Daily Archives

December 20, 2022

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜେଲ ୱାର୍ଡର ସସପେଣ୍ଡ: କାର୍ଯ୍ୟରେ ଅବହେଳା ପାଇଁ ହେଲା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜଣେ ଜେଲ ୱାର୍ଡର ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଅକ୍ଷୟ ମହାନ୍ତିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ବଲପୁର ରେଂଜ ଜେଲ ଡିଆଇଜି କହିଛନ୍ତି, ଡାଇନିଂ ହଲ ପଛ ଝରକାରେ ବେକର ଗାମୁଛା ବାନ୍ଧି…

ୱାର୍ଲ୍ଡକପ୍ ଧରି ଫେରିଲେ ମେସି: ସୁପରହିରୋଙ୍କୁ ଆର୍ଜେଣ୍ଟିନାରେ ଭବ୍ୟ ସ୍ୱାଗତ

କନକ ବ୍ୟୁରୋ: ଫିଫା ୱାର୍ଲ୍ଡ କପ୍ ଜିତି ନିଜ ଦେଶ ଆର୍ଜେଂଟିନା ଫେରିଛନ୍ତି ଲିୟୋନେଲ ମେସି । ଚାମ୍ପିୟାନକୁ ସ୍ୱାଗତ ପାଇଁ ପୂରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କତାରରୁ ୱାର୍ଲ୍ଡ କପ୍ ଆଣି ସ୍ୱଦେଶ ଫେରିବା ପରେ ମେସି ଓ ତାଙ୍କ ଟିମକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନରୁ…

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟିପ୍ପଣୀ: ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ଅଜୟ ରାୟ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଆମେଠି ଆସନକୁ ନେଇ ଚର୍ଚ୍ଚା । ଉତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ଏକ ବୟାନକୁ ନେଇ ପୁଣି ଆମେଠିକୁ ଲାଇମଲାଇଟକୁ ଆଣିଛି । କିଛି ଦିନ ପୂର୍ବରୁ ଅଜୟ ରାୟ ଏକଥା ଦାବି କରିଥିଲେ କି ଏଥରକ ପୁଣି ଥରେ ରାହୁଲ ଆମେଠି ଆସନରେ ଲଢିବେ ଓ ସ୍ମୃତି…

ସୀମା ସଂଘର୍ଷ ଭିତରେ ତେଜୁଛି ବୟାନବାଜୀ: ବିଜେପିକୁ କଂଗ୍ରେସ ସଭାପତିଙ୍କ ଆକ୍ଷେପ, ଜନସଭାରେ ଖଡ଼ଗେ କହିଲେ ‘କୁକୁର’…

କନକ ବ୍ୟୁରୋ: ଏଲଏସିରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚାଲିଛି । ତୱାଙ୍ଗ ସଂଘର୍ଷ ପରେ ଏହି ବିବାଦ ଅଧିକ ତେଜୁଛି । ସେପଟେ ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରୁଛନ୍ତି ଓ ସରକାର ମଧ୍ୟ ନିଜ ତରିକାରେ ଉତର ରଖୁଛନ୍ତି । ସୀମା ସଂର୍ଘଷକୁ ନେଇ କଂଗ୍ରେସ ସଭାପତି…

ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ କରିବାକୁ ଗଲେ…

କନକ ବ୍ୟୁରୋ: କଂଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ନେଇ ଖବର ଆସିବା ପରେ ତତ୍କ୍ଷଣାତ ତଦନ୍ତ ନିର୍ଦ୍ଦେଶ ଦିଆଗଲା । ସମ୍ବଲପୁର ରେଞ୍ଜ ଜେଲ ଡିଆଇଜି ଅନସୂୟା ଜେନାଙ୍କୁ ତଦନ୍ତ ଭାର ଦିଆଯାଇଥିବା କୁହାଗଲା । ଏପରିକି ଏନଏଚଆରସି ଗାଇଡଲାଇନ ଅନୁସାରେ ସବୁ ଦିଗରୁ ତଦନ୍ତ…

ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ତେଜିଲା ରାଜନୀତି: ବିଜେପିର ଅଭିଯୋଗ, ଗୋବିନ୍ଦଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ…

କନକ ବ୍ୟୁରୋ: ସନ୍ଦେହ-ଷଡ଼ଯନ୍ତ୍ର ଓ ସସ୍୍ପେନ୍ସ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଖବର, ରାଜନୀତିରେ କେବଳ ନିଆଁ ଲଗାଇ ଦେଇଛି ତାହା ନୁହେଁ, ବରଂ ବହୁ ଚର୍ଚ୍ଚିତ ଅପରାଧଗୁଡ଼ିକର ପୁରୁଣା ପୃଷ୍ଠାକୁ ଲେଉଟାବାକୁ ଉଦ୍ୟମ କରିଛନ୍ତି ବିରୋଧୀ । ଆଉ ଯେତେବେଳେ ପୁରୁଣା ପେଡ଼ି ଖୋଲୁଛି, ସାମ୍ନାକୁ…