Daily Archives

December 27, 2022

ପୁଟିନ ହଟାଇ ଦିଅନ୍ତି ରାସ୍ତାର ସମସ୍ତ କଣ୍ଟା! ରାୟଗଡ଼ାରେ ରୁଷିଆ ରାଷ୍ଟ୍ରପତିଙ୍କ ଏଜେଣ୍ଟ?

କନକ ବ୍ୟୁରୋ: ଆଲେକ୍ସି ନେଭେଲନି... ରୁଷିଆରେ ବିରୋଧୀ ଦଳର ନେତା ଆଲେକ୍ସି ନେଭେଲ୍ନି, ଏକ କ୍ୟାଫେରେ ଚା ପିଇବା ପରେ ହଠାତ ବିମାନରେ ଅସୁସ୍ଥ ହୋଇପଡିଲେ । ଶରୀରରେ ବିଷକ୍ରିୟା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ବର୍ଲିନ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ମୃତ୍ୟୁ ହେଲାନାହିଁ, କିନ୍ତୁ…

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ। କେମିତି ଓ କେଉଁ ପରସ୍ଥିତିରେ ଗଲା ଜୀବନ, କାରଣ ଖୋଜିବ…

କନକ ବ୍ୟୁରୋ: ଦୁଇ ଜଣ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ। କେମିତି ଓ କେଉଁ ପରିସ୍ଥିତିରେ ଦୁଇ ଜଣଙ୍କର ମୃତ୍ୟୁ ହେଲା ନାଁ ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ୪୮ଘଣ୍ଟା ଭିତରେ ରାୟଗଡାର ହୋଟୋଲରେ ଦୁଇ ୠଷୀୟ ପର୍ୟ୍ୟଟକଙ୍କ…

ପ୍ରକୃତିର କରାଳ ରୂପରେ ଜନଜୀବନ ଅସ୍ତବ୍ୟସ୍ତ । ବରଫ ଚଟାଣରେ ଦବିଛି ଘରଦ୍ୱାର, ରାସ୍ତାଘାଟ

କନକ ବ୍ୟୁରୋ : ବରଫ ଝଡ଼ ଏବେ ଆମେରିକା ପାଇଁ କାଳ ସାଜିଛି । ବର୍ତମାନ ସୁଦ୍ଧା ଝଡ଼ରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ବିଶ୍ୱର ସୁପରପାୱାର କୁହାଯାଉଥିବା ଆମେରିକାରେ ଲୋକଙ୍କ ସମସ୍ୟା କମିବାର ନାଁ ନେଉନି ।,…

୫୮ବର୍ଷରେ ପାଦଦେଲେ ସଲମାନ ଖାନ, ସୋମବାର ରାତିରୁ ଆରମ୍ଭ ହୋଇଛି ଜନ୍ମଦିନ ସେଲିବ୍ରେସନ

କନକ ବ୍ୟୁରୋ : ୫୮ ବର୍ଷ ପାଦଦେଲେ ବଲିଉଡ ଭାଇଜାନ୍ ସଲମାନ୍ ଖାନ୍ । ଜନ୍ମଦିନର ସେଲିବ୍ରେସନ ସୋମବାର ରାତିରୁ ଆରମ୍ଭ ହୋଇଯାଇଛି । ଶହ ଶହ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳିଛନ୍ତି ଦବଙ୍ଗ ଖାନ୍ । ସଲମାନଙ୍କ ବାର୍ଥ ପାର୍ଟି ପ୍ରତିବର୍ଷ ତାଙ୍କ ଫାର୍ମହାଉସରେ ପାଳନ…

ଦେଶରେ ବଢୁଛି କରୋନା ଭୟ, ଆଗକୁ କଡ଼ାକଡ଼ି ହେବ କି କଟକଣା

କନକ ବ୍ୟୁରୋ : ଚୀନରେ ପ୍ରଳୟ କରୁଛି କରୋନା । ଏପଟେ ଦେଶରେ ମଧ୍ୟ ଭୟ ବଢୁଛି । ସଂକ୍ରମଣ ରୋକିବାକୁ ସରକାର ସମସ୍ତ ପ୍ରକାର ଯତ୍ନ ପାଇଁ ଅଂଟା ଭିଡିଲେଣି । ଏହାଭିତରେ ଚିନ୍ତା ବଢାଇଛି ବିଦେଶ ଫେରନ୍ତାଙ୍କୁ ନେଇ । ସୋମବାର ଭାରତ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୩ଜଣ ସଂକ୍ରମିତ ଥିବା…

ଉଦଘାଟନର ୭ଦିନ ପରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଦୁରାବସ୍ଥା: ବିଭିନ୍ନ ସ୍ଥାନରେ ମୁକୁଳା ପଡ଼ିଛି ଖୋଳା ହୋଇଥିବା…

କନକ ବ୍ୟୁରୋ: ପ୍ରତି ଘରକୁ ପିଇବା ପାଣି ପାଇପ ସଂଯୋଗ ହେବ । ଆଉ ଓାଟକୋ ପକ୍ଷରୁ ପ୍ରତି ଘରକୁ ୨୪ଘଂଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ । ଯେଉଁ ପାଣିକୁ ଆକ୍ୱାଗାର୍ଡ ଦରକାର ପଡିବ ନାହିଁ କି ସଂଚୟ କରି ରଖିବାକୁ ପଡିବନି ସିଧା ଟ୍ୟାପ୍ ଖୋଲି ଲୋକେ ବିଶୁଦ୍ଧ ପାଣି ପିଇପାରିବେ । ଏଭଳି…