Daily Archives

December 7, 2022

ମହଙ୍ଗା ପଡ଼ିଲା ଚିକେନ୍ ପକୋଡ଼ା ଖାଇବା। ଖାଦ୍ୟନଳୀର ଅଧାରେ ଅଟକିଗଲା କଣ୍ଟା।

କନକ ବ୍ୟୁରୋ: ଚିକେନ ପକୋଡା ଖାଇ ଗୁରୁତର ହେଲେ ଚଣ୍ଡିଖୋଲର ପବିତ୍ର ସାମଲ । ନିକଟରେ ପରିବାର ସହ ଭୁବନେଶ୍ୱର ଆସିଥିଲେ ସେ । ବାପୁଜୀ ନଗରରେ ଖାଇଥିଲେ ଚିକେନ ପକୋଡା । କିନ୍ତୁ ହଠାତ ଗିଳିଦେଇଥିଲେ ପକୋଡା ଖଣ୍ଡ ।  ତଣ୍ଟିରେ କଣ୍ଟା ଲାଗିଯିବାରୁ  ଆରମ୍ଭ ହୋଇଯାଇଥିଲା ଅସହ୍ୟ ଯନ୍ତ୍ରଣା ।…

ବୋରୱେଲରେ ୨୬ ଘଂଟାରୁ ଅଧିକ ସମୟ ଧରି ଫସିଛି ଜୀବନ । ଉଦ୍ଧାର କାର୍ଯ୍ୟରେ ବାଧା ହେଉଛି ପଥର ଚଟାଣ

କନକ ବ୍ୟୁରୋ: ମାଟି ତଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ୮ବର୍ଷର ବାଳକ ତନ୍ମୟ ସାହୁ । ୨୪ ଘଂଟା ବିତିଯାଇଥିଲେ ମଧ୍ୟ ବୋରୱେଲ ଭିତରୁ ତାଙ୍କୁ ଉଦ୍ଧାର କରାଯାଇପାରୁନି । ମଧ୍ୟପ୍ରଦେଶର ବେତୁଲରେ ଏକ ପରିତ୍ୟକ୍ତ ନଳକୂପ ଗାତରେ ମଙ୍ଗଳବାର ସଂଧ୍ୟାରେ ଖେଳୁ ଖେଳୁ ଖସିପଡିଥିଲେ ତନ୍ମୟ । ଘଟଣାସ୍ଥଳରେ…

ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳଙ୍କଠୁ ସହଯୋଗ ଲୋଡିଲେ…

କନକ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥରକ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କଠୁ ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି , ଦେଶର ବିକାଶ ପାଇଁ ଯୁବ…

ଦିଲ୍ଲୀ ଏମସିଡି ନିର୍ବାଚନରେ ଆପର ଐତିହାସିକ ବିଜୟ । ୧୫ବର୍ଷ ପରେ ବହୁମତ ସହ ଦିଲ୍ଲୀ ନଗର ନିଗମକୁ ଦଖଲ କଲା ଦଳ

କନକ ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିର ଜବରଦସ୍ତ ବିଜୟ । ଏମସିଡି ଲଢେଇରେ ବାଜି ମାରିଛି ଆମ ଆଦମୀ ପାର୍ଟି ଓ ପଛରେ ପଡିଛି ବିଜେପି । ୧୫ବର୍ଷ ଧରି ଏମସିଡିରେ ଦବଦବା ବଜାୟ ରଖିଥିବା ବିଜେପି ହାତରୁ ଏଥର ଖସିଛି କ୍ଷମତା । ନିର୍ବାଚନ ପୂର୍ବରୁ ଯେଉଁ ସବୁ…

ଥାନା ଅଧିକାରୀଙ୍କୁ ହାଇକୋର୍ଟଙ୍କ ତାଗିଦ୍। ଏତଲା ପଞ୍ଜୀକରଣ ନକଲେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ।

କନକ ବ୍ୟୁରୋ: ଓଡ଼ିଶା ପୋଲିସର ୱେବସାଇଟ୍ ଖୋଲିଲେ ଆପଣ ଦେଖିପାରିବେ ଲୋଗୋରେ ଲେଖା ହୋଇଛି ଆମେ ସେବା ଓ ସୁରକ୍ଷା ଯୋଗାଇଦେଉ । ଥାନାକୁ ଆସୁଥିବା ଲୋକଙ୍କ ସହ ପୁଲିସର ଉତ୍ତମ ବ୍ୟବହାର ଏବଂ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା, ଆଜି…

ନାବାଳିକାଙ୍କୁ ମାଡମାରିବା ଘଟଣାରେ ପାଟ୍ଟଶାଣୀ ଦମ୍ପତ୍ତି ଗିରଫ। ଉଭୟଙ୍କୁ କୋର୍ଟ ଚାଲାଣ କଲା ପୋଲିସ।

କନକ ବ୍ୟୁରୋ: ଜଣେ ନାବାଳିକା ଉପରେ ଏଭଳି ନିର୍ଯାତନା ହୋଇଛି ଯେ ସେ ଷ୍ଟ୍ରେଚରରୁ ଉଠିବା ବି ମୁସ୍କିଲ ହୋଇପଡିଛି । ଦେହସାରା ହୋଇଥିବା କ୍ଷତ ଚିହ୍ନ ଦେଖି ଡାକ୍ତର ବି ତାଜୁବ । କେବଳ ଏତିକି ନୁହେଁ ବାମ ଗୋଡ, ବାମ ହାତ, ବାମ ଓ ଡାହାଣ ଗୋଡର ବୁଢ଼ା ଆଙ୍ଗୁଠି ପାଖରେ ହାଡ଼ ଭାଙ୍ଗିଯାଇଛି । ଏବେ…