ପପତି ରବର୍ଟ ଭଦ୍ରାଙ୍କ ଉପରେ ବଡ ଅଭିଯୋଗ ଆଣିଛି ବିଜେପି । ରାଜସ୍ଥାନରେ ଭଦ୍ରା ବଡ ଧରଣର ଜମି ଦୁର୍ନିୀତି କରିଥିବା ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି । ଚାଷୀ ଜମି…

ତାଇୱାନର ବାୟୁସୀମା ଓ ଜଳସୀମାରେ ଡ୍ରାଗନ କଲା ଯୁଦ୍ଧାଭ୍ୟାସ । ଉଭୟ ତାଇୱାନ ଓ ଆମେରିକାକୁ ଚେତାବନୀ ଦେଇ ସୀମାରେ ଚୀନ…

କନକ ବ୍ୟୁରୋ : ଗୋଟେ ପଟେ ଚୀନରେ କରୋନା କାଳ ଅନ୍ୟପଟେ ଚୀନ ସରକାର କିନ୍ତୁ ନିଜର ବିସ୍ତାରବାଦୀ ନୀତି ଛାଡିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ଅର୍ନ୍ତଜାତୀୟ ଗଣମାଧ୍ୟକ ରିପୋର୍ଟ ଅନୁସାରେ ତାଇୱାନ ବାୟୁସୀମାକୁ ଅତିକ୍ରମ କରି ବଡ ଧରଣର ଯୁଦ୍ଧାଭ୍ୟାସ କରିଛି । କେବଳ ବାୟୁସୀମାରେ ନୁହେଁ…

କରୋନା ମୁକାବିଲା ପାଇଁ ସାରାଦେଶରେ ମକଡ୍ରିଲ୍। ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ଭତ୍ତିିଭୂମିର କରାଗଲା ତଦାରଖ।

କନକ ବ୍ୟୁରୋ: ଯେଉଁ ଦୋଷ-ଦୁର୍ବଳତା କରୋନାର ଦ୍ୱିତୀୟ ଲହରରେ ରହିଯାଇଥିଲା, ସେହି ଭୁଲର ଯେମିତି ପୁନରାବୃତ୍ତି ନହେବ, ସେଥିପାଇଁ ଆଗକୁ ପ୍ରସ୍ତୁତ ହେଉଛି ଭାରତ । ବିଏଫ୍-୭ ଭାରିଆଣ୍ଟର ଭୟାବତାକୁ ଦୃଷ୍ଟିରେ ରଖି, ଦେଶର ସମସ୍ତ ପ୍ରମୁଖ ହସ୍ପିଟାଲରେ ହୋଇଛି ମହାମାରୀ ମୁକାବିଲାର ପ୍ରସ୍ତୁତି ।…

କୋଭିଡ ପ୍ରଳୟ ଭିତରେ ଚୀନ ସରକାରଙ୍କ ବଡ ଘୋଷଣା । ଜାନୁଆରୀ ୮ ତାରିଖରୁ ଖୋଲାଯିବ ସମସ୍ତ ସୀମା

କନକ ବ୍ୟୁରୋ : ଚୀନରେ କରୋନା ସ୍ଥିତି ଭୟଙ୍କର ହୋଇଛି । ଗତ ୨୦ ଦିନରେ ୨୫ କୋଟି ଲୋକେ ସଂକ୍ରମିତ ହେଲେଣି । ଦେଶରେ ଜିରୋ କୋଭିଡ ନୀତି ହଟିବା ପରଠୁ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଆଉ ଏହାରି ଭିତରେ ପୁଣି ଏକ ବଡ ନିଷ୍ପତି ନେଇଛନ୍ତି ସରକାର । ଆଗକୁ ଚୀନର ସମସ୍ତ ବର୍ଡର ଖୋଲା…